ଆଜିର ମୁଖ୍ୟ ଖବର

0

୧-ଓଡ଼ିଶା ବନ୍ଦ ଶାନ୍ତିପୂର୍ଣ୍ଣ, ଯାନବାହାନ ଚଳାଚଳ ବାଧାପ୍ରାପ୍ତ, ଶତାଧିକ ଗିରଫ

୨-ରାଜ୍ୟରେ ବଳବତ୍ତର ରହିଲା ଆଂଶିକ ଲକ୍‌ଡାଉନ୍‌। ଅଗଷ୍ଟ ୧ ତାରିଖ ଯାଏ ସରକାର ଆଂଶିକ ଲକ୍‌ଡାଉନ୍‌କୁ ବଳବତ୍ତର ରଖିବାକୁ ନିଷ୍ପତ୍ତି ନେଇଛନ୍ତି

୩-ମଲ୍‍, ସିନେମା ହଲ, ପାର୍କ, ଶିକ୍ଷାନୁଷ୍ଠାନ, କୋଚିଂ ସେଣ୍ଟର ପୂର୍ବ ପରି ବନ୍ଦ ରହିବ। ବାର୍ ବନ୍ଦ ରହିବ

୪-ଜୁଲାଇ ୩୧ ସୁଦ୍ଧା ଯୁକ୍ତ୨ ପରୀକ୍ଷା ଫଳ ପ୍ରକାଶ ପାଇଁ ପ୍ରସ୍ତୁତି ଚଳାଇଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ

୫-୨୬ ଲକ୍ଷ ନିର୍ମାଣ ଶ୍ରମିକ ପାଇଲେ ୩୮୫ କୋଟି ଟଙ୍କା। ପ୍ରତି ପଞ୍ଜୀକୃତ ନିର୍ମାଣ ଶ୍ରମିକ ପାଇଲେ ୧୫୦୦ ଟଙ୍କା

୬-ଭୁବନେଶ୍ୱର: ଡବଲ ଡୋଜ୍ ପରେ ବି ପଜିଟିଭ୍।ଟିକା ସଂକ୍ରମଣ ରୋକି ପାରିବନି , ଗୁରୁତର ହେବାକୁ ରୋକିବ

୭-ସୋମବାରଠୁ ଗଡ଼ିବ ‘ମୋ ବସ୍‌’, ଟ୍ବିଟ୍‌ କରି ସୂଚନା ଦେଲା କ୍ରୁଟ୍‌

୮-ଭୁବନେଶ୍ୱର: କାର୍ଯ୍ୟକାରୀ ହେଲା ଜରୁରୀ ସହାୟତା ନଂ ୧୧୨, ଅଗଷ୍ଟ ଶେଷ ସୁଦ୍ଧା ଯୋଡ଼ି ହେବ ବିଭିନ୍ନ ବିଭାଗ

୯-ଭୁବନେଶ୍ବରର ଖଣ୍ଡିଗିରି ସ୍ଥିତ ସତ୍ୟ ସତ୍ୟ ସାଇ ଏନ୍‌କ୍ଲେଭ୍‌ ଅଞ୍ଚଳ କନଣ୍ଟେନମେଣ୍ଟ ଜୋନ୍‌ ଘୋଷଣା, ସଂକ୍ରମଣ ବଢୁଥିବାରୁ ବିଏମ୍‌ସିର ପଦକ୍ଷେପ

୧୦-୩ୟ ପର୍ଯ୍ୟାୟ ଜେଇଇ ମେନ ପାଇଁ ଜାରି ହେଲା ଆଡମିଟ୍ କାର୍ଡ। ଘୁଞ୍ଚିଲା ଚତୁର୍ଥ ପର୍ଯ୍ୟାୟ ପରୀକ୍ଷା

୧୧-ଆଗାମୀ ୩ଦିନ ଯାଏଁ ରାଜ୍ୟର ଅନେକ ସ୍ଥାନରେ କାଳବୈଶାଖୀ ସମ୍ଭାବନା । ୟେଲୋ ୱାର୍ଣ୍ଣିଂ ଜାରି କରି ସତର୍କ କରାଇଲା ପାଣିପାଗ ବିଭାଗ

୧୨-ସୋସିଆଲ ମିଡିଆ ଅପବ୍ୟବହାରକାରୀ ସାବଧାନ : ମାସକରେ ଭାରତରେ ବ୍ୟାନ୍‌ ହେଲାଣି ୨୦ ଲକ୍ଷ ହ୍ବାଟ୍ସଆପ୍ ଆକାଉଣ୍ଟ

୧୩-‘ହୁ’ ମୁଖ୍ୟଙ୍କ ଚେତାବନୀ । ବିଶ୍ୱରେ ଆରମ୍ଭ ହୋଇଛି ତୃତୀୟ ଲହର , ବଢୁଛି ଡେଲଟା ଭାରିଆଣ୍ଟ ସଂକ୍ରମଣ

Leave A Reply

Your email address will not be published.