ଆସାମ ସରକାରଙ୍କ କଡ଼ା ଆଭିମୁଖ୍ୟ: ଅଭ୍ୟାସଗତ ୩୦୦ଶହ ପୁଲିସ କର୍ମଚାରୀଙ୍କୁ ଦେବେ ସ୍ୱେଚ୍ଛାକୃତ ଅବସର

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଅଭ୍ୟାସଗତ ମଦ୍ୟପ ପୁଲିସ ଅଧିକାରଙ୍କ ପାଇଁ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ଆସାମ ସରକାର । ଯଦି ପୁଲିସବାବୁ ନିଜର ଏହି ବଦଅଭ୍ୟାସ ନଛାଡିବେ ତେବେ ସେମାନଙ୍କୁ ଦିଆଯିବ ସ୍ୱେଚ୍ଛାକୃତ ଅବସର । ଅଭ୍ୟାସଗତ ୩୦୦ଶହ ପୁଲିସ କର୍ମଚାରୀଙ୍କୁ ଦେବେ ସ୍ୱେଚ୍ଛାକୃତ ଅବସର > ଏନେଇ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ନିର୍ଦ୍ଦେଶ ଜାରି କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ମଦ୍ୟପାନ ଯୋଗୁଁ ପୁଲିସ କର୍ମଚାରୀଙ୍କ ଅସୁସ୍ଥ ହେଉଛନ୍ତି । ସେମାନେ କାର୍ଯ୍ୟରେ ଅବହେଳା କରୁଛନ୍ତି । ଏପରି ଅଧିକାରୀଙ୍କ ଅବସର ଦେଇ ସେମାନଙ୍କ ସ୍ଥାନରେ ନୂଆ ନିଯୁକ୍ତ କରାଯିବ ।

ସରକାର କହିଛନ୍ତି ଏହି ବ୍ୟବସ୍ଥା ପୂର୍ବରୁ ଥିଲେ ମଧ୍ୟ ସଠିକଭାବେ କାର୍ଯ୍ୟକାରୀ ହୋଇପାରିନଥିଲା କିନ୍ତୁ ଆଗାମୀ ଦିନରେ ଏହାକୁ କଡ଼ାକଡ଼ି କରାଯିବ । ଭିଆରଏସ ପାଇଁ ୩ଶହ ପୁଲିସଙ୍କ ତାଲିକା କରାଯାଇଛି ।

Leave A Reply

Your email address will not be published.