ବେଆଇନ ଗ୍ୟାସ ଗୋଦାମରେ ଅଗ୍ନିକାଣ୍ଡ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଶ୍ୟାମାଖୁଣ୍ଟା ବ୍ଲକ ଅନ୍ତର୍ଗତ ଗୌଡ଼ଡିହା ଠାରେ ଥିବା ବେଆଇନ ଗ୍ୟାସ ଗୋଦାମରେ ଅଗ୍ନିକାଣ୍ଡ ଘଟିଛି। ତେବେ ଅଗ୍ନି ଶିଖା ବ୍ୟାପିବା ପୂର୍ବରୁ ନିଆଁକୁ ଆୟତ୍ତ କରିବାରୁ ବଡ଼ ଧରଣ ଦୁର୍ଘଟଣାରୁ…
Read More...

ଶିମିଳିପାଳରୁ ଶିକାର କରି ଫେରାର ଥିବା ମୁଖ୍ୟ ଅଭିଯୁକ୍ତ ଗିରଫ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଶିମିଳିପାଳ ଅଭୟାରଣ୍ୟରୁ କଲରା ପତରିଆ ବାଘ ଶିକାର ଘଟଣାରେ ଫେରାର ଥିବା ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିବାରେ ବନ ବିଭାଗ ସଫଳ ହୋଇଛି। କଲରା ପତରିଆ ବାଘକୁ ମାରି ତାର ଛାଲକୁ ଲକ୍ଷ ଲକ୍ଷ ଟଙ୍କାରେ…
Read More...

ମୟୂରଭଞ୍ଜ ଜିଲ୍ଲାର ଭୌଗୋଳିକ ପ୍ରତିବନ୍ଧକ ଅଞ୍ଚଳରେ ଲୋକଙ୍କ ପାଇଁ ବରଦାନ ‘ବାଇକ୍ ଆମ୍ବୁଲାନ୍ସ’

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ମୟୂରଭଞ୍ଜ, ୨୨ ଜୁଲାଇ ୨୦୨୪: ଆଦିବାସୀ ବହୁଳ ତଥା ବଣ ପାହାଡ଼ଘେରା ମୟୂରଭଞ୍ଜ ଜିଲ୍ଲାର କେତେକ ସ୍ଥାନରେ ବିଭିନ୍ନ ଭୌଗୋଳିକ ପ୍ରତିବନ୍ଧକ ରହିଛି। ତେଣୁ ଲୋକଙ୍କ ଦୁଆର ମୁହଁରେ ଜରୁରିକାଳୀନ…
Read More...

ଶ୍ରାବଣ ମାସର ପ୍ରଥମ ସୋମବାର

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଆଜି ହେଉଛି ଶ୍ରାବଣ ମାସର ପ୍ରଥମ ସୋମବାର | ଏ ନେଇ ବଡି ଭରରୁ ବିଭିନ୍ନ ଶୈବପୀଠରେ ଶ୍ରଦ୍ଧାଳୁ ଓ କାଉଡିଆ ମାନଙ୍କ ସମାଗମ ହୋଇଛି| ଦେବାଦୀ ଦେବ ମହାଦେବଙ୍କୁ ନିଜର ମନସ୍କାମନା ପୂରଣ ପାଇଁ ଜଳାଭିଷେକ…
Read More...

ଗ୍ୟାସ ସିଲିଣ୍ଡର ଫାଟି ତିନି ବଖରା ନଡା ଛପର ଘର ସଂପୂର୍ଣ୍ଣ ଭସ୍ମୀଭୂତ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବାଲେଶ୍ଵର ଜିଲ୍ଲା ଭୋଗରାଇ ଥାନା ଟୁକୁରି ହାଜିରା ଗ୍ରାମ ପଞ୍ଚାୟତ ଅଧିନ ଫୁଲବଣୀ ଖାସ ଗାଁରେ ଗ୍ୟାସ ସିଲିଣ୍ଡର ଫାଟି ଶରତ ମଣ୍ଡଳଙ୍କ ଘରେ ସକାଳ ୧୦ ଘଟିକା ସମୟରେ ଗ୍ୟାସ ସିଲିଣ୍ଡର ଫାଟି ତିନି…
Read More...

