ଖୁବ ଶୀଘ୍ର ଆସୁଛି Pavitra Rishta 2.0

0

ବହୁତ ପପୁଲାର ସୋ Pavitra Rishta 2009 ରେ ଆରମ୍ଭ ହୋଇଥିଲା। ସ୍ୱର୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତ ତାଙ୍କ କ୍ୟାରିଅର Pavitra Rishta ସିରିଅଲ ରୁ ଆରମ୍ଭ କରିଥିଲେ | ଏକତା କପୁର ନିକଟରେ ନିଶ୍ଚିତ କରିଛନ୍ତି ଯେ Pavitra Rishta 2.0 ଖୁବ ଶୀଘ୍ର ପ୍ରସାରିତ ହେବ।

ଅଙ୍କିତା ଲୋଖଣ୍ଡେ, ଅର୍ଚନା ଭୂମିକାରେ ଅଭିନୟ କରିବେ | ଶାହିର ଶେଖ, ମାନବ ଙ୍କ ଭୂମିକାରେ ଅଭିନୟ କରିବେ | ଯେଉଁଥିରେ ଅଭିନେତା ସୁଶାନ୍ତ ସିଂ ରାଜପୁତ ଅଭିନୟ କରିଥିଲେ। Pavitra Rishta 2.0 ଖୁବ ଶୀଘ୍ର ALTBalaji ରେ ପ୍ରସାରିତ ହେବ । ଏହି ଖବର ପ୍ରସାରିତ ହେବା ପରେ ସ୍ୱର୍ଗତ ଅଭିନେତାଙ୍କ ଭଉଣୀ ଶ୍ୱେତା ସିଂ କିର୍ତ୍ତୀ ସୋ ବିଷୟରେ ନିଜର ଭାବନା ପ୍ରକାଶ କରିବାକୁ ସୋସିଆଲ ମିଡିଆରେ ଯୋଗ ଦେଇଥିଲେ। ସେ Pavitra Rishta 2.0 ଟିମକୁ ଶୁଭେଚ୍ଛା ଜଣାଇଛନ୍ତି। ଶୋ’ର ସଫଳତା ପାଇଁ ହୃଦୟରୁ ପ୍ରାର୍ଥନା ମଧ୍ୟ କରିଛନ୍ତି।

Leave A Reply

Your email address will not be published.