ଆଜିର ମୁଖ୍ୟ ଖବର

0

୧-୨୦୨୨ ମାର୍ଚ୍ଚ ୧୦ରେ ସରୁଛି ପଞ୍ଚାୟତ ପ୍ରତିନିଧିଙ୍କ କାର୍ଯ୍ୟକାଳ; ସରିନି ସୀମା ନିର୍ଦ୍ଧାରଣ ଓ ସଂରକ୍ଷଣ କାର୍ଯ୍ୟ ।

୨-ପୃଥିବୀରେ ଗୋଟିଏ ଗଛ ଅପଲୋଡ଼୍ କରନ୍ତୁ, ମେଘରୁ ଶହଶହ ଲାଇକ୍ ମିଳିବ: ଅମିତ୍ ଶାହ

୩-ଆଜି ୭ ଜିଲ୍ଲାରେ ପ୍ରବଳ ବର୍ଷା .

୪-ଦେଶରେ Covid-19 ପ୍ରବନ୍ଧନ ନେଇ ପ୍ରଶ୍ନ କରିଥିଲେ ରାହୁଲ, ଜବାବରେ ସ୍ମୃତି ଇରାନୀ କହିଲେ ‘ଜ୍ଞାନୀ ବାବା’ ।

୫-WTC Final: ନ୍ୟୁଜିଲାଣ୍ଡ ୨୪୯ରେ ଅଲଆଉଟ୍, ମହମ୍ମଦ ସାମିଙ୍କୁ ୪ ଓ୍ଵିକେଟ୍ ।
ପଞ୍ଚମ ଦିନରେ ଭାରତ ୬୪/୨, ରିଜର୍ଭ ଡେକୁ ଗଲା ମୁକାବିଲା ।

୬-୪୭୭ ପୁଲିସ୍‍ ସବ୍‍ଇନ୍ସପେକ୍ଟର ନିଯୁକ୍ତି ନିମନ୍ତେ ଆବେଦନ ପ୍ରକ୍ରିୟା ଆରମ୍ଭ ।

୭-ବ୍ରିଟେନରୁ ଭାରତ ଫେରିଲେ ସିରମ ଇନଷ୍ଟିଚ୍ୟୁଟ୍‌ର ସିଇଓ ଅଦର ପୁନାଓ୍ଵାଲା, ମିଳିବ ଓ୍ଵାଇ କାଟାଗୋରୀର ସୁରକ୍ଷା ।

୮-ଆସନ୍ତାମାସରେ ଭାରତକୁ ମିଳିବ ୩ଟି ହେଲିକପ୍ଟର, ଆକାଶରୁ ଜାହାଜକୁ ନଷ୍ଟ କରିପାରିବ ରୋମିଓ ।

୯-ତୃତୀୟ ଲହରର ମୁଖ୍ୟ କାରଣ ହୋଇପାରେ ଡେଲଟା ପ୍ଲସ ଭାରିଆଂଟ । ସ୍ୱାସ୍ଥ୍ୟ ସଚିବ କହିଲେ, ଦେଶରେ ୨୨ ଜଣଙ୍କ ଠାରେ ମିଳିଛି ନୂଆ ଭୂତାଣୁ । ୯ଟି ଦେଶରେ ଚିହ୍ନଟ ହୋଇଛି ଡେଲଟା ପ୍ଲସ ।

୧୦-ଜୁନ ୨୧ରେ ଟିକାକରଣରେ ଇତିହାସ ରଚିଲା ଭାରତ: ଗ୍ରାମାଞ୍ଚଳରେ ଦିଆଯାଇଛି ୬୩.୭ ପ୍ରତିଶତ ଟିକା-ସ୍ୱାସ୍ଥ୍ୟ ମନ୍ତ୍ରାଳୟ ।

୧୧-ଟିଆରପି ସ୍କାମ: ଅର୍ଣ୍ଣବ ଗୋସ୍ଵାମୀଙ୍କ ବିରୋଧରେ ମୁମ୍ବାଇ ପୋଲିସ୍‌ର ଚାର୍ଜସିଟ୍ ଦାଖଲ ।

୧୧–ସିବିଏସ୍‌ଇ, ଆଇସିଏସଇ ମୂଲ୍ୟାୟନ ପଦ୍ଧତି ସୁପ୍ରିମକୋର୍ଟରେ କାଏମ। ଜନହିତକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନିଆଯାଇଥିବା କହିଲେ ସୁପ୍ରିମକୋର୍ଟ। ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ସମସ୍ତ ଆବେଦନ ସୁପ୍ରିମକୋଟରେ ଖାରଜ ।

୧୨-ଭାରତ ଓ ଆମେରିକା ମଧ୍ୟରେ ଭାରତ ମହାସାଗରରେ ଆଜିଠୁ ଦୁଇ ଦିନିଆ ଯୁଦ୍ଧାଭାସ୍, ଚୀନର ବିସ୍ତାରବାଦୀ ନୀତିକୁ ମିଳିବ ଦୃଢ ଜବାବ ।

୧୩-ଜମ୍ମୁ-କାଶ୍ମୀରରେ ସରଗରମ ରାଜନୀତି । ପ୍ରଧାନମନ୍ତ୍ରୀଙ୍କ ସର୍ବ ଦଳୀୟ ବୈଠକରେ ଯୋଗଦେବେ ଫାରୁକ୍ ଅବଦୁଲ୍ଲା ଓ ମେହବୁବା ମୁଫତି । ସ୍ୱତନ୍ତ୍ର ରାଜ୍ୟ ଦାବି ପାଇଁ ପ୍ରସ୍ତାବ ରଖିବ ଗୁଫକାର ମେଂଟ ।

୧୪-ତୃତୀୟ ପର୍ଯ୍ୟାୟ ଟ୍ରାଏଲରେ ୭୭.୮ ପ୍ରତିଶତ ପ୍ରଭାବୀ ହେଲା କୋଭାକ୍ସିନ । କେନ୍ଦ୍ର ସରକାରଙ୍କୁ ତଥ୍ୟ ହସ୍ତାନ୍ତର କଲା ଭାରତ ବାୟୋଟେକ ।

୧୫-ତୃତୀୟ ଲହରକୁ ନେଇ ସରକାରଙ୍କୁ ସତର୍କ କଲେ ରାହୁଲ ଗାନ୍ଧୀ : ଶ୍ୱେତପତ୍ର ଜାରି କରି କହିଲେ, କରାଯାଉ ବେଡ୍ ଓ ଅକ୍ସିଜେନର ବ୍ୟବସ୍ଥା ।

୧୬-କୋଷ୍ଟାଲ ହାଇୱେ ନୂଆ ନକ୍ସାକୁ ମୋହର, ମୁଖ୍ୟମନ୍ତ୍ରୀ ଦେବେ ଚୂଡ଼ାନ୍ତ ଅନୁମୋଦନ ।

Leave A Reply

Your email address will not be published.