ଆଜିର ମୁଖ୍ୟ ଖବର

0

୧-ପିପିଲିରେ ବିଜେଡିର ବାଜିମାତ୍ ! ବାପାଙ୍କ ଗଡ ବଜାୟ ରଖିଲେ ରୁଦ୍ର ମହାରଥୀ, ବିଜେପି ପ୍ରାର୍ଥୀ ଆଶ୍ରିତଙ୍କୁ ହରାଇଲେ।

୨-ବିଜୟ ନେଇ ପିପିଲିବାସୀଙ୍କୁ ଆନ୍ତରିକ ଧନ୍ୟବାଦ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

୩-କୋରାପୁଟ:ପୋଲିସ ଡିଜିଙ୍କ ନିକଟରେ ଆତ୍ମସମର୍ପଣ କଲେ ୨ ମାଓବାଦୀ, ବହୁ ହିଂସାରେ ଥିଲେ ସାମିଲ।

୪-ଆଜିଠାରୁ ମୁଖ୍ୟମନ୍ତ୍ରୀଙ୍କ ମାରାଥନ ଜିଲ୍ଲା ଗସ୍ତ, ଆଜି ଆସିବେ ଗଜପତି ଜିଲ୍ଲା।

୫-ସପ୍ତାହେ ହେଲା ବଢୁଛି ତୈଳଦର, ଆଗକୁ ଆହୁରି ବଢିପାରେ।

୬-ଭୁବନେଶ୍ୱର:OUAT UG ପ୍ରବେଶିକା ପରୀକ୍ଷା ଦେଲେ ୨୩ ହଜାର ବିଦ୍ୟାର୍ଥୀ।

୭-କରୋନା ସକ୍ରମିତ ହୋଇ ଭୁବନେଶ୍ୱର ଏମ୍ସରେ ଭର୍ତ୍ତି ହେଲେ ପ୍ରତାପ ଚନ୍ଦ୍ର ସଡଙ୍ଗୀ।

୮-ପିପିପି ମୋଡ୍‌ରେ ହେବ ଭୁବନେଶ୍ୱର ରେଳ ଷ୍ଟେସନର ବିକାଶ: ରେଳବାଇ ବୋର୍ଡ ଅଧ୍ୟକ୍ଷ ସୁନୀତ ଶର୍ମା।

୯-ଡ଼୍ରଗ୍ସ ମାମଲାରେ ଶାହାରୁକ୍ ଖାନ୍ ଙ୍କ ପୁଅ ଆରିୟାନ ଖାନ୍ ଗିରଫ,ଚାଲିଛି ଅଧିକ ତଦନ୍ତ।

୧୦-ନ୍ୟାୟିକ ବ୍ୟବସ୍ଥାରେ ନୂଆ ଖବର; ୧୦୬ଜଣ ନୂଆ ବିଚାରପତିଙ୍କୁ ମିଳିବ ନିଯୁକ୍ତି: CJI

୧୧-ମମତା ବାନାର୍ଜୀ ଜିତିଲେ ଭବାନୀପୁର ଉପନିର୍ବାଚନ; କହିଲେ, ‘କେନ୍ଦ୍ର ସରକାର ଷଡ଼ଯନ୍ତ୍ର କରିଥିଲେ’।

୧୨-ପଞ୍ଜାବ କିଙ୍ଗ୍ସକୁ ୬ ରନ୍‌ରେ ପରାସ୍ତ କରି ତୃତୀୟ ଦଳ ଭାବରେ ପ୍ଲେ ଅଫ୍ ଯୋଗ୍ୟତା ଅର୍ଜନ କଲା ବିରାଟ ବାହିନୀ।

Leave A Reply

Your email address will not be published.