ଔରା କୋର୍ସ ଇନ୍ ହେୟାର ସ୍କ୍ରିନ ଅଫ ମେକ୍ଅପ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ସବୁ ବର୍ଗର ଲୋକଙ୍କ ପାଇଁ ଏବେ ସେଲୁନ କିମ୍ବା ପାର୍ଲର ଦୈନନ୍ଦିନ ଜୀବନର ଏକ ଅଂଶବିଶେଷ ପାଲଟି ଯାଇଥିବା ବେଳେ,ଔରା ସାଲୁନ ଏକାଡେମୀ ଆରମ୍ଭ କରିଛି କୋର୍ସ ଇନ୍ “ହେୟାର ସ୍କ୍ରିନ ଅଫ ମେକ୍ଅପ” । ଯେଉଁଥିରେ ଆପଣ ଥିଓରୀ ଠାରୁ ଆରମ୍ଭ କରି ପ୍ରାକ୍ଟିକାଲ ପର୍ଯ୍ୟନ୍ତ ଶିକ୍ଷା ଗ୍ରହଣ କରିପାରିବେ ।

ଏଥିରେ ରହିଛି ହେୟାର ଡ୍ରେସିଂ ଓ ହେୟାର ଷ୍ଟାଇଲ, ପାର୍ଟୀ ଓ ବ୍ରାଇଡଲ ମେକଅପ୍, ଫସିଆଲ ଆଉ ବହୁତ୍ ସାରା ସ୍କ୍ରିନ କ୍ୟାର ରହିଛି । ଏହା ସହିତ ନେଲ ପଲିସ, ନେଲାର ଏସବୁ ବି ଶିଖି ପାରିବେ । ଏହା ସହିତ ଥିଓରୀ, ପ୍ରାକ୍ଟିକାଲ, ଭାଇବା, ଆସେସ ରହୁଛି । ଆଉ ତା ସହିତ ୧୦୦% ଚାକିରୀ ର ସୁଯୋଗ ମଧ୍ୟ ରହିଛି । ଏହି ଏକାଡେମୀରେ ସ୍କ୍ରିନ ଲ୍ୟାବ, ମେକ୍ଅପ ଲ୍ୟାବ ଓ ହେୟାର ଲ୍ୟାବ ରହିଛି । ଏହା ଯୁବ ପିଢ଼ିଙ୍କ ପାଇଁ ବେଶ୍ ଉପାଦେୟ ହେବ। ଏଣୁ ଏହି ଆଡ଼ମିଶନରେ ଯୋଗଦେବାକୁ ସମସ୍ତଙ୍କ ଆହ୍ବାନ ଦିଆ ଯାଉଛି ।

ଯଦି କେହି ଇଚ୍ଛୁକ ବ୍ୟକ୍ତି ଆଡ଼ମିଶନରେ ଅଂଶଗ୍ରହଣ କରିବାକୁ ଚାହୁଁଛନ୍ତି, ଏହି 9124875062 ନମ୍ବର ଯୋଗାଯୋଗ କରି ରେଜିଷ୍ଟର କରିପାରିବେ। ସୂଚନାଯୋଗ୍ୟ, ଔରା ସାଲୁନ ଏକାଡେମୀରେ ପାଖାପାଖି ୨୦ ଟି କୋର୍ସ ରହିଛି । ଯେଉଁଥିରେ ମାସକଠୁ ନେଇକି ୨ ବର୍ଷ ପର୍ଯ୍ୟନ୍ତି କୋର୍ସର ସୁବିଧା ରହିଛି । ସେଥିରେ ବ୍ରୋର୍ଡ ବି ୩ ଟା କାଟାଗୋରୀ ରହିଛି । ସ୍କିନ, ହେୟାର ଓ ମେକପ ଭଳି ଏହା ୩ ଟି କାଟାଗୋରିରେ ଅନ୍ତର୍ଭୂକ୍ତ । ଏଥିରେ ଚାକିରୀ ସୁଯୋଗ ମଧ୍ଯ ରହିଛି। ଯାହା ଇଣ୍ଟରନେସନାଲ କାଟାଗୋରୀ ସହ ସମାନ ।

Leave A Reply

Your email address will not be published.