#Odianews ଓଡ଼ିଶାରେ ଅସମ୍ଭାଳ ହେଉଛି ଖରା Odia News May 12, 2025 0 ଓଡ଼ିଆ ନ୍ୟୁଜ୍: ତତଲା କରେଇରେ ସିଝୁଛି ଓଡିଶା। ଅସ୍ତବ୍ୟବସ୍ତ ଲୋକେ । ସକାଳ ୮ଟାରୁ ବାହାରିବା ହେଉଛି ମୁସ୍କିଲ୍ । ଏବେ ତାତିରୁ ନିସ୍ତାର ନାହିଁ । ଖରା ତାତି ଓ ପ୍ରବଳ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ ।… Read More...
#Odianews ଠାକୁରାଣୀ ଯାତ୍ରାକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ Odia News May 12, 2025 0 ଓଡ଼ିଆ ନ୍ୟୁଜ୍: ବ୍ରହ୍ମପୁର ପାତି ସୁନାପୁର ଠାକୁରାଣୀ ଯାତ୍ରାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଛକାପଞ୍ଜା ଲାଗି ରହିଛି । ଗୋଟିଏ ଗୋଷ୍ଠୀ ୧୧ତାରିଖରେ ଯାତ୍ରା କରିବାକୁ ଚାହୁଁଥିବା ବେଳେ ଅନ୍ୟ ଗୋଷ୍ଠୀ ଚଳିତମାସ ଶେଷ ଆଡୁ… Read More...
#Odianews ମିନି ଟ୍ରକ୍ ଓ ଟ୍ରେଲର ଧକ୍କା, ୧୩ ଜଣଙ୍କର ମୃତ୍ୟୁ Odia News May 12, 2025 0 ଓଡ଼ିଆ ନ୍ୟୁଜ୍: ଛତିଶଗଡ ରାୟପୁରରେ ଭୟଙ୍କର ସଡ଼କ ଦୁର୍ଘଟଣା ହୋଇଛି । ମିନି ଟ୍ରକ୍ ଓ ଟ୍ରେଲର ଧକ୍କା ହୋଇ ୧୩ ଜଣଙ୍କର ମୃତ୍ୟୁ । ୪ଜଣ ଶିଶୁ ସମେତ ୯ ଜଣ ମହିଳା ଅଛନ୍ତି । ଫ୍ୟାମିଲି ଫଙ୍କସନ୍ରୁ ଫେରୁଥିବାବେଳେ ଦୁର୍ଘଟଣା… Read More...
#Odianews ଟେଷ୍ଟ କ୍ରିକେଟରୁ ବିରାଟ କୋହଲିଙ୍କ ଅବସର Odia News May 12, 2025 0 ଓଡ଼ିଆ ନ୍ୟୁଜ୍: ଟେଷ୍ଟ କ୍ରିକେଟରୁ ଅବସର ନେଲେ ବିରାଟ କୋହଲି । ଅବସର ନେଇ ସୋସିଆଲ ମିଡିଆରେ ପୋଷ୍ଟ କଲେ ବିରାଟ । ପୂର୍ବରୁ ଟି-ଟ୍ବେଣ୍ଟିରୁ ଅବସର ନେଇଥିଲେ ବିରାଟ । ରୋହିତ ଶର୍ମା ଟେଷ୍ଟ କ୍ରିକେଟ୍ରୁ ଅବସର ଘୋଷଣା… Read More...
#Odianews ଗୁଳିର ଜବାବ ଗୋଳିରେ ଦିଆଯିବ: ପିଏମ ମୋଦି Odia News May 11, 2025 0 ଓଡ଼ିଆ ନ୍ୟୁଜ୍: ଶତ୍ରୁକୁ ଚେତାବନୀ ଦେଇଛନ୍ତି ପିଏମ୍ ମୋଦି ।କଥାବାର୍ତ୍ତା ହେବ ତ କେବଳ POK ଫେରାଇବା ଉପରେ । ଆମେରିକା ଉପରାଷ୍ଟ୍ରପତି ଜେଡି ଭାନସଙ୍କ ସହ କଥା ହେବା ବେଳେ ପିଏମ୍ ମୋଦି ସଫା ସଫା ଶୁଣାଇ ଦେଇଛନ୍ତି,… Read More...