ସରକାରୀ ବୈଠକରେ ପ୍ଲାଷ୍ଟିକ ସାମଗ୍ରୀ ବ୍ୟବହାର ବନ୍ଦ କରିବାକୁ ନିର୍ଦ୍ଦେଶ ଦେଲେ ଜିଲ୍ଲାପାଳ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ସରକାରୀ ବୈଠକରେ ପ୍ଲାଷ୍ଟିକ ସାମଗ୍ରୀ ବ୍ୟବହାର ବନ୍ଦ କରିବାକୁ ନିର୍ଦ୍ଦେଶ ଦେଲେ ଜିଲ୍ଲାପାଳ | ମୟୂରଭଞ୍ଜ ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟ ଗୁଡିକୁ ପ୍ଲାଷ୍ଟିକ ମୁକ୍ତ କରିବାପାଇଁ ଜିଲ୍ଲାପାଳ…
Read More...

ପୁଲିସ ଦ୍ଵାରା ଜବତ ୫୪ଗୋଟି ଛିନତାଇ ମୋବାଇଲ ଉଦ୍ଧାର

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବାରିପଦା ଟାଉନ ଥାନା ପୁଲିସକୁ ବଡ଼ ସଫଳତା ମିଳିଛି। ବାରିପଦା ସହର ରଥଯାତ୍ରା ମେଳାରୁ ଚୋରି ହୋଇଥିବା ୫୪ଗୋଟି ମୋବାଇଲ ଉଦ୍ଧାର କରାଯାଇଛି। ଏନେଇ ବାରିପଦା ସ୍ଥିତ ଜିଲ୍ଲା ପୁଲିସ ମୁଖ୍ୟାଳୟରେ…
Read More...

କେନ୍ଦୁଝର ପୋଲିସ୍ ପଞ୍ଝାରେ ନାବାଳିକା ଦୁଷ୍କର୍ମକାରି

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): କେନ୍ଦୁଝରରେ ଜଣେ ଆଦିବାସୀ ନାବାଳିକାକୁ ଦୁର୍ଷ୍କମ କରି ଫେରାର ହୋଇଯାଇଥିବା ଅଭିଯୁକ୍ତକୁ ମୟୁରଭଞ୍ଜ ଜିଲ୍ଲାରୁ ଗିରଫ କଲା କେନ୍ଦୁଝର ପୁଲିସ । ସୂଚନା ଅନୁଯାୟୀ ଗତ ୧୬ ତାରିଖରେ ଜଣେ ସପ୍ତମ…
Read More...

ଜମ୍ମୁ-କଶ୍ମୀରର ରାଜୌରିରେ ଆତଙ୍କବାଦୀ ଆକ୍ରମଣ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଜମ୍ମୁ ଓ କଶ୍ମୀରରେ ପୁଣି ଥରେ ସେନା କ୍ୟାମ୍ପକୁ ଟାର୍ଗେଟ କଲେ ଆତଙ୍କବାଦୀ। ରାଜୌରୀ ସେନା କ୍ୟାମ୍ପ୍ ଉପରେ ବଡ଼ ଧରଣର ଆତଙ୍କୀ ଆକ୍ରମଣ ଉଦ୍ୟମ ହୋଇଥିଲା।  ସୋମବାର ଜମ୍ମୁ-କଶ୍ମୀରରେ ଆର୍ମି ପିକେଟିଂ…
Read More...

ସଂସଦରେ ପ୍ରଶ୍ନପତ୍ର ଲିକ୍ ତାତି

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଗୋଟିଏ ପଟେ ସର୍ବୋଚ୍ଚକୋର୍ଟରେ ନିଟ୍‌ ପେପର ଲିକ ମାମଲାର ଶୁଣାଣି ଜାରି ରହିଥିବା ସଂସଦରେ ଏହି ପ୍ରସଙ୍ଗ ଆଜି ଝଡ ସୃଷ୍ଟି କରିଛି । ବିରୋଧୀ ସିଧା କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର…
Read More...