୩୫ରୁ ୪୦ ପାକ୍ ସେନା ମରିଛନ୍ତି: DGMO

ଓଡ଼ିଆ ନ୍ୟୁଜ୍: ଭାରତୀୟ ସେନାର ଅପରେସନ ସିନ୍ଦୂରରେ ପାକିସ୍ତାନ ଓ ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ)ରେ ଆତଙ୍କବାଦୀ ଅଡ୍ଡାଗୁଡ଼ିକୁ ଧ୍ୱଂସ କରାଯାଇଛି। ଏଥିରେ ପାକିସ୍ତାନ ସେନାକୁ ମଧ୍ୟ ବଡ଼ କ୍ଷତି ସହିବାକୁ ପଡ଼ିଛି।…
Read More...

‘୧୦୦ରୁ ଊର୍ଦ୍ଧ୍ବ ଆତଙ୍କୀ ନିପାତ ହୋଇଛନ୍ତି’

ଓଡ଼ିଆ ନ୍ୟୁଜ୍: ଭାରତୀୟ ସେନା ପହଲଗାମ୍ ଆତଙ୍କବାଦୀ ହମଲାର ଜବାବ ଦେଇଛି । ଅପରେସନ ସିନ୍ଦୂରର ମୁଖ୍ୟ ଲକ୍ଷ୍ୟ ଥିଲା ଆତଙ୍କବାଦୀଙ୍କୁ ସଫା କରିବା । ଏହି ଅପରେସନରେ ଭାରତୀୟ ସେନା ପ୍ରୟା ୧୦୦ରୁ ଅଧିକ ଆତଙ୍କୀଙ୍କୁ ନିପାତ…
Read More...

ଜମ୍ମୁକାଶ୍ମୀର ବିଭନ୍ନ ସ୍ଥାନରେ SIAର ରେଡ୍‌

ଓଡ଼ିଆ ନ୍ୟୁଜ୍: ପହଲଗାମ ଆତଙ୍କୀ ଆକ୍ରମଣ ପରେ ଆତଙ୍କବାଦୀ ଓ ସେମାନଙ୍କ ସହଯୋଗୀଙ୍କ ବିରୋଧରେ ଅଭିଯାନ ତୀବ୍ର ହୋଇଛି। ଏହାରି ମଧ୍ୟରେ ଜମ୍ମୁ- କାଶ୍ମୀରର ଯାଞ୍ଚ ଏଜେନ୍ସୀ ଏବଂ ପୋଲିସକୁ ବଡ଼ ସଫଳତା ମିଳିଛି। ପୋଲିସ…
Read More...

ବରିଷ୍ଠ ସେବାୟତ ରାମକୃଷ୍ଣ ଦାସମହାପାତ୍ର ନିଲମ୍ବିତ

ଓଡ଼ିଆ ନ୍ୟୁଜ୍: ବରିଷ୍ଠ ଦଇତାପତି ସେବକ ରାମକୃଷ୍ଣ ଦାସ ମହାପାତ୍ରଙ୍କୁ ମହାପ୍ରଭୁଙ୍କ ସେବା କାର୍ଯ୍ୟରୁ ଏକ ମାସ ଅର୍ଥାତ୍ ୩୦ ଦିନ ପାଇଁ ନିଲମ୍ବିତ କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଡ. ଅରବିନ୍ଦ କୁମାର ପାଢ଼ୀ ।…
Read More...

ପୂର୍ବ ଶତ୍ରୁତାକୁ ନେଇ ପଡୋଶୀକୁ ହାଣି ହତ୍ୟା

ଓଡ଼ିଆ ନ୍ୟୁଜ୍: ମହୁଲପଦା ଥାନାର ସାନଜଲ ଗ୍ରାମରରେ ପୂର୍ବ ଶତ୍ରୁତା କୁନେଇ ପଡୋଶୀକୁ ହାଣି ହତ୍ୟା । ଗ୍ରାମବାସୀଙ୍କ ଦ୍ଵାରା ଅଭିଯୁକ୍ତ ଅଟକ ।ସୁନ୍ଦରଗଡ଼ ଜିଲ୍ଲାର ମହୁଲପଦା ଥାନା ସାନଜଲ ଗ୍ରାମରେ ଗତକାଲି ବିଳମ୍ୱିତ ରାତିରେ…
Read More...

