ସରଣ୍ଡା ଜଙ୍ଗଲରୁ ୭୦୦ କେଜିର ବିସ୍ଫୋରକ ଜବତ

ଓଡ଼ିଆ ନ୍ୟୁଜ୍: ସରଣ୍ଡା ଜଙ୍ଗଲରୁ ପୁଣି ମିଳିଲା ବିସ୍ପୋରକ । ସୁନ୍ଦରଗଡ଼ ସରଣ୍ଡା ଜଙ୍ଗଲରୁ ୭୦୦ କେଜିର ବିସ୍ଫୋରକ ସାମଗ୍ରୀ ଜବତ କରିଛନ୍ତି ସୁରକ୍ଷା ବାହିନୀ । ସର୍ଚ୍ଚ ଅପରେସନ ବେଳେ ଏହି ବିସ୍ଫୋରକ ସାମଗ୍ରୀ ଜବତ…
Read More...

ବାଂଲାଦେଶ ନୋଟରୁ ହଟିଲା ଶେଖ୍ ମୁଜିବୁରଙ୍କ ଫଟୋ

ଓଡ଼ିଆ ନ୍ୟୁଜ୍: ପ୍ରମୁଖ ରାଜନୈତିକ ଏବଂ ନେତୃତ୍ୱ ପରିବର୍ତ୍ତନ ମଧ୍ୟରେ ବାଂଲାଦେଶ ନୂତନ ମୁଦ୍ରା ନୋଟ ଉନ୍ମୋଚନ କରିଛି । ଯେଉଁଥିରେ ଶେଖ୍ ମୁଜିବୁରଙ୍କ ପ୍ରତିଛବି ବଦଳରେ ହିନ୍ଦୁ ଓ ବୌଦ୍ଧ ମନ୍ଦିର, ଲ୍ୟାଣ୍ଡମାର୍କ ଏବଂ…
Read More...

୧୯୦ ରନରେ ଅଟକିଲା ବେଙ୍ଗାଲୁରୁ

ଓଡ଼ିଆ ନ୍ୟୁଜ୍: ଗୁଜୁରାଟ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳା ଯାଉଛି ଆଇପିଏଲ୍ ୨୦୨୫ର ଫାଇନାଲ୍ ମୁକାବିଲା। ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରିଥିବା ବେଙ୍ଗାଲୁରୁ ୯ ଓ୍ଵିକେଟ୍ ହରାଇ ୧୯୦ ରନରେ ସୀମିତ ରହିଛି। ଶେଷ ଓଭରରେ…
Read More...

ନିର୍ମାଣ ସମୟରେ ଭୁଶୁଡ଼ିଲା ପୁରୁଣା ଛାତ, ଜଣେ ମୃତ 2 ଗୁରୁତର

ଓଡ଼ିଆ ନ୍ୟୁଜ୍: ଗୃହ ନିର୍ମାଣ ପାଇଁ କାମ ଜାରି ଥିବା ବେଳେ ଅଘଟଣ ଘଟିଛି। ପୁରୁଣା ଛାତ ଭାଙ୍ଗିଲା ବେଳେ ଏହା ଭୁଶୁଡ଼ି ପଡ଼ିଛି। ଫଳରେ ତିନି ଜଣ ଶ୍ରମିକ ଚାପି ହୋଇଯାଇଥିବା ସୂଚନା ମିଳିଛି। କମିସନରେଟ୍‌ ପୁଲିସ ଅଧୀନ…
Read More...

ଶନିବାର ଚାଲିବ, ମଙ୍ଗଳବାର ବନ୍ଦ ରହିବ ବନ୍ଦେଭାରତ

ଓଡ଼ିଆ ନ୍ୟୁଜ୍: ବଦଳିଲା ପୁରୀ-ରାଉରକେଲା-ପୁରୀ ବନ୍ଦେ ଭାରତ ସାପ୍ତାହିକ ବନ୍ଦ ଦିବସ। ଏଣିକି ଶନିବାର ପରିବର୍ତ୍ତେ ମଙ୍ଗଳବାର ବନ୍ଦେ ଭାରତ ବନ୍ଦ ରହିବ। ଆସନ୍ତା ୭ ତାରିଖ ଶନିବାର ଠାରୁ ପ୍ରତି ଶନିବାର ଯାତ୍ରା କରିବ ବନ୍ଦେ…
Read More...

