କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲେ ରାହୁଲ

ପୂର୍ବତନ କଂଗ୍ରେସ୍ ସଭାପତି ରାହୁଲ ଗାନ୍ଧୀ କରୋନା ସମୟରେ ଭାରତରେ ବଢ଼ିଥିବା ଦାରିଦ୍ର୍ୟତାକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି । ସେ କହିଛନ୍ତି କି ଯେ ଦେଶର ପୁନଃନିର୍ମାଣ ସେତେବେଳେ ସମ୍ଭବ ହେବ ଯେତେବେଳେ…
Read More...

ସିଇଓରୁ ଚେୟାରମ୍ୟାନ ହେଲେ ସତ୍ୟ ନାଡେଲା

ମାଇକ୍ରୋସଫ୍ଟ ଏହାର ନୂଆ ଚେୟାରମ୍ୟାନ ଭାବରେ ଭାରତୀୟ ବଂଶଦ୍ଭୋବ ସତ୍ୟ ନାଡେଲାଙ୍କୁ ନିଯୁକ୍ତ କରିଛି । ସତ୍ୟ ନାଡେଲା ବର୍ତ୍ତମାନ ମାଇକ୍ରୋସଫ୍ଟର ସିଇଓ ଅଛନ୍ତି । ସେ ଜନ୍ ଥମସନଙ୍କ ସ୍ଥାନରେ ଏହି କାର୍ଯ୍ୟ ସମ୍ଭାଳିବେ ।…
Read More...

ତପୁଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର, ଚିକିତ୍ସା ପାଇଁ ବାହାରକୁ ପଠାଯିବ!

ଓଲିଉଡ କଣ୍ଠଶିଳ୍ପୀ ତପୁ ମିଶ୍ର କରୋନାରେ ଆକ୍ରାନ୍ତ ହୋଇ ଗତ କିଛିଦିନ ହେବ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି । ବର୍ତ୍ତମାନ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବା ଜଣାପଡିଛି । ତାଙ୍କର ଏବେ…
Read More...

ପାରଦୀପ: ମାଛଧରା ପାଇଁ ମିଳିଲା ସୁଯୋଗ ବଢ଼ିଲା ଆଗ୍ରହ

ଦୁଇମାସର ବ୍ୟବଧାନ ପରେ ଆସନ୍ତା ୧୫ ତାରିଖ ଠାରୁ ପାରାଦୀପ ସମୁଦ୍ରରେ ମାଛ ମାରିବା କଟକଣା ପ୍ରତ୍ୟାହୃତ ହୋଇଥିଲା । କିନ୍ତୁ ଏହି ପ୍ରତ୍ୟାହୃତ ସତ୍ତେ୍ୱ କାଁ ଭାଁ ଟ୍ରଲର ମାଛ ଧରିବାକୁ ଯିବାପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି…
Read More...

ଆଂଶିକ ଲକଡାଉନରେ ରାଜଧାନୀରେ କ’ଣ ଖୋଲା ଆଉ କ’ଣ ବନ୍ଦ

ରାଜ୍ୟରେ ୧୪ ଦିନିଆ ଆଂଶିକ ଲକଡାଉନ୍ ନେଇ ଘୋଷଣା କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ଆସନ୍ତାକାଲି ସକାଳ ୫ଟାରୁ ଆସନ୍ତା ଜୁଲାଇ ୧ ତାରିଖ ସକାଳ ୫ଟା ପର୍ଯ୍ୟନ୍ତ ଏହା ଜାରି ରହିବ । ତେବେ ସଂକ୍ରମଣ ଦୃଷ୍ଟିରୁ…
Read More...

