ବ୍ୟସ୍ତବହୁଳ ଜୀବନ ଜାପାନ ଭିତରେ ଆମେ ସଠିକ୍ ପ୍ରକାରର ଖାଦ୍ୟ ଖାଇପାରିନଥାଉ | ଫଳସ୍ୱରୂପ ଏହା ଆମ ଶରୀର ପ୍ରତି ଖାତିକାରକ କିମ୍ବା ଶରୀର କୁ ଅସୁସ୍ଥ କରିଥାଏ | ଚାଲନ୍ତୁ ଜାଣିବା ଏମିତି କିଛି ଖାଦ୍ୟ ଯାହା ଆମେ ଆମ ନିତିଦିନିଆ ଖାଦ୍ୟ ରେ ଖାଇଥାଉ | ମାତ୍ର ତାହା ଆମ ଶରୀର ପ୍ରତି ବିପଦପୂର୍ଣ୍ଣ ହୋଇଥାଏ | ଏହି ମିଶ୍ରଣ ଜନିତ ଖାଦ୍ୟ ଗୁଡିକରୁ ଦୂରରେ ରହିବ ଉଚିତ |
1. କ୍ଷୀର ଏବଂ କମଳା

2. ଫଳ ଏବଂ ଦହି
![]()
3. ଲେମ୍ବୁ ଏବଂ କଫ ଔଷଧ
4. କଦଳୀ ଏବଂ କ୍ଷୀର
![]()
5. ମିନ୍ଟ ଏବଂ କାର୍ବୋନେଟେଡ୍ ଡ୍ରିଙ୍କ
![]()
6. ଲେମ୍ବୁ ଏବଂ ଟମାଟୋ

7. ମାଂସ ଏବଂ ଲହୁଣୀ

8. ବଜରା (Oatmeal) ଏବଂ କମଳା ରସ
![]()
9. ଭୋଜନ ସହିତ ଫଳ
10. ବର୍ଗର ଏବଂ ଫ୍ରେଞ୍ଚ ଫ୍ରାଏଜ





