ଆଉ ୩ବର୍ଷ ପର୍ଯ୍ୟନ୍ତ ଚାଲୁ ରହିବ କାଳିଆ ଯୋଜନା: 5 ହଜାର 933କୋଟି ଟଙ୍କାର ଅଟକଳକୁ ଅନୁମୋଦନ କଲା ରାଜ୍ୟ କ୍ୟାବିନେଟ
ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଆଗାମୀ ତିନିବର୍ଷ ପର୍ଯ୍ୟନ୍ତ ଚାଲୁ ରହିବ କାଳିଆ ଯୋଜନା। ଏଥିପାଇଁ 5 ହଜାର 933କୋଟି ଟଙ୍କାର ଅଟକଳକୁ ଅନୁମୋଦନ କରିଛି ରାଜ୍ୟ କ୍ୟାବିନେଟ। ରାଜ୍ୟର କୃଷକ ମାନଙ୍କ ର ଆୟ ବୃଦ୍ଧି 255 କୋଟି ଟଙ୍କା…
Read More...
Read More...