ଔରା ସାଲୁନ ଆଣିଲା ସ୍ବାଧିନତା ଦିବସ ଅଫର, ସବୁ ସର୍ଭିସରେ ୫୦% ରିହାତି

0

ଓଡ଼ିଆ ନ୍ୟୁଜ (ବ୍ୟୁରୋ): ଆଉ ଦିନ କେଇଟା ପରେ ଦେଶ ପାଳିବ ୭୭ ତମ ସ୍ବାଧିନତା ଦିବସ। ସମସ୍ତେ ଚାହିଁବେ ଖୁବ୍ ଏହି ଦିନଟିକୁ ଖୁବ୍ ଆନନ୍ଦ ଓ ଉଲ୍ଲାସର ସହ ପାଳନ କରିବାକୁ। ତେତେ ଏହାକୁ ଆଉ ଟିକେ ସ୍ବତନ୍ତ୍ର କରିବା ପାଇଁ ଔରା ସାଲୁନ ଆଣିଛି ସ୍ବାଧିନତା ଦିବସ ଅଫର। ଯେଉଁଥିରେ କି ସବୁ ସର୍ଭିସରେ ଗ୍ରାହକଙ୍କୁ ମିଳିବ ୫୦% ରିହାତି।

ଔରା ସାଲୁନ ଏକାଡେମୀର ହାଇଡ୍ରା ଫେସିଆଲ ହେଉ କି ବ୍ରୋର୍ଡ ବି କାଟାଗୋରି ସର୍ଭିସ ହେଉ ସବୁ ବିଭାଗରେ ଏହି ଅଫର ଉପଲବ୍ଧ ଅଛି। ହାଇଡ୍ରା ଫେସିଆଲରେ ଆଗିଂ, ମେଚୋର, ଟିନଏଜ ଭଳି ତିନୋଟି ବିଭାଗ ରହିଛି। ସେହିଭଳି ବ୍ରୋର୍ଡ ବିରେ ବି ସ୍କିନ, ହେୟାର ଓ ମେକପ ଭଳି ୩ ଟି କାଟାଗୋରି ଅନ୍ତର୍ଭୂକ୍ତ। ଏହି ସେବା ଭୁବନେଶ୍ବର ଟଙ୍କପାଣି ରୋଡ ସ୍ଥିତ ଆଇବିଏଲ୍ ହାଉସରେ ଉପଲବ୍ଧ ଥିବା ବେଳେ ୯୧୨୭୮୭୫୦୬୨ ନମ୍ବରରେ ଗ୍ରାହକ ଇନକ୍ବାରୀ କରିପାରିବେ।

ସୂଚନାଯୋଗ୍ୟ, ବର୍ତମାନ ସମୟରେ ବିବାହ ବ୍ରତ ହେଉ କି ପୂଜା ପର୍ବାଣୀ ହେଉ ସବୁ ବର୍ଗର ଲୋକ ଫିସିଆଲକୁ ଗୁରୁତ୍ଵ ଦେଉଥିବା ବେଳେ ଔରା ସାଲୁନ ଏକାଡେମୀ ସମସ୍ତଙ୍କୁ ସମାନ ଧାରାରେ ପ୍ରଚେଷ୍ଟା କରିଛି। ଏଣୁ ଧନୀ-ଗରିବ ଭେଦଭାବକୁ ଦୂରେବା ପାଇଁ ଔରା ସାଲୁନ ଏକାଡେମୀ ନେଇଆସିଛି ୫୦% ରିହାତି।

Leave A Reply

Your email address will not be published.