ଉତ୍କଳ ଦିବସରେ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀ ଦେଲେ ଏପରି ବାର୍ତ୍ତା

0

ଆଜି ପ୍ରତେକ ଓଡ଼ିଆ ମାନଙ୍କ ପାଇଁ ଗୋଟେ ଗର୍ବ ଏବଂ ଗୌରବର ଦିନ l ଆଜି ଓଡିଶା ପ୍ରଦେଶ 84 ବର୍ଷରେ ପଦାର୍ପଣ କରିଛି l ଏଥିପାଇଁ ପ୍ରଧାନମନ୍ତ୍ରୀ ଏବଂ ରାଷ୍ଟ୍ରପତି ସେମାନଙ୍କ ବାର୍ତ୍ତା ଓଡ଼ିଆରେ ଲେଖି ଶୁଭେଚ୍ଛା ଜଣାଇଛନ୍ତି l

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲେଖିଛନ୍ତି ଓଡ଼ିଶାର ସମସ୍ତ ଭାଇ ଭଉଣୀ ମାନଙ୍କୁ ଉତ୍କଳ ଦିବସର ଅଭିନନ୍ଦନ ଆଗାମୀ ଦିନ ମାନଙ୍କରେ ଓଡ଼ିଶାର ପ୍ରଗତି ଏବଂ ଅଗ୍ରଗତି ପାଇଁ ମୋର ପ୍ରାର୍ଥନା

ସେହିପରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଲେଖିଛନ୍ତି ଯେ ଉତ୍କଳ ଦିବସ ପାଳନ ଅବସରରେ ସମସ୍ତ ରାଜ୍ୟବାସୀଙ୍କୁ ମୋର ଅଭିନନ୍ଦନ ଏବଂ ଶୁଭେଚ୍ଛା l ରାଜ୍ୟର ଭବିଷ୍ୟତ ଉଜ୍ୱଳମୟ, ଶାନ୍ତିପ୍ରିୟ ଏବଂ ସମୃଦ୍ଧଶାଳୀ ହେଉ ଏହା ହିଁ ମୋର କାମନା

Leave A Reply

Your email address will not be published.