ନିର୍ବାଚନ ଖର୍ଚ୍ଚ ପର୍ଯ୍ୟବେକ୍ଷକଙ୍କ ସ୍ଥିତି ସମୀକ୍ଷା

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ନିର୍ବାଚନ ଖର୍ଚ୍ଚ ପର୍ଯ୍ୟବେକ୍ଷକଙ୍କ ସ୍ଥିତି ସମୀକ୍ଷା ।  ଚଳିତ ନିର୍ବାଚନ ଯେପରି ଶାନ୍ତିଶୃଙ୍ଖଳାର ହୋଇଯାଇଛି । ଜିଲ୍ଲାରେ ନିଯୁକ୍ତ ଥ‌ିବା ଖର୍ଚ୍ଚ ସହିତ ସମାପନ ହେବ ସେଥ୍ ନିମନ୍ତେ ପର୍ଯ୍ୟବେକ୍ଷକ ଗୁରୁତ୍ବାରୋପ କରିଥିଲେ ।

ସମ୍ବଲପୁର ଲୋକସଭା ଅଧୀନସ୍ଥ ଦେବଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀ କାର୍ଯ୍ୟ ଖସଡ଼ା କିପରି ରହିଛି ପର୍ଯ୍ୟବେକ୍ଷକ ପରିଦର୍ଶନ କରି ସନ୍ତୋଷ ବ୍ୟକ୍ତ କରିଥିଲେ । ବିଶେଷ ଭାବେ ଜନ ସାଧାରଣ ଯେପରି କୌଣସି ଅସୁବିଧାରେ ପଡିବେ ନାହିଁ ସେଥ୍ ନିମନ୍ତେ ଖର୍ଚ୍ଚ ପର୍ଯ୍ୟବେକ୍ଷକ ଭିନିତ କୁମାର, ଭାରତୀୟ ରାଜସ୍ବ ସେବା ଗୁରୁତ୍ବାରୋପ କରିଥିଲେ ।

ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାର ସମସ୍ତ ନିର୍ବାଚନ ଖର୍ଚ୍ଚ ପରିଚାଳନା ଅଧିକାରୀ ମାନଙ୍କୁ ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି ।

Leave A Reply

Your email address will not be published.