ମାଟିରୁ ମହାକାଶ ପର୍ଯ୍ୟନ୍ତ ବିକାଶରେ ସେନାର ବଡ଼ ଭାଗିଦାରୀ: ପ୍ରଧାନମନ୍ତ୍ରୀ

0

ଓଡ଼ିଆ ନ୍ୟୁଜ୍: INS ବିକ୍ରାନ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୀପାବଳି ସମ୍ୱୋଧନ।ଦେଶର ସମସ୍ତ ନୌବୀର ଓ ତାଙ୍କ ପରିବାର ଲୋକଙ୍କୁ ଜଣାଇଲେ ଶୁଭେଚ୍ଛା। ସେନା ଶକ୍ତିଶାଳୀ ହେବା ପାଇଁ ଆତ୍ମନିର୍ଭଳଶୀଳ ହେବା ଜରୁରୀ।ଗତ ୧୧ ବର୍ଷରେ ପ୍ରତିରକ୍ଷା ବିଭାଗର ଉତ୍ପାଦନ ୩ ଗୁଣ ବଢିଛି। ୪୦ ଦିନରେ ଗୋଟିଏ ଯୁଦ୍ଧାସ୍ତ୍ର ନୌସେନାରେ ସାମିଲ ହେଉଛି।ଏବେ ଭାରତର ସାମରିକ ସାମଗ୍ରୀ କିଣିବା ପାଇଁ ଚାହୁଁଛି ଦୁନିଆ।ମାନବ ସେବାରେ ଭାରତୀୟ ସେନା ବାହିନୀର କାର୍ଯ୍ୟ ପ୍ରଶଂସନୀୟ। ନୌସେନା ପାଇଁ ଆଜି ଭାରତର ସବୁ ଦ୍ୱୀପରେ ତ୍ରିରଙ୍ଗା ଉଡୁଛି। ମାଳଦ୍ୱୀପ ହେଉକି ଶ୍ରୀଲଙ୍କା ସହାୟତା ଯୋଗାଇବାରେ ଭାରତ ନଂ ୧।ଆଜି ମାଓବାଦୀଙ୍କ ଆତଙ୍କୀରୁ ମୁକ୍ତି ପାଇଛି ଭାରତ: ମୋଦି। ଦେଶର ଶହେରୁ ଅଧିକ ଜିଲ୍ଲା ମାଓବାଦୀଙ୍କ କବଳରେ ରହିଥିଲା। ଏବେ ଅସ୍ତ୍ର ଛାଡ଼ି ସମାଜର ମୁଖ୍ୟସ୍ରୋତରେ ସାମିଲ ହେଉଛନ୍ତି ମାଓବାଦୀ।ମାଟିରୁ ମହାକାଶ ପର୍ଯ୍ୟନ୍ତ ବିକାଶରେ ସେନାର ବଡ଼ ଭାଗିଦାରୀ। ଜଳରୁ ଜମି ପର୍ଯ୍ୟନ୍ତ ଆଜି ଶୁଭୁଛି ‘ଭାରତ ମାତା କି ଜୟ।

Leave A Reply

Your email address will not be published.