ଇଣ୍ଡୋନେସିଆରେ ୬.୧ ତୀବ୍ରତାର ଭୂକମ୍ପ ଝଟକା

0

ଓଡ଼ିଆ ନ୍ୟୁଜ୍: ଇଣ୍ଡୋନେସିଆର ସୁମାତ୍ରା ଦ୍ବୀପରେ ୬.୪ ତୀବ୍ରତାର ଭୂକମ୍ପ।ରିଙ୍ଗ ଅଫ ଫାୟାର’ରେ ଟେକ୍ଟୋନିକ ପ୍ଲେଟ ଚଳନରୁ ଭୂକମ୍ପ ଆଶଙ୍କା।ସାନାବାଙ୍ଗରୁ ୬୦ କିମି ଦୂରରେ ରହିଛି ଭୂକମ୍ପର କେନ୍ଦ୍ରସ୍ଥଳ। ଆଜି ହଠାତ ଇଣ୍ଡୋନେସିଆର ମାଟି ଥରି ଉଠିଥିଲା । ଲୋକେ ଭୟରେ ଘରୁ ବାହାରିଯାଇଥିଲେ । ପ୍ରଶାନ୍ତ ମହାସାଗରର ରିଙ୍ଗ୍ ଅଫ୍ ଫାୟାରରେ ଏହି ଦେଶ ଥିବାରୁ ଏଠାରେ ଲଗାତାର ଭାବେ ଭୂମିକମ୍ପର ଝଟକା ଅନୁଭୂତ ହେଉଛି ।

ପାଣିପାଗ ବିଜ୍ଞାନୀଙ୍କ କହିବାନୁସାରେ, ଇଣ୍ଡୋନେସିଆର ସୁମାତ୍ରା ପ୍ରାନ୍ତରେ ଭୂମିକମ୍ପ ହୋଇଛି । ସକାଳ ୧୦ଟା ୨୬ ମିନିଟରେ ଲୋକଙ୍କୁ ଝଟକା ଲାଗିଛି । ଯାହାର କେନ୍ଦ୍ରସ୍ଥଳୀ ଭୂମିରୁ ୨୦ କିଲୋମିଟର ତଳେ ରହିଛି ।ତେବେ ଏଥିରେ କେହି ମୃତାହତ ହୋଇଥିବା ଖବର ଆସିନାହିଁ ।

Leave A Reply

Your email address will not be published.