ଘର ଉପରକୁ ମାଡିଗଲା କାର୍

ଓଡ଼ିଆ ନ୍ୟୁଜ୍: ଘର ବାରଣ୍ଡାରେ ବସିଥିବା ବେଳେ, ଘର ଉପରକୁ ମାଡିଗଲା କାର୍ । ଘଟଣା ସ୍ଥଳରେ ଜଣେ ମହିଳାଙ୍କର ମୃତ୍ୟୁ ହୋଇଥିବା ବେଳେ, ଜଣେ ଶିଶୁ ଏବଂ ଜଣେ ମହିଳା ଗୁରୁତର ହୋଇଛନ୍ତି । ଗଂଜାମ ଜିଲ୍ଲା ଗାଙ୍ଗପୁର ଥାନା…
Read More...

ପଞ୍ଜାବ ଅମୃତସରରେ ସରିଲା ବ୍ଲାକଆଉଟ

ଓଡ଼ିଆ ନ୍ୟୁଜ୍: ପଞ୍ଜାବ ଅମୃତସରରେ ସରିଲା ବ୍ଲାକଆଉଟ । ସକାଳ ୫ଟା ୨୪ରେ ସରିଲା ବ୍ଲାକଆଉଟ୍ । ଅମୃତସରରେ ବିଜୁଳି ସେବା ସମ୍ପୂର୍ଣ୍ଣ ସ୍ୱାଭାବିକ । ଲୋକଙ୍କ ଘର ଭିତରେ ରହିବାକୁ ପରାମର୍ଶ । ଘର କବାଟ ଓ ଝରକା ନଖୋଲିବାକୁ…
Read More...

ଜମ୍ମୁ କାଶ୍ମୀରର ବିଭିନ୍ନ ସ୍ଥାନରେ ଫେରୁଛି ଶାନ୍ତି

ଓଡ଼ିଆ ନ୍ୟୁଜ୍: ୫ ଦିନ ପରେ ସ୍ୱାଭାବିକ ସ୍ଥିତି । ଜମ୍ମୁର ବିଭିନ୍ନ ସ୍ଥାନରେ ଫେରୁଛି ସ୍ୱାଭାବିକତା । କାଲି ରାତିରୁ ହୋଇନି ଗୁଳିବର୍ଷା । ରଜୌରୀରେ ଆଉ କୌଣସି ଡ୍ରୋନ ଉଡ଼ୁନଥିବା ସୂଚନା । ଅଖନୁର ସେକ୍ଟରରେ ମଧ୍ୟ ସ୍ଥିତି…
Read More...

ଟେଷ୍ଟ କ୍ରିକେଟରୁ ଅବସର ନେବେ ବିରାଟ କୋହଲି!

ଓଡ଼ିଆ ନ୍ୟୁଜ୍: ଟେଷ୍ଟ କ୍ରିକେଟରୁ ଅବସର ନେବାକୁ ନେଇଛନ୍ତି ନିଷ୍ପତ୍ତି ବିରାଟ କୋହଲି। ଏନେଇ ସେ ବିସିସିଆଇକୁ ଅବଗତ କରାଇଛନ୍ତି । ତେବେ କୋହଲିଙ୍କୁ ଏହି ନିଷ୍ପତ୍ତିକୁ ନେଇ ପୁନର୍ବିଚାର କରିବାକୁ ଅପିଲ୍ କରିଛନ୍ତି ବୋର୍ଡର…
Read More...

ଅସ୍ତ୍ରବିରତି ଉଲ୍ଲଂଘନ କଲା ପାକିସ୍ତାନ, LOCରେ ପୁଣି ଗୁଳିମାଡ଼

ଓଡ଼ିଆ ନ୍ୟୁଜ୍: ପୁଣି ଅସ୍ତ୍ର ବିରତି କଲା ପାକିସ୍ତାନ। କିଛି ଘଣ୍ଟା ଆଗରୁ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସାମାଜିକ ଗଣମାଧ୍ୟମରେ ଭାରତ ଓ ପାକିସ୍ତାନ ଅସ୍ତ୍ରବିରତି ପାଇଁ ରାଜି ହୋଇଥିବା ସୂଚନା ଦେଇଥିଲେ। ଏହା…
Read More...