ବିଧାୟକ ବିଷ୍ଣୁ ବ୍ରତଙ୍କ କଣ୍ଠରେ ଆମ ଓଡ଼ିଶା ନବୀନ ଓଡ଼ିଶା ସଙ୍ଗୀତ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବିଧାୟକ ବିଷ୍ଣୁ ବ୍ରତଙ୍କ କଣ୍ଠରେ ଆମ ଓଡ଼ିଶା ନବୀନ ଓଡ଼ିଶା ସଙ୍ଗୀତ | ସାମ୍ବାଦିକ ସମ୍ମିଳନୀରେ ଉନ୍ମୋଚନ କଲେ ବିଷ୍ଣୁ ବ୍ରତ ଓ ଋତୁପୂର୍ଣା | ଗୀତ ରେ ଗୀତ ରେ ନବୀନ କ ବିକାଶ ର ଗାଥା।

ସାଧାରଣ ନିର୍ବାଚନ ପାଇଁ ଆରମ୍ଭ ହୋଇ ଯାଇଛି ବିଭିନ୍ନ ଦଳର କସରତ। ଏହି ଅବସର ରେ ଏକ ଅଭିନବ ଉପାୟ ରେ ସଙ୍ଗୀତ ପରିବେଷଣ କରି ନବୀନ ପଟ୍ଟନାୟକଙ୍କ ସଫଳତା ବଖାଣିଛନ୍ତି ବିଧାୟକ ବିଷ୍ଣୁ ବ୍ରତ ରାଉତ ରାୟ ଓ ତାଙ୍କ ପତ୍ନୀ ଋତୁ ପୂର୍ଣା ରାଉତ ରାୟ।

ବିଧାୟକ ଓ ତାଙ୍କ ପତ୍ନୀ ଋତୁପୁର୍ଣା ଙ୍କ କଣ୍ଠରେ ଏହି ସଂଗୀତ ରେ ନବୀନ ପଟ୍ଟନାୟକଙ୍କ ସଫଳ ଯୋଜନାକୁ ଲୋକ ଲୋଚନକୁ ଆଣିଛନ୍ତି। ଆମ ଓଡ଼ିଶା ନବୀନ ଓଡ଼ିଶାର ଏହି ସଙ୍ଗୀତରେ ନିର୍ଦ୍ଦେଶକ ସଞ୍ଜୀବ ପଣ୍ଡା ଦେଇଥିବା ବେଳେ କୋରିଓ ଗ୍ରାଫି ଏମ ଯେ ଜିତୁ ଅଛନ୍ତି।

Leave A Reply

Your email address will not be published.