୮ସାଂସଦ ସସ୍‌ପେଣ୍ଡ୍‌

0

ଓଡ଼ିଆ ନ୍ୟୁଜ୍: ସଂସଦରେ ବିରୋଧୀ ପକ୍ଷର ୮ ସାଂସଦ ସସ୍‌ପେଣ୍ଡ୍‌। ହିବି ଇଦେନ, ଅମରିନ୍ଦର ସିଂ ରାଜା ୱାରିଂ, ମଣିକମ୍‌ ଟାଗୋର ସସ୍‌ପେଣ୍ଡ୍‌। ଗୁରଜିତ ସିଂ ଔଜଲା, କିରଣ କୁମାର ରେଡ୍ଡୀ, ପ୍ରଶାନ୍ତ ପାଡୋଲେ ସସ୍‌ପେଣ୍ଡ୍‌।ଚଳିତ ବଜେଟ୍‌ ଅଧିବେଶନରୁ ପୂରା ସସ୍‌ପେଣ୍ଡ ନେଇ ସୂଚନା। ଏସ୍‌ ଭେଙ୍କଟେସନ ଓ ଡିନ୍‌ କୁରିଆକୋସ୍‌ ଅଧିବେଶନରୁ ସସ୍‌ପେଣ୍ଡ୍‌।ବାଚସ୍ପତିଙ୍କୁ ପୋଡିୟମକୁ କାଗଜ ଫିଙ୍ଗି ସସ୍‌ପେଣ୍ଡ୍‌।ଚଳିତ ବଜେଟ୍‌ ଅଧିବେଶନରୁ ପୂରା ସସ୍‌ପେଣ୍ଡ ନେଇ ସୂଚନା।ବାଚସ୍ପତିଙ୍କ ପୋଡିୟମକୁ କାଗଜ ଫିଙ୍ଗି ସସ୍‌ପେଣ୍ଡ୍। ବାଚସ୍ପତିଙ୍କ ପୋଡିୟମକୁ କାଗଜ ଫିଙ୍ଗି ସସ୍‌ପେଣ୍ଡ୍।ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ବେଳେ ହଙ୍ଗାମା।ବିରୋଧୀଦଳ ନେତାଙ୍କ ବିବାଦୀୟ ମନ୍ତବ୍ୟରୁ ହଟ୍ଟଗୋଳ ଓ କାଗଜ ଫିଙ୍ଗା।ଆଜି ପାଇଁ ସଂସଦକୁ ମୁଲତବି ଘୋଷଣା କଲେ ବାଚସ୍ପତି।

ଆଜି ଅପରାହ୍ଣରେ ଯେତେବେଳେ ଚତୁର୍ଥ ଥର ପାଇଁ ଲୋକସଭାର କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଥିଲା, ସେତେବେଳେ ପୀଠାସୀନ ଅଧିକାରୀଙ୍କ ସ୍ପଷ୍ଟ କରିଥିଲେ ଯେ ବାଚସ୍ପତିଙ୍କ ଆଡ଼କୁ କାଗଜ ଫିଙ୍ଗିଥିବା ସଦସ୍ୟଙ୍କ ନାଁ ରେକର୍ଡ କରାଯିବ । ଏହା ପରେ ସଂସଦୀୟ ବ୍ୟାପର ମନ୍ତ୍ରୀ କିରେନ ରିଜିଜୁ ଏପରି ସାଂସଦଙ୍କୁ ସସପେଣ୍ଡ କରିବା ପାଇଁ ପ୍ରସ୍ତାବ ଦେଇଥିଲେ । ଗୃହରେ ଧ୍ୱନିମତରେ ପ୍ରସ୍ତାବକୁ ମଞ୍ଜୁରି ଦିଆଯାଇଥିଲା ।

Leave A Reply

Your email address will not be published.