ଘର ଭିତରେ ଜଳୁଛି ମହିଳାଙ୍କ ଶରୀର

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଘର ଭିତରେ ଜଳୁଛି ମହିଳାଙ୍କ ଶରୀର | ବନ୍ଦ ଘର ଭିତରେ ଜଳୁଛି ମହିଳାଙ୍କ ଶରୀର । ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ କରିଛି । ବାଲେଶ୍ୱର ଜିଲ୍ଲା ଭୋଗରାଇ ଥାନା
ରସଲପୁର ଗ୍ରାମରେ ଘଟିଛି ଏଭଳି ଅଭାବନୀୟ ଘୋଟଣା ।

ତେବେ ସୂଚନା ମୁତାବକ, ଆଜି ସକଳ ସମୟରେ ଉକ୍ତ ଗ୍ରାମର ଭାସ୍କର ବେହାରଙ୍କ ସ୍ତ୍ରୀ ଅର୍ଚ୍ଚନା ବେହେରାଙ୍କ ଶରୀର ବନ୍ଦ କୋଠରୀରେ ଜଳୁଥିବା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ ଏହାକୁ ନେଇ ପୋଲିସ ଓ ଅଗ୍ନିଶମ ବିଭାଗ ପହଂଚି ନିଆଁକୁ ଆୟତ୍ତ କରିଛି |

ତେବେ ଏଭଳି ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି |ସେପଟେ ସ୍ୱାମୀ ଫେରାର ରହିଥିବା ବେଳେ ପାରିବାରିକ କଳହକୁ ନେଇ ଏପରି ଘଟଣା ଘଟିଥିବା ସନ୍ଦେହ କରାଯାଉଛି | ଭୋଗରାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି |

Leave A Reply

Your email address will not be published.