ପଞ୍ଚାୟତିରାଜ ବିଭାଗ ସ୍କାନରରେ ରହିଛନ୍ତି ମୂଷାମାନେ: ରବି ନାଏକ

ଓଡ଼ିଆ ନ୍ୟୁଜ୍: ଭିଜିଲାନ୍ସ ଚଢ଼ାଉକୁ ନେଇ ମନ୍ତ୍ରୀ ରବି ନାଏକଙ୍କ ଇସାରା।ପଞ୍ଚାୟତିରାଜ ବିଭାଗ ସ୍କାନରରେ ମୂଷାମାନେ ରହିଛନ୍ତି।ପୁରୁଣା ମୂଷା ହେଉକି ନୂଆ, ଦଣ୍ଡ ନିଶ୍ଚିତ ପାଇବେ।ମୂଷା ହୁଅନ୍ତୁ କି ବିରାଡି, ଆଇନ ଆଗରେ…
Read More...

କେନ୍ଦ୍ରୀୟ ଡେପୁଟେସନ୍‌ରେ IAS ଆଶିଷ ଠାକ୍‌ରେ

ଓଡ଼ିଆ ନ୍ୟୁଜ୍: କେନ୍ଦ୍ରୀୟ ଡେପୁଟେସନ୍‌ରେ ଗଲେ IAS ଆଶିଷ ଠାକ୍‌ରେ।୫ ବର୍ଷ ପାଇଁ କେନ୍ଦ୍ରୀୟ ଡେପୁଟେସନରେ ଗଲେ। ଓଡ଼ିଶା କ୍ୟାଡରରେ ଆଉ ଜଣେ ବରିଷ୍ଠ ଆଇଏଏସ୍ ଅଫିସର କେନ୍ଦ୍ରୀୟ ଡେପୁଟେସନରେ ଯିବେ । ରାଜସ୍ୱ ବୋର୍ଡର ସଚିବ…
Read More...

ଶ୍ବାସରୁଦ୍ଧରୁ ୪ ଜଣଙ୍କ ମୃତ୍ୟୁ ଘଟଣା, ୪ ଲକ୍ଷ ଲେଖାଏଁ ଅନୁକମ୍ପା ରାଶି ଘୋଷଣା

ଓଡ଼ିଆ ନ୍ୟୁଜ୍: ନବରଙ୍ଗପୁର ନନ୍ଦାହାଣ୍ଡିରେ ଶ୍ବାସରୁଦ୍ଧ ହୋଇ ୪ ଜଣଙ୍କ ମୃତ୍ୟୁ ଘଟଣା।ମୃତକଙ୍କ ପରିବାର ପାଇଁ ୪ ଲକ୍ଷ ଲେଖାଏଁ ଟଙ୍କାର ଅନୁକମ୍ପା ରାଶି ଘୋଷଣା। ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ।…
Read More...

ଟ୍ରାଫିକ ପୋଷ୍ଟରେ ଲାଗିବ ତୁଳସୀ ଗଛ: କୃଷ୍ଣଚନ୍ଦ୍ର ମହାପାତ୍ର

ଓଡ଼ିଆ ନ୍ୟୁଜ୍: ସବୁ ଟ୍ରାଫିକ ପୋଷ୍ଟରେ ଲାଗିବ ତୁଳସୀ ଗଛ। ନଗର ଉନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ସୂଚନା ଟ୍ରାଫିକ୍‌ ପୋଷ୍ଟରେ ହେବ ବଡ଼ ପରିବର୍ତ୍ତନ। ଏଣିକି ସବୁ ଟ୍ରାଫିକ ପୋଷ୍ଟ ନିକଟସ୍ଥ ଡିଭାଇଡରରେ ଲାଗିବ…
Read More...

ଦେବଗଡ଼କୁ ୨୦୫ କୋଟିର ପ୍ରକଳ୍ପ ଭେଟି

ଓଡ଼ିଆ ନ୍ୟୁଜ୍: ଦେବଗଡ଼ ଜିଲ୍ଲାକୁ ୨୦୫ କୋଟିର ପ୍ରକଳ୍ପ ଭେଟି ଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ୧୧ ସ୍ବାସ୍ଥ୍ୟ ପ୍ରକଳ୍ପ, ୪ ଶିକ୍ଷା ଭିତ୍ତିଭୂମି ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ ହେବ। ଜିଲ୍ଲା ମୁଖ୍ୟାଳୟରେ ୩ ଶହ…
Read More...