#Odianews ବ୍ରହ୍ମୋସ ସୁପରସୋନିକ କ୍ରୁଜ୍ ମିସାଇଲ୍ ୟୁନିଟ୍ ଉଦଘାଟନ ବେଳେ ପାକିସ୍ତାନକୁ ଚେତାଇଲେ ପ୍ରତିରକ୍ଷାମନ୍ତ୍ରୀ Odia News May 11, 2025 0 ଓଡ଼ିଆ ନ୍ୟୁଜ୍: ଉତ୍ତରପ୍ରଦେଶର ଡିଫେନ୍ସ ଇଣ୍ଡଷ୍ଟ୍ରିଆଲ୍ କରିଡରରେ ବ୍ରହ୍ମୋସ ସୁପରସୋନିକ କ୍ରୁଜ୍ ମିସାଇଲ୍ ୟୁନିଟ୍ ଉଦଘାଟନ କଲେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ। ଏହି ୩୦୦ କୋଟି ଟଙ୍କାର ଅତ୍ୟାଧୁନିକ ସୁବିଧା… Read More...
#Odianews ୩୫ରୁ ୪୦ ପାକ୍ ସେନା ମରିଛନ୍ତି: DGMO Odia News May 11, 2025 0 ଓଡ଼ିଆ ନ୍ୟୁଜ୍: ଭାରତୀୟ ସେନାର ଅପରେସନ ସିନ୍ଦୂରରେ ପାକିସ୍ତାନ ଓ ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ)ରେ ଆତଙ୍କବାଦୀ ଅଡ୍ଡାଗୁଡ଼ିକୁ ଧ୍ୱଂସ କରାଯାଇଛି। ଏଥିରେ ପାକିସ୍ତାନ ସେନାକୁ ମଧ୍ୟ ବଡ଼ କ୍ଷତି ସହିବାକୁ ପଡ଼ିଛି।… Read More...
#Odianews ‘୧୦୦ରୁ ଊର୍ଦ୍ଧ୍ବ ଆତଙ୍କୀ ନିପାତ ହୋଇଛନ୍ତି’ Odia News May 11, 2025 0 ଓଡ଼ିଆ ନ୍ୟୁଜ୍: ଭାରତୀୟ ସେନା ପହଲଗାମ୍ ଆତଙ୍କବାଦୀ ହମଲାର ଜବାବ ଦେଇଛି । ଅପରେସନ ସିନ୍ଦୂରର ମୁଖ୍ୟ ଲକ୍ଷ୍ୟ ଥିଲା ଆତଙ୍କବାଦୀଙ୍କୁ ସଫା କରିବା । ଏହି ଅପରେସନରେ ଭାରତୀୟ ସେନା ପ୍ରୟା ୧୦୦ରୁ ଅଧିକ ଆତଙ୍କୀଙ୍କୁ ନିପାତ… Read More...
#Odianews ଜମ୍ମୁକାଶ୍ମୀର ବିଭନ୍ନ ସ୍ଥାନରେ SIAର ରେଡ୍ Odia News May 11, 2025 0 ଓଡ଼ିଆ ନ୍ୟୁଜ୍: ପହଲଗାମ ଆତଙ୍କୀ ଆକ୍ରମଣ ପରେ ଆତଙ୍କବାଦୀ ଓ ସେମାନଙ୍କ ସହଯୋଗୀଙ୍କ ବିରୋଧରେ ଅଭିଯାନ ତୀବ୍ର ହୋଇଛି। ଏହାରି ମଧ୍ୟରେ ଜମ୍ମୁ- କାଶ୍ମୀରର ଯାଞ୍ଚ ଏଜେନ୍ସୀ ଏବଂ ପୋଲିସକୁ ବଡ଼ ସଫଳତା ମିଳିଛି। ପୋଲିସ… Read More...
#Odianews ବରିଷ୍ଠ ସେବାୟତ ରାମକୃଷ୍ଣ ଦାସମହାପାତ୍ର ନିଲମ୍ବିତ Odia News May 11, 2025 0 ଓଡ଼ିଆ ନ୍ୟୁଜ୍: ବରିଷ୍ଠ ଦଇତାପତି ସେବକ ରାମକୃଷ୍ଣ ଦାସ ମହାପାତ୍ରଙ୍କୁ ମହାପ୍ରଭୁଙ୍କ ସେବା କାର୍ଯ୍ୟରୁ ଏକ ମାସ ଅର୍ଥାତ୍ ୩୦ ଦିନ ପାଇଁ ନିଲମ୍ବିତ କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଡ. ଅରବିନ୍ଦ କୁମାର ପାଢ଼ୀ ।… Read More...