ଓଡ଼ିଆ ନ୍ୟୁଜ୍: ତୈଳ ସଙ୍କଟକୁ ନେଇ କଟକ ମହାନଗର ନିଗମର ବଡ଼ ନିଷ୍ପତ୍ତି। ୨୦ ପ୍ରତିଶତ କମ୍ ତେଲ ବ୍ୟବହାର କରିବାକୁ ମେୟରଙ୍କ କଡ଼ା ନିର୍ଦ୍ଦେଶ। ଗାଡ଼ି ସଂଖ୍ୟା ମଧ୍ୟ କମାଇବାକୁ ସିଏମ୍ସିର ନିଷ୍ପତ୍ତି। ଗୋଟିଏ ଗାଡ଼ିରେ ଏକାଧିକ ଅଫିସର ଯିବାକୁ ନିର୍ଦ୍ଦେଶ। ସୋମବାର ଓ ଛୁଟି ଦିନ ସରକାରୀ ଗାଡ଼ି ବ୍ୟବହାର ମନା।