ଆଜିର ମୁଖ୍ୟ ଖବର

0

୧-ପିପିଲିରେ ଶାନ୍ତିଶୃଙ୍ଖଳାର ସହ ଶେଷ ହେଲା ମତଦାନ : ୩ ତାରିଖ ଫଳାଫଳକୁ ଅପେକ୍ଷା।

୨-ଭୁବନେଶ୍ୱର: ସରିଲା +୩ ଆଡ଼ମିଶନ,ଖାଲି ପଡିଲା ଲକ୍ଷେ ଆସନ।

୩-ବାଲେଶ୍ୱର:ଅଙ୍ଗନବାଡି କର୍ମଚାରୀଙ୍କଠାରୁ ୧୦,୦୦୦ ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଆଇସିଡିଏସ୍ ସୁପରଭାଇଜରଙ୍କୁ ଗିରଫ କଲା ଭିଜିଲାନ୍ସ।

୪-ନୀତି ଆୟୋଗର ଜିଲ୍ଲା ହସ୍ପିଟାଲର ପାରଦର୍ଶିତା ସମ୍ପର୍କିତ ରିପୋର୍ଟ:ଦ୍ୱାଦଶ ସ୍ଥାନରେ ଅଛି ଓଡ଼ିଶା।

୫-ରାଜ୍ୟ ସରକାରଙ୍କର ଅକ୍ଟୋବର ମାର୍ଗ‌ଦର୍ଶିକା :କଟକ-ଭୁବନେଶ୍ବରରେ କଟକଣା କଡ଼ାକଡ଼ି।

୬-ମଝି ଆକାଶରେ ଯାତ୍ରୀଙ୍କୁ ହୃଦ୍‍ଘାତ, ଭୁବନେଶ୍ବରରେ ଜରୁରୀ ଅବତରଣ କଲା ବିମାନ କିନ୍ତୁ ରହିଲାନି ଜୀବନ।

୭-ଅକ୍ଟୋବର ଗାଇଡଲାଇନରେ ବାଣ ଉପରେ ରୋକ୍ । ବିକ୍ରି ଓ ଫୁଟାଇବା ଉପରେ ଲାଗିଲା କଟକଣା ।

୮-ଅନ୍ତର୍ଜାତୀୟ ହକିରୁ ଅବସର ଘୋଷଣା କଲେ ରୁପିନ୍ଦର ଓ ବୀରେନ୍ଦ୍ର ଲାକ୍ରା।

୯-ଅବସର ପରେ ନୂଆ ଦାୟିତ୍ବ, ସିଡିଏ ଅଧ୍ୟକ୍ଷ ହେଲେ ଅନିଲ ସାମଲ।

୧୦-ମୁମ୍ବଇର କେଇଏମ୍ ହସ୍ପିଟାଲର ୩୦ ଏମବିବିଏସ ଛାତ୍ର କରୋନା ସଂକ୍ରମିତ,ସମସ୍ତେ ନେଇଥିଲେ କରୋନାର ପ୍ରଥମ ପାନ ଟିକା।

୧୧-ଭୁବନେଶ୍ୱର:ରେଢ଼ାଖୋଲ, ବଇଣ୍ଡା, ଗଡ଼ପୋଷରେ ରହିବ ତପସ୍ବିନୀ।

୧୨-ଚାନ୍ଦିପୁର DRDO ତଥ୍ୟ ଲିକ୍: ରହସ୍ୟମୟୀ ଯୁବତୀଙ୍କ ପରିଚୟ ପାଇଁ ଇଣ୍ଟରପୋଲର ସହାୟତା ନିଆଯିବ।

୧୩-IPL:ହାଇଦରାବାଦ ପରାସ୍ତ, ପ୍ଲେଅଫ୍‌ରେ ଚେନ୍ନଇ।

Leave A Reply

Your email address will not be published.