ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କଲେ ଇସିଆଇ

0

ଓଡ଼ିଆ ନ୍ୟୁଜ୍: ୪ ରାଜ୍ୟ ଏବଂ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳରେ ବିଧାନସଭା ନିର୍ବାଚନ ତାରିଖ ଘୋଷଣା । ରବିବାର ନିର୍ବାଚନ ଆୟୋଗ ପଶ୍ଚିମବଙ୍ଗ, କେରଳ, ତାମିଲନାଡୁ, ଆସାମ ଏବଂ ପୁଡୁଚେରୀରେ ବିଧାନସଭା ନିର୍ବାଚନ ତାରିଖ ଘୋଷଣା କରିଛନ୍ତି। ଏହି ଚାରି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ଭୋଟର ଲିଷ୍ଟରେ ବିଶେଷ କରି ବଡ଼ ଆକାରରେ ପରିବର୍ତ୍ତନ କାମ ପୂର୍ବରୁ ହିଁ ପୂରା ହୋଇସାରିଛି ଏବଂ ଫାଇନାଲ ଭୋଟର ତାଲିକା ପ୍ରକାଶିତ ହୋଇସାରିଛି। ନିର୍ବାଚନ ତାରିଖ ଘୋଷଣା କରି ମୁଖ୍ୟ ନିର୍ବାଚନ ଆୟୋଗ ଜ୍ଞାନେଶ କୁମାର କହିଛନ୍ତି ଯେ, ୧୭.୪ କୋଟି ଏହି ରାଜ୍ୟରେ ମତଦାତା ଅଛନ୍ତି। ଏହି ରାଜ୍ୟରେ SIRର ନାମ ଖୁବ୍ ଭଲ ହୋଇଛି। ୮୨୪ ବିଧାନସଭା ସିଟ୍‌ ଏହି ରାଜ୍ୟରେ ରହିଛି। ଏପ୍ରିଲ ୯ରେ ପୁଡୁଚେରୀ ଭୋଟ୍।ଆସାମ ଓ କେରଳରେ ଏପ୍ରିଲ ୯ ତାରିଖରେ ଭୋଟ୍।ଏପ୍ରିଲ ୨୩ରେ ତାମିଲନାଡୁରେ ଭୋଟ। ଏପ୍ରିଲ ୨୩, ୨୯ରେ ପଶ୍ଚିମବଙ୍ଗରେ ଭୋଟ୍। ଦୁଇଟି ପର୍ଯ୍ୟାୟରେ ହେବ ପଶ୍ଚିମବଙ୍ଗ ନିର୍ବାଚନ। ମେ’ ୪ରେ ଭୋଟ ଗଣତି।

Leave A Reply

Your email address will not be published.