ଆଜିର ମୁଖ୍ୟ ଖବର

0

୧-ବିଶ୍ୱ ବିଶ୍ୱବିଦ୍ୟାଳୟ ରାଙ୍କିଙ୍ଗରେ କିଟ୍‌ର ସଫଳତା, ବିଶ୍ୱ ରାଙ୍କିଂରେ ଉପରକୁ ଉଠିବା ସହ ଓଡ଼ିଶାରେ ପ୍ରଥମ ସ୍ଥାନ ହାସଲ କରିଛି।

୨-ଲୋକସେବା ଭବନରେ ଇ-ରିସିପ୍ଟ ୨.୦ର ଶୁଭାରମ୍ଭ, ଏଣିକି ସରକାରୀ ବକେୟା ଓ ଟିକସ ପଇଠ ସହଜ ହେବ ।

୩-ବଙ୍ଗୋପସାଗରରେ ଆସୁଛି ଲଘୁଚାପ, ୪ରୁ ୭ ତାରିଖ ମଧ୍ୟରେ ରାଜ୍ୟର ଅନେକ ସ୍ଥାନରେ ମଧ୍ୟମରୁ ପ୍ରବଳ ବର୍ଷା ସମ୍ଭାବନା।

୪-ଆକାଂକ୍ଷୀ ଜିଲା ପାଇଁ ୧୦ ସଚିବସ୍ତରୀୟ ଅଧିକାରୀ ମନୋନୀତ।

୫-କଟକ:ବଡ ଧରଣର ଜିଏସଟି ଠକେଇର ପର୍ଦ୍ଦାଫାଶ, ୧୮୧୯ କୋଟିର ଜାଲ୍ ସେଲ୍ ଇନଭଏସ୍ ଦେଖାଇ ୩୨୩ କୋଟିର ଠକେଇ।

୬-ଓଡ଼ିଶାରେ ୭୫% କମ୍‌ ବର୍ଷା: ଆଇଏମ୍‌ଡି।ଚଳିତ ବର୍ଷ ଜୁନ୍‌ରୁୁ ୩୧ ଅଗଷ୍ଟ ପର୍ଯ୍ୟନ୍ତ ମାତ୍ର ୬୬୧.୧ ମିଲିମିଟର ବର୍ଷା ହୋଇଛି।

୭-ଯକ୍ଷ୍ମା ନିରାକରଣ ଯୋଜନାରେ ଦ୍ବିତୀୟ ସ୍ଥାନରେ ଓଡ଼ିଶା।

୮-ଭୁବନେଶ୍ୱର ବିଜେବି କଲେଜରେ ଉତ୍ତେଜନା: ଦୁଇ ହଷ୍ଟେଲ ଛାତ୍ରଙ୍କ ମଧ୍ୟରେ ଗଣ୍ଡଗୋଳ, ୧୦ଆହତ।

୯-ବିଧାନସଭାରେ ପାସ୍‌ ହେଲା ଓଡ଼ିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ଵ ବିଦ୍ୟାଳୟ ବିଲ୍ ଏବଂ ଓଡିଶା ଦ୍ରବ୍ୟ ଓ ସେବା କର ସଂଶୋଧନ ବିଲ୍।

୧୦-ନନ୍ଦନକାନନ ନିୟମରେ ପୁଣି ପରିବର୍ତ୍ତନ, ପୂର୍ବଭଳି ସୋମବାର ସାପ୍ତାହିକ ଛୁଟି।

୧୧-ଜେଲ ଗଲେ ବାପ-ପୁଅ । କୋର୍ଟରେ ହାଜର ହେବା ପରେ ଖୋର୍ଦ୍ଧା ସବଜେଲକୁ ଗଲେ ଗୁରୁଜୀ ମାନସ ଦାସ ଓ ପୁଅ ମନୋରଞ୍ଜନ ଦାସ ।

୧୨-ଟୋକିଓ ପାରାଅଲମ୍ପିକ୍ସ: ସେମିଫାଇନାଲରେ ଓଡ଼ିଆ ତାରକା ପ୍ରମୋଦ ଭଗତ

Leave A Reply

Your email address will not be published.