ଆଜିର ମୁଖ୍ୟ ଖବର

0

୧-କଟକରେ ୧୫୫ଟି ମଣ୍ଡପରେ ଚାଲିଛି ନିରାଡମ୍ବର ଶାରଦୀୟ ଦୁର୍ଗାପୂଜା।

୨-ଖୁବଶୀଘ୍ର ପିଲାଙ୍କ ପାଇଁ ଆସିବ କରୋନା ଟିକା । ୨ରୁ ୧୮ ବର୍ଷ ପିଲାଙ୍କୁ ଦିଆଯିବ ୨ଟି ଡୋଜ୍, DCGIର ଅନୁମୋଦନକୁ ଅପେକ୍ଷା ।

୩-ଅଶୋଧିତ ତୈଳ ଦର ବୃଦ୍ଧି ଯୋଗୁ ୧୫ମାସର ସର୍ବନିମ୍ନ ତଳକୁ ଖସିଲା ଟଙ୍କା, ଡଲାର ତୁଳନାରେ ହେଲା ୭୫ଟଙ୍କା ୫୫ ପଇସା।

୪-୩ବର୍ଷ ପରେ ପୌର ନିର୍ବାଚନ ପାଇଁ ଆସିଲା ଗେଜେଟ୍ ନୋଟିସ୍‌।

୫-କୁଆଁପାଳ:୫ କୋଟି ଟଙ୍କା ବ୍ୟୟରେ ମାତୃ-ଶିଶୁ ସ୍ଵାସ୍ଥ୍ୟ କେନ୍ଦ୍ରର ଶୁଭ ଶିଳାନ୍ୟାସ କଲେ ମନ୍ତ୍ରୀ ପ୍ରତାପ ଜେନା।

୬-ଅଷ୍ଟମୀରେ ଗଞ୍ଜାମ ତାରାତାରିଣୀ ପୀଠରେ ଅଗ୍ନିକାଣ୍ଡ, ପଣ୍ଡିତମାନେ କହିଲେ ଶୁଭଙ୍କର ନୁହେଁ।

୭-ନବରଙ୍ଗପୁର:ପାପଡାହାଣ୍ଡି ସହିଦ ମିନାର ପରିସରରେ ୧୦୦ ଫୁଟ ଉଚ୍ଚତାରେ ଉଡ଼ିବ ଜାତୀୟ ପତାକା। ପ୍ରସ୍ତୁତି ଚାଲିଛି ଜୋରଦାର।

୮-ସମ୍ୱଲପୁର:ପୁଣି BR ଷ୍ଟିଲରେ ବିସ୍ପୋରଣ, ଦୁଇ କର୍ମଚାରୀ ଗୁରୁତର।

୯-ଦିନକରେ ଭିଜିଲାନ୍ସ ହାତରେ ୩ କ୍ଲାସ ୱାନ୍ ଅଫିସର ଧରାପଡ଼ିବା ପରେ ଖୋଳତାଡ଼ ଜାରି।

୧୦-ରାଇଘର: ମନ୍ଦିର ଦର୍ଶନ ବେଳେ ବାପା ମା ସାମ୍ନାରୁ ପୁଅକୁ ଝାମ୍ପିନେଲା ଚିତା ବାଘ।୬ ବର୍ଷର ବାଳକ ମୃତ।

୧୧-ଜାମିନ ପାଇଁ ନାକେଦମ୍, ପୁଣି ହାଇକୋର୍ଟ ଗଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ।

୧୨-ମାଲକାନଗିରି: ପୋଲିସ ଗୁଳିରେ ୩ ମାଓବାଦୀ ନିହତ, ତୁଳସୀ ପାହାଡ଼ରେ ମୁହାଁମୁହିିଁ ହୋଇଥିଲେ ପୋଲିସ-ମାଓବାଦୀ।

୧୩-ସେନା ନେଲା ୫ ଯବାନଙ୍କ ବଳିଦାନର ପ୍ରତିଶୋଧ: ୨୪ ଘଂଟାରେ ଏନକାଉଣ୍ଟର କରି ୬ ଆତଙ୍କବାଦୀଙ୍କୁ କଲେ ନିପାତ

Leave A Reply

Your email address will not be published.