ପ୍ରସିଦ୍ଧ ଐତିହାସିକ ଫୁଲଦୋଳ ଯାତ୍ରା ଅନୁଷ୍ଠିତ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଖୋର୍ଦ୍ଧା ଜିଲ୍ଲା ହାଡପଦା ପ୍ରସିଦ୍ଧ ଐତିହାସିକ ଫୁଲଦୋଳ ଯାତ୍ରା ଅନୁଷ୍ଠିତ। ହାଡପଦା ଫୁଲଦୋଳ ଯାତ୍ରା ଆସିଲେ ସ୍ଥାନୀୟ ଜନସାଧାରଣଙ୍କ ମନରେ ନାହିଁ ନଥ‌ିବା ଉତ୍ସାହ।ନରଣଗଡ ଗ୍ରାମପଞ୍ଚାୟତ ହାଡିପଦା ଗାଁ ଫୁଲଦୋଳ ମେଳନ ପଡିଆ ହୋଇଛି ଉତ୍ସବମୁଖର।

ଫୁଲଦୋଳ ଉତ୍ସବକୁ ପାଳନ କରିବା ପାଇଁ ଦୋଳପଡିଆରେ ବିଜେ ମଣ୍ଡପରେ ଦୋଳବିମାନରେ ବିରାଜମାନ କରିଛନ୍ତି ଆଖପାଖ ୩ଟି ମୈ।ଜାର ୩ ଠାକୁର ।ପ୍ରତିବର୍ଷ ଚୈତ୍ର ମାସରେ ୩ଦିନ ଧରି ଯାତ୍ରା ହେଉଥ‌ିବା ବେଳେ ଚଳିତ ବର୍ଷ ମଧ୍ୟ ମହାଆଡମ୍ବରରେ ହେଉଛି ଫୁଲଦୋଳ ଯାତ୍ରା।

ରଂଗବେରଙ୍ଗର ଆଲୋକ ମାଳାରେ ଝଲସି ଉଠିଛି ଦୋଳପଡିଆ ସଂସ୍କୃତି ସଂମ୍ପନ୍ନ ନରଣଗଡ ଗ୍ରାମପଞ୍ଚାୟତ ହାଡପଦା ଗାଁର ଏହି ଯାତ୍ରା ବହୁ ପ୍ରାଚୀନ ପରମ୍ପରା ଫୁଲଦୋଳଯାତ୍ରା |

Leave A Reply

Your email address will not be published.