ବାଂଲାଦେଶର ଏକ ବିମାନ ନାଗପୁରରେ କଲା ଜରୁରୀ ଅବତରଣ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ବାଂଲାଦେଶର ଚିତ୍ରକୋଣ୍ଡା ଠାରୁ ଓମାନର ମସ୍କାଟକୁ ଯାଉଥିବା ଏକ ସଲାମ ଏୟାର ବିମାନ ବୁଧବାର ବିଳମ୍ବିତ ରାତିରେ ନାଗପୁର ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କରିଥିଲା।

ଖବର ମୁତାବକ, ପାଇଲଟ ବିମାନର ଇଞ୍ଜିନରୁ ଧୂଆଁ ବାହାରୁଥିବା ଦେଖିଥିଲେ। ଏହା ପରେ ନାଗପୁରରେ ବିମାନର ଜରୁରୀ ଅବତରଣ କରାଯାଇଥିଲା। ଏହି ବିମାନରେ ୨୦୦ ଯାତ୍ରୀ ଏବଂ ସାତଜଣ କ୍ରୁ ସଦସ୍ୟ ଥିଲେ। ସମସ୍ତେ ସୁରକ୍ଷିତ ଅଛନ୍ତି

Leave A Reply

Your email address will not be published.