କ୍ୱାଲିଟି କାଉନସିଲ ଅଫ ଇଣ୍ଡିଆ ଓ ଓଡିଶା ସରକାରଙ୍କ ଦ୍ବାରା ଭୁବନେଶ୍ୱରରେ ଆରମ୍ଭ ହେଲା ‘ଓଡିଶା ଗୁଣବତ୍ତା ସଂକଳ୍ପ’।
ଓଡ଼ିଶା ସରକାର, ଭାରତର ଗୁଣବତ୍ତା ପରିଷଦ ଓ ଶିଳ୍ପ ସଂଘ- ଆସୋଚାମ, ଫିସି, ଈଇପିସି, ଓଏଏସଏମଇ, ପିଏଚଡିସିସିଆଇ, ସିପେଟ, ଏଫଏଚଆରଏଆଇ ସହଭାଗିତାରେ ସୋମବାର ଦିନ ଭୁବନେଶ୍ବରରେ ‘ଓଡ଼ିଶା ଗୁଣବତ୍ତା ସଂକଳ୍ପ’ ଆରମ୍ଭ କରିଛନ୍ତି ।…
Read More...
Read More...