ପ୍ରକାଶ ପାଇଲା CBSE ଦ୍ୱାଦଶ ରେଜଲ୍ଟ

0

ଓଡ଼ିଆ ନ୍ୟୁଜ୍: ପ୍ରକାଶ ପାଇଲା CBSE ଦ୍ୱାଦଶ ପରୀକ୍ଷା ରେଜଲ୍ଟ। results.cbse.nic.in ରେ ରେଜଲ୍ଟ ଉପଲବ୍ଧ।ଡିଜିଲକର୍‌ ଓ ଉମଙ୍ଗ ଆପ୍‌ରେ ମଧ୍ୟ ରେଜଲ୍ଡ ଦେଖିପାରିବେ ଛାତ୍ରଛାତ୍ରୀ।ଚଳିତ ବର୍ଷ ସିବିଏସଇର ଦ୍ୱାଦଶ ବୋର୍ଡରେ ସାରା ଦେଶରୁ ୨୦ ଲକ୍ଷ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ। ଏଥର ପାସ୍‌ ହାର ରହିଛି ୮୫.୨୦ ପ୍ରତିଶତ। ଛାତ୍ରଙ୍କ ଅପେକ୍ଷା ଛାତ୍ରୀମାନେ ଭଲ ରେଜଲ୍ଟ କରିଛନ୍ତି। ଛାତ୍ରଙ୍କ ୮୨.୮୩ ପାସହାର ଥିବା ବେଳେ ଛାତ୍ରୀଙ୍କ ପାସ୍‌ ହାର ରହିଛି ୮୮.୮୬।

ଅଫିସିଆଲ୍ ୱେବସାଇଟ୍ ପରିଦର୍ଶନ କରନ୍ତୁ: results.cbse.nic.in

CBSE ଦ୍ୱାଦଶ ରେଜଲ୍ଟ-2026 ଲିଙ୍କ ଉପରେ କ୍ଲିକ୍ କରନ୍ତୁ।

ରୋଲ ନମ୍ବର, ସ୍କୁଲ ନମ୍ବର ଏବଂ ଆଡମିଟ୍ କାର୍ଡ ଆଇଡି ଲେଖନ୍ତୁ।

ବିବରଣୀ ଦାଖଲ କରନ୍ତୁ

ଏବେ ସ୍କୋରକାର୍ଡ ଦେଖନ୍ତୁ, ଡାଉନଲୋଡ୍ କରନ୍ତୁ ଏବଂ ପ୍ରିଣ୍ଟ କରନ୍ତୁ।

Leave A Reply

Your email address will not be published.