25 ଟି ଖାଦ୍ୟ ଯାହାକୁ କେବେବି ରେଫ୍ରିଜରେଟରରେ ରଖିବା ଉଚିତ୍ ନୁହେଁ

0

ସାଧାରଣତଃ ଆମେ ବଳକା ଖାଦ୍ୟ ରେଫ୍ରିଜରେଟରରେ ରଖି ଥାଉ | ମାତ୍ର ଆପଣ ଜାଣନ୍ତିକି ? ପ୍ରସ୍ତୁତ କିମ୍ବା ରନ୍ଧା ଖାଦ୍ୟ କୁ ରେଫ୍ରିଜରେଟରରେ ରଖିବା ଦ୍ୱାରା କ୍ଷତିକାରକ ବ୍ୟାକ୍ଟେରିଆ ବୃଦ୍ଧି ପାଇଥାଏ | ସାଧାରଣତ 35 ରୁ 38 ଡିଗ୍ରୀ ଫାରେନ୍ହାଇଟ୍ (1 ° C ରୁ 3 ° C ମଧ୍ୟରେ) ତାପମାତ୍ରାରେ ଖାଦ୍ୟକୁ ଫ୍ରିଜ୍ ରେ ରଖାଯିବା ଉଚିତ | ଫ୍ରିଜ୍ରର ଶୀତଳ ତାପମାତ୍ରା ଯୋଗୁ ଅନେକ ଖାଦ୍ୟର ସ୍ୱାଦ, ପୁଷ୍ଟିକରତା ,ଗଠନ ଆଦିରେ ପରିବର୍ତନ ଆସିଥାଏ | ବେଳେବେଳେ ଆମେ ଶୁଷ୍କ ଜାତୀୟ ଖାଦ୍ୟ କୁ ରେଫ୍ରିଜରେଟରରେ ରଖି ଦେଇ ଥାଉ | ଯାହା ପାଇଁ ଖାଦ୍ୟ ଆହୁରି ଶୁଷ୍କ ହୋଇ ଯାଇଥାଏ | କିଛି ଖାଦ୍ୟ ପଦାର୍ଥ କୁ ନର୍ମାଲ ତାପମାତ୍ରା କିମ୍ବା ଘରେ ରଖିଲେ ମଧ୍ୟ୍ୟ ସେ ବେଶୀ ଦିନ ପର୍ଯନ୍ତ ଭଲ ରହି ଥାଏ | ନିମ୍ନଲିଖିତ ସୂଚନା ଅନୁଯାୟୀ କେତେକ ଖାଦ୍ୟ କିମ୍ବା ଜିନିଷ କୁ ରେଫ୍ରିଜରେଟରରେ ରଖିବା ଅନୁଚିତ |

1. Coffee
2. ପାଆରୁଟି (Bread)
3. କମଳା
4. ମହୂ (Honey)
5. ଟମାଟୋ (Tomatoes)
6. Avocados
7.ଭିନେଗାର (Vinegar)
8.କଖାରୁ
9. ତରଭୁଜ
10. ସୋୟା ଶସ (Soya souse)
11.Donuts
12. କଦଳୀ
13. Ketchup
14. କଲା ବାଇଗଣ
15. ରସୁଣ
16. ଆଳୁ
17. ପାଚିଲା ଅମୃତଭଣ୍ଡା
18. କାକୁଡି
19. ଅଟା
20. ସେଓ
21. କଞ୍ଚା ଲଙ୍କା
22. Peanut Butter
23. ସୋରିଷ
24. Olive oil
25. ପିଆଜ

Leave A Reply

Your email address will not be published.