National ଆମେରିକା କିଣିବ ଭେଣ୍ଟିଲେଟର Odia News Apr 2, 2020 0 କରୋନା ଭାଇରସ୍ ମୁକାବିଲା କରିବା ପାଇଁ ଆମେରିକା ରୁଷ୍ ଠାରୁ ଭେଣ୍ଟିଲେଟର ଏବଂ ଡାକ୍ତରୀ ସାମଗ୍ରୀ କିଣିବାକୁ ଆଗ୍ରହୀ ହୋଇଛି l ମାର୍ଚ୍ଚ 30 ତାରିଖରେ ଉଭୟ ଦେଶର ରାଷ୍ଟ୍ରପତି ଫୋନ ଯୋଗେ ବାର୍ତ୍ତାଳାପ ପରେ ରୁଷ୍ ଠାରୁ… Read More...
State ସ୍ୱାସ୍ଥ୍ୟ ବିଭାଗର ସୂଚନା ; ଡିସଚାର୍ଜ ହେବେ ଦ୍ଵିତୀୟ କରୋନା ଆକ୍ରାନ୍ତ Odia News Apr 2, 2020 0 ଭୁବନେଶ୍ବର ଏମ୍ସରୁ ଦ୍ଵିତୀୟ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଡିସଚାର୍ଜ ହେବା ନେଇ ସ୍ପଷ୍ଟ କରିଛନ୍ତି ସ୍ୱାସ୍ଥ୍ୟ ବିଭାଗ l ଗତ 24 ଘଣ୍ଟା ମଧ୍ୟରେ ଦୁଇଥର ରକ୍ତ ନମୁନା ପରୀକ୍ଷା ହେବା ପରେ ରିପୋର୍ଟ ନେଗେଟିଭ୍ ଆସିଛି l ତେଣୁ… Read More...
Special ଆମେରିକୀୟ ଗବେଷକଙ୍କ ମତ ଏପରି ହୋଇପାରେ ସଂକ୍ରମଣ Odia News Apr 1, 2020 0 ଆମେରିକାର ଏମଆଇଟି ପ୍ରଫେସର ଲିଡିଆ ବୌରେବାଙ୍କ ପକ୍ଷରୁ ଗବେଷଣା କରାଯାଇ କୁହାଯାଇଛି ଯେ କରୋନା ଭାଇରସ୍ ବହୁତ୍ ଶକ୍ତିଶାଳୀ l କରୋନା ଭାଇରସ୍ 1 ମିଟର ରୁ ଆରମ୍ଭ କରି 8 ମିଟର ପର୍ଯ୍ୟନ୍ତ ଦୂରତ୍ୱ ଅତିକ୍ରମ କରିପାରେ l ଏବଂ… Read More...
National ଭାରତରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା Odia News Apr 1, 2020 0 ସମଗ୍ର ଦେଶରେ କାୟା ବିସ୍ତାର କରିବାରେ ଲାଗିଛି ମହାମାରୀ କରୋନା ଭାଇରସ୍ l କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ଯେ ସମଗ୍ର ଦେଶରେ 1466 ଜଣ କରୋନା ଭାଇରସ୍ ଦ୍ଵାରା ଆକ୍ରାନ୍ତ… Read More...
State ଉତ୍କଳ ଦିବସରେ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀ ଦେଲେ ଏପରି ବାର୍ତ୍ତା Odia News Apr 1, 2020 0 ଆଜି ପ୍ରତେକ ଓଡ଼ିଆ ମାନଙ୍କ ପାଇଁ ଗୋଟେ ଗର୍ବ ଏବଂ ଗୌରବର ଦିନ l ଆଜି ଓଡିଶା ପ୍ରଦେଶ 84 ବର୍ଷରେ ପଦାର୍ପଣ କରିଛି l ଏଥିପାଇଁ ପ୍ରଧାନମନ୍ତ୍ରୀ ଏବଂ ରାଷ୍ଟ୍ରପତି ସେମାନଙ୍କ ବାର୍ତ୍ତା ଓଡ଼ିଆରେ ଲେଖି ଶୁଭେଚ୍ଛା ଜଣାଇଛନ୍ତି… Read More...
