ବିରଗୋବିନ୍ଦପୁର ସ୍ଥିତ ମେଘା ଇଂଜିନିୟରିଂ ପ୍ରକଳ୍ପ ପାନୀୟ ଜଳ ଯୋଗାଣ ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଘଷିପୁରା ବ୍ଲକ ବିରଗୋବିନ୍ଦପୁର ସ୍ଥିତ ମେଘା ଇଂଜିନିୟରିଂ ପ୍ରକଳ୍ପ ପାନୀୟ ଜଳ ଯୋଗାଣ ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଛି। ବର୍ତ୍ତମାନ ଦିନକୁ ଦିନ ତାପ ମାତ୍ରା ସହ ଗୁଳୁ ଗୁଳି ବୃଦ୍ଧି ପାଉଛି, ସେଥିପାଇଁ ପରିବେଶ ସୁରକ୍ଷା ରଖିବା ଆମର କାର୍ଯ୍ୟ |

ଗଛ ଲଗାଇ ଗଛକୁ ନିଜ ମା ପରି ଯତ୍ନ ନେଇ ବଡ଼ କରି ପରିବେସକୁ ସନ୍ତୁଳିତ ରଖିବା ଦରକାର ବୋଲି କହିବା ସହ ନିଜ କର୍ମଚାରୀ ମାନଙ୍କୁ ନେଇ ନିଜେ ଗଛ ଲଗାଇଥିଲେ ।

ଏଥିରେ ମେଘା ପ୍ରୋଜେକ୍ଟ ମ୍ୟାନେଜର ରାଜ କିଶୋର ସାହୁ ,ଆସିଷ୍ଟାଣ୍ଡ ପ୍ରୋଜେକ୍ଟ ମ୍ୟାନେଜର କୋମନା ଭାର୍ଗବ ,ଅନ୍ୟ କର୍ମଚାରୀ ବୃଦ୍ଧଦେବ ହରିଚନ୍ଦନ ,ରଞ୍ଜନ କୁମାର ଘଡାଇ ,ପ୍ରଭଞ୍ଜନ ଚକ୍ର ,ସୁକୁମାର ପାଣିଗ୍ରାହୀ ,ମିଥୁନ ମହାରଣା ,କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଯୋଗ ଦେଇ ବିଭିନ୍ନ ପ୍ରକାରର ବୃଷ ଲଗାଇଥିଲେ ।

Leave A Reply

Your email address will not be published.