ଆଜିର ମୁଖ୍ୟ ଖବର

0

୧-ସରିଲା ପ୍ରତୀକ୍ଷା ପୁଣି ସ୍କୁଲ୍ ଯିବେ ପ୍ରାଥମିକ ପିଲା । ନୂଆ ବର୍ଷରୁ ଖୋଲିବ ପ୍ରାଥମିକ ସ୍କୁଲ୍ । ଆସନ୍ତା ସୋମବାରଠାରୁ ପ୍ରଥମରୁ ପଞ୍ଚମ ଶ୍ରେଣୀ ପିଲାଙ୍କ ପାଇଁ କ୍ଳାସ୍‌ରୁମ୍ ପାଠପଢ଼ା ଆରମ୍ଭ ହେବ ବୋଲି ବିଭାଗୀୟ ମନ୍ତ୍ରୀ ସୂଚନା ଦେଇଛନ୍ତି । ଫଳରେ ପାଖାପାଖି ୨ ବର୍ଷ ପରେ ସ୍କୁଲ ଦେଖିବେ ଛୋଟ ଛୋଟ ପିଲା ।

୨-ଭାରତ-ଦ.ଆଫ୍ରିକା ଟେଷ୍ଟ Day 3: ପ୍ରଥମ ଇନିଂସରେ ସାଉଥ୍ ଆଫ୍ରିକା ୧୯୭ରେ ଅଲଆଉଟ, ସାମୀଙ୍କୁ ୫ ଓ୍ବିକେଟ, ଭାରତ ୧୬/୧ ।

୩-୧୫-୧୮ ବୟସ୍କଙ୍କ ଟିକାକରଣ ପ୍ରସ୍ତୁତି, ପିଲାଙ୍କ ନିମନ୍ତେ ସମର୍ପିତ ଟିକାକରଣ କେନ୍ଦ୍ର ଲାଗି ରାଜ୍ୟଙ୍କୁ କେନ୍ଦ୍ରର ନିର୍ଦ୍ଦଶ ।

୪-ରାଜଧାନୀରେ ଏବେ କରୋନା ସ୍ଥିତି ଧିରେ ଧିରେ ଜଟିଳ ହେବାରେ ଲାଗିଛି । ଏପରି ସମୟରେ ଦିଲ୍ଲୀ ଶିକ୍ଷା ନିର୍ଦ୍ଦେଶାଳୟ ସ୍କୁଲମାନଙ୍କ ପାଇଁ ଏକ ନିର୍ଦ୍ଦେଶନାମା ଜାରି କରିଛି । ଏହି ନିର୍ଦ୍ଦେଶ ଅନୁସାରେ ଦିଲ୍ଲୀରେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଅର୍ଥାତ ଆଗାମୀ ସୂଚନା ନ ମିଳିବା ଯାଏଁ ସ୍କୁଲଗୁଡ଼ିକ ବନ୍ଦ ରହିବ । ଓମିକ୍ରନ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ଦିଲ୍ଲୀ ସରକାର ମଙ୍ଗଳବାର ଏପରି ନିଷ୍ପତ୍ତି ନେଇଛନ୍ତି ।

୫-ମଧ୍ୟପ୍ରଦେଶରେ ବାତିଲ ହେଲା ପଞ୍ଚାୟତ ନିର୍ବାଚନ । ନିର୍ବାଚନ୍ ବାତିଲ କଲେ ମଧ୍ୟପ୍ରଦେଶ ନିର୍ବାଚନ କମିଶନ ।

୬-ବଚପନ କା ପ୍ୟାର ଗାୟକ ସହଦେବ ଡିର୍ଡୋ ଦୁର୍ଘଟଣାଗ୍ରସ୍ତ: ଟ୍ୱିଟ କରି ସୂଚନା ଦେଲେ ବାଦଶାହ ।

୭-ବିଯୁକ୍ତ ୫୦ ଡିଗ୍ରୀ ସେଲସିୟସରେ ସୁରକ୍ଷା ଦେଉଥିବା ପୋଷାକର ଜ୍ଞାନକୌଶଳ ହସ୍ତାନ୍ତର କଲା ଡ଼ିଆରଡ଼ିଓ ।

୮-ଦୁଇ ବର୍ଷରେ ପାଦ ଦେଲା ‘ମୋ ସରକାର’: ସାଧାରଣ ଜନତାଙ୍କ ମନରେ ଏକ ବିଶ୍ୱାସ ଜନ୍ମ ନେଇଛି ।

୯–ଭୁବନେଶ୍ବର ଏକାମ୍ର ଅଞ୍ଚଳରେ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ୧୦୩ କୋଟି ଟଙ୍କା ପ୍ରକଳ୍ପର ଶୁଭାରମ୍ଭ : ୨୪ ଘଣ୍ଟିଆ ଡ୍ରିଙ୍କ ଫ୍ରମ୍ ଟ୍ୟାପ ୧୩ଟି ପ୍ରକଳ୍ପର ଶୁଭାରମ୍ଭ ।

୧୦-ୱେବ୍‌ସାଇଟ୍‌ରେ ଛଡ଼ାଗଲା ଦଶମ ଏସ୍‌ଏ-୧ ଆଡ୍‌ମିଟ୍‌ କାର୍ଡ ।

୧୧-ନିରନ୍ତର ଉତ୍ତମ ସେବା ଆମର ଲକ୍ଷ୍ୟ: ମୁଖ୍ୟମନ୍ତ୍ରୀ ।

୧୨-୩୦ରୁ ଜାନୁଆରୀ ୨ ବନ୍ଦ ରହିବ ସମଲେଇ ଦର୍ଶନ ।

୧୩-ଅଷ୍ଟ୍ରେଲିଆରେ ପ୍ରାଣ ହରାଇଲେ ପ୍ରଥମ Omicron ଆକ୍ରାନ୍ତ: ବଢିଲା ସଙ୍କଟ ।

୧୪-ମହାରାଷ୍ଟ୍ର ବିଧାନସଭାରେ କରୋନା ବିସ୍ଫୋରଣ, ୨ ଦିନରେ ୨ ମନ୍ତ୍ରୀଙ୍କ ସମେତ ୩୫ ପଜିଟିଭ।

୧୫-ଓମିକ୍ରନକୁ ମାତ୍ ଦେବ ସ୍ୱଦେଶୀ ବଟିକା । କରୋନା ଲଢେଇରେ ‘ସିପ୍ଲା’ ସାମିଲ୍ ।

୧୬-ଦିଲ୍ଲୀରେ ଡାକ୍ତର-ପୁଲିସ ମୁହାଁମୁହିଁ । ପିଜି ପରୀକ୍ଷା ଦାବି କରି ସୁପ୍ରିମକୋର୍ଟ ମୁହାଁମୁହିଁ ହେବା ବେଳେ ଡାକ୍ତରଙ୍କ ଉପରେ ପୁଲିସର ଲାଠିଚାର୍ଜ ଅଭିଯୋଗ ।

Leave A Reply

Your email address will not be published.