ବିଜେଡିକୁ ଏବେ ଜଗନ୍ନାଥ ଭରସା: ଏଲିନା ଦାସ

0

ଓଡ଼ିଆ ନ୍ୟୁଜ୍: ଶ୍ରୀମୟୀ ମିଶ୍ରଙ୍କ ପରେ ବିଜେଡିକୁ ଏଲିନା ଦାଶଙ୍କ ଟାର୍ଗେଟ୍।ବିଜେଡିକୁ ଏବେ ପ୍ରଭୁ ଜଗନ୍ନାଥ ହିଁ ଭରସା: ଏଲିନା।ତାଳ ଗଛର ବରଡ଼ା ଉପାଖ୍ୟାନ ଦେଇ ଦଳୀଯ ଶୃଙ୍ଖଳାକୁ ତାତ୍ସଲ୍ୟ।’ତଳ ବରଡ଼ା ଖସୁଛି, ଉପର ବରଡ଼ା ହସୁଛି’।ମଝି ବରଡ଼ା ଥାଇ କହୁଛି ମୋ ବେଳ କାଳ ଆସୁଛି…’।

୫୧ରୁ ୫୦ ହେଲେ, ଏବେ ୪୮ ହେଲେ: ଏଲିନା।’ଗୋଟିଏ କ୍ରୀତଦାସ ପାଇଁ ବିଜେଡି କର୍ମୀ ତୃଣମୂଳ ସ୍ତରରେ ହନ୍ତସନ୍ତ’।’ଯଦି ବିଧାୟକମାନେ ଏକ ନ ହୋଇ କ୍ରୀତଦାସତା କରିବେ..।..ଆଗାମୀ ଦିନରେ କାହା ବେଳ କାଳ କେତେବେଳେ ଆସିବ’। କେବଳ ପ୍ରେସ୍ ରିଲିଜ୍ ଏବଂ ମିଡିଆରୁ ହିଁ ସମସ୍ତେ ଜାଣିବାକୁ ପାଇବେ’।ବେଳ ଥାଉ ଥାଉ ବିଧାୟକ ଏକ୍ ହେବାକୁ ଦେଲେ ପରାମର୍ଶ।ଏକତା ହିଁ ବଳ, ବିଭାଜନ ହିଁ ପତନ!: ଏଲିନା ଦାସ।

Leave A Reply

Your email address will not be published.