National ମମତାଙ୍କ ମହାନତା Odia News Apr 1, 2020 0 କରୋନା ମୁକାବିଲା ପାଇଁ କେନ୍ଦ୍ର ସରକାର 21 ଦିନିଆ ଲକ୍ ଡାଉନ୍ ଘୋଷଣା କରିବା ପରେ ବହୁତ ଦୁଃଖ, କଷ୍ଟରେ ରହୁଛନ୍ତି ଗରିବ ଓ ଖଟିଖିଆ l ନାହିଁ ଅଛି ଧନ ନାହିଁ ଅଛି କାମ l ସରକାରଙ୍କର ନିର୍ଦେଶକୁ କିନ୍ତୁ ଅକ୍ଷରେ ଅକ୍ଷରେ… Read More...
State କରୋନା ଭାଙ୍ଗିଦେଲା ପରମ୍ପରା Odia News Apr 1, 2020 0 କରୋନା ଭୟାବହତାକୁ ଦୃଷ୍ଟିରେ ରଖି ଖୋର୍ଦ୍ଧା ଜିଲ୍ଲାପାଳ ତଥା ଶ୍ରୀ ଲିଙ୍ଗରାଜ ମନ୍ଦିର ଟ୍ରଷ୍ଟ ବୋର୍ଡ଼ ସଭାପତି ସୀତାଂଶୁ କୁମାର ରାଉତ ତିନି ଦିନ ତଳେ ରୁକୁଣା ରଥ ନଗଡ଼ିବା ନେଇ ସେବାୟତଙ୍କୁ ଜଣାଇଥିଲେ l ଏକାମ୍ର ଜନ ଜାଗରଣ… Read More...
National ସଙ୍କଟ ବଢ଼ାଉଛି ନିଜ୍ଜାମୁଦ୍ଦୀନ ଧାର୍ମିକ ସମ୍ମିଳନୀ Odia News Apr 1, 2020 0 ଦିଲ୍ଲୀର ନିଜ୍ଜାମୁଦ୍ଦୀନରେ ଅନୁଷ୍ଠିତ ଏକ ଧାର୍ମିକ ସମ୍ମିଳନୀରେ ଦେଶ ବିଦେଶରୁ ପ୍ରାୟ ଦୁଇ ହଜାରରୁ ଅଧିକ ଲୋକ ଯୋଗଦେଇଥିଲେ l ପ୍ରାୟ 90 ଜଣ ଲୋକ କରୋନା ଭାଇରସ୍ ରେ ଆକ୍ରାନ୍ତ ହୋଇଥିବା ବେଳେ 7 ଜଣ ଙ୍କ ମୃତ୍ୟୁ ଘଟିଛି l… Read More...
National ଭାରତରେ ପାଦ ଥାପିଲା କି ତୃତୀୟ ପର୍ଯ୍ୟାୟ ? Odia News Apr 1, 2020 0 ସାରା ଭାରତ 21 ଦିନିଆ ଲକ୍ ଡାଉନ୍ ଘୋଷଣା ହେବାପରେ ମଧ୍ଯ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି l 31 ମର୍ଚ୍ଚ ସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା 1178 ଥିବାବେଳେ ମୃତକଙ୍କ ସଂଖ୍ଯା 46 ରେ… Read More...
State ସାବଧାନ! ଓଡ଼ିଶାରେ ଚତୁର୍ଥ କରୋନା ପସିଟିଭ ଚିହ୍ନଟ Odia News Mar 31, 2020 0 ରାଜ୍ୟ ସରାକର ଗୋଟେ ପଟେ କରୋନା ମୁକାବିଲା ପାଇଁ ସମସ୍ତ ପ୍ରକାରର ରଣନୀତି ଆପଣାଉଥିବା ବେଳେ ଓଡ଼ିଶାରେ ପୁଣି ଜଣେ ବ୍ୟକ୍ତି କରୋନା ଭୁତାଣୁରେ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି । ଯାହା ଏବେ ମୁଣ୍ଡ ବିନ୍ଧାର କାରଣ ପାଲଟିଛି… Read More...