ସୌମ୍ୟ ହତ୍ୟା ଘଟଣା, କ୍ରାଇମ୍‌ସ୍ପଟ୍‌ରେ କ୍ରାଇମବ୍ରାଞ୍ଚ ଟିମ୍‌ର ତଦନ୍ତ

ଓଡ଼ିଆ ନ୍ୟୁଜ୍: ବାଲିଅନ୍ତା କ୍ରାଇମ୍‌ସ୍ପଟ୍‌ରେ କ୍ରାଇମବ୍ରାଞ୍ଚ ଟିମ୍‌ର ତଦନ୍ତ। ସାଇଣ୍ଟିଫିକ୍‌ ଟିମ୍ ସହ ଘଟଣାସ୍ଥଳରେ ଖୋଳତାଡ଼।ଦୁଇଟି ଟିମର ତଦନ୍ତ ଆରମ୍ଭ । ଗୋଟିଏ ଟିମ୍ ଥାନାରେ ତଦନ୍ତ ଆରମ୍ଭ କରିଛି ।…
Read More...

୩ଗୁରୁତ୍ବପୂର୍ଣ୍ଣ ଡକ୍ୟୁମେଣ୍ଟରେ ବିଜୟଙ୍କ ଦସ୍ତଖତ

ଓଡ଼ିଆ ନ୍ୟୁଜ୍: ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ ପରେ ବିଜୟଙ୍କ ବଡ଼ ପଦକ୍ଷେପ। ୩ ଗୁରୁତ୍ବପୂର୍ଣ୍ଣ ଡକ୍ୟୁମେଣ୍ଟରେ ଦସ୍ତଖତ କଲେ ମୁଖ୍ୟମନ୍ତ୍ରୀ ବିଜୟ। ୧- ୨୦୦ ଯୁନିଟ୍ ମାଗଣା ବିଜୁଳି ମିଳିବ ୨- ଡ୍ରଗ୍ସ ରୋକିବାକୁ ହେବ…
Read More...

ତାମିଲନାଡୁରେ ବିଜୟ ସରକାର

ଓଡ଼ିଆ ନ୍ୟୁଜ୍: ତାମିଲନାଡୁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ବିଜୟ।ପଦ ଓ ଗୋପନୀୟତାର ଶପଥ ପାଠ କରାଇଲେ ରାଜ୍ୟପାଳ।ଚେନ୍ନାଇର ନେହରୁ ଷ୍ଟାଡିୟମରେ ଐତିହାସିକ ଶପଥ ଉତ୍ସବ ଅନୁଷ୍ଠିତ ହୋଇଛି। ଉତ୍ସବରେ ବିରୋଧୀ ଦଳ ନେତା ରାହୁଲ…
Read More...

ରାଜ୍ୟରେ ଖୋଲିବ ନୂଆ ସାଇବର କୋର୍ଟ: ପୃଥ୍ବୀରାଜ ହରିଚନ୍ଦନ

ଓଡ଼ିଆ ନ୍ୟୁଜ୍: ଓଡ଼ିଶାରେ ୫ଟି ସ୍ୱତନ୍ତ୍ର ସାଇବର କୋର୍ଟ ପ୍ରତିଷ୍ଠା ପାଇଁ ସରକାରଙ୍କ ଯୋଜନା। ସୂଚନା ଦେଲେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ସାଇବର ଅପରାଧର ତ୍ୱରିତ ବିଚାର ପାଇଁ ଖୋଲାଯିବ ସ୍ବତନ୍ତ୍ର କୋର୍ଟ।…
Read More...

ଭୁବନେଶ୍ୱରରେ ଦୁର୍ଘଟଣା: ୩ ମୃତ

ଓଡ଼ିଆ ନ୍ୟୁଜ୍: ଫାୟାର୍‌ ଷ୍ଟେସନ୍‌ ଓଭର୍‌ ବ୍ରିଜ୍‌ ଉପରେ ଭୟଙ୍କର ଦୁର୍ଘଟଣା। ୨ଟି ବାଇକ୍‌କୁ ଧକ୍କା ଦେଲା ଅଜଣା ଗାଡ଼ି, ୩ ଜଣଙ୍କ ମୃତ୍ୟୁ।ଆଜି ରାଜଧାନୀ ଭୁବନେଶ୍ୱରରେ ଏକ ମର୍ମନ୍ତୁଦ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ…
Read More...

ତାମିଲନାଡୁରେ ବିଜୟ ସରକାର

ଓଡ଼ିଆ ନ୍ୟୁଜ୍: TVK ମୁଖ୍ୟ ବିଜୟ ତାମିଲନାଡୁ ମୁଖ୍ୟମନ୍