ମିଆଁମାରରେ ଭୂକମ୍ପ; ଥରିଲା କୋଲକାତା

0

ଓଡ଼ିଆ ନ୍ୟୁଜ୍: ମିଆଁମାରରେ ଶକ୍ତିଶାଳୀ ଭୂକମ୍ପ; ଥରିଲା କୋଲକାତା। ମିଆଁମାରରେ ୬.୦ ତୀବ୍ରତାର ଭୂକମ୍ପ ପ୍ରଭାବରେ ଥରିଲା କୋଲକାତା।କୋଲକାତା ସମେତ ବାଂଲାଦେଶରେ ଭୂକମ୍ପ ଝଟକା। କୌଣସି କ୍ଷୟକ୍ଷତିର ସୂଚନା ଉପଲବ୍ଧ ନାହିଁ।ମିଆଁମାରର ୭୦ ମାଇଲ ପୂର୍ବ ଆକ୍ୟାବରେ ରହିଛି ଭୂକମ୍ପର କେନ୍ଦ୍ରସ୍ଥଳ। ୭୨ ଘଣ୍ଟା ମଧ୍ୟରେ ଏହା ମିଆଁମାରରେ ତୃତୀୟ ଭୂକମ୍ପ।

Leave A Reply

Your email address will not be published.