ବଢ଼ିବ ଶ୍ରୀକ୍ଷେତ୍ରର ସୌନ୍ଦର୍ଯ୍ୟକରଣ, ଲାଗିବ ଶ୍ରୀମନ୍ଦିରରେ 3D ଲାଇଟ୍

ପ୍ରତ୍ନତତ୍ତ୍ୱ ବିଭାଗ ନେଇଛି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ଶ୍ରୀମନ୍ଦିରକୁ ଆହୁରି ଆକର୍ଷଣୀୟ କରିବା ପାଇଁ ଖର୍ଚ୍ଚ କରିବ ଦେଢ଼ କୋଟି ଟଙ୍କା । ଆଉ ଲାଗିବ ମୂଲ୍ୟବାନ ଥ୍ରୀ-ଡି ଲାଇଟ୍ । ଫଳରେ ସଞ୍ଜ ନଇଁଲେ ଚମକିବ ଶ୍ରୀମନ୍ଦିରର…
Read More...

ଆଜିର ମୁଖ୍ୟ ଖବର

୧- ଚତୁର୍ଥ ଦଫା ତାଲାବନ୍ଦ ନିଷ୍ପତ୍ତି ଆଜି, କମ୍ ସଂକ୍ରମଣ ଜିଲ୍ଲାରେ କଟକଣା କୋହଳ ସମ୍ଭାବନା ୨- ଯୁକ୍ତ ଦୁଇ ମୂଲ୍ୟାୟନ ପ୍ରସଙ୍ଗ:ଦଶମ ଶ୍ରେଣୀ ମାର୍କ ଆଧାରରେ ହୋଇପାରେ ମୂଲ୍ଯାୟନ। ଆଜି ବିଶେଷଜ୍ଞ କମିଟିର ଶେଷ ବୈଠକ…
Read More...

ନୟାଗଡ଼ରେ ପରୀ ଘଟଣାର ପୁନରାବୃତ୍ତି, ମିଳୁନି ୭ ବର୍ଷୀୟା ଶିଶୁର ପତ୍ତା

ନୟାଗଡ଼ରୁ ପୁଣି ଜଣେ ନାବାଳିକା ନିଖୋଜ ଘଟଣା ସାମ୍ନାକୁ ଆସିଛି, ଯାହାକୁ ପରୀ ଘଟଣା ପୁନରାବୃତ୍ତି କହିଲେ ଅତ୍ୟୁକ୍ତି ହେବନି । ଏହି ନିଖୋଜ ଘଟଣା ନୟାଗଡ଼ ଜିଲ୍ଲା ନୂଆଗାଁ ପଞ୍ଚାୟତ ଧୁଣ୍ଡୁଗାଡିଆ ଗାଁରୁ ଆସିଛି । ଜଣେ ୭ ବର୍ଷର…
Read More...

ବିଶ୍ଵ ଟେଷ୍ଟ ଚମ୍ପିଆନସିପ ଫାଇନାଲ୍: ଭାରତ ବିରୋଧରେ ନ୍ୟୁଜିଲାଣ୍ଡର ୧୫ ଜଣିଆ ଦଳ ଘୋଷଣା

ନ୍ୟୁଜିଲାଣ୍ଡ ଦଳ ଭାରତ ବିପକ୍ଷ  ବିଶ୍ଵ ଟେଷ୍ଟ ଚମ୍ପିଆନସିପର ଫାଇନାଲ୍ ମୁକାବିଲା ପାଇଁ ୧୫ ଜଣିଆ ଦଳ ଘୋଷଣା କରିଛି। ଦଳରେ ଇଂଲଣ୍ଡ ବିପକ୍ଷ ଦ୍ଵିତୀୟ  ଟେଷ୍ଟ ମ୍ୟାଚ୍ ଖେଳିନଥିବା ଅଧିନାୟକ କେନ ଓ୍ଵିଲିୟମସନ, ଦ୍ରୁତ ବୋଲର…
Read More...

ଆଜିର ମୁଖ୍ୟ ଖବର

୧- ଏଥର ଫିକା ପଡ଼ିଛି ରଜ, ହେଲେ କମିନି ଉତ୍ସାହ! କରୋନା କଟକଣା ଭିତରେ ପାଳିତ ହେଇଛି ପହିଲି ରଜ ୨- କରୋନା ଯୋଗୁଁ ସ୍ଥଗିତ ହେଲା ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ବା OJEE। ପରୀକ୍ଷା ପୂର୍ବରୁ ବିଜ୍ଞପ୍ତି ପ୍ରକାଶ…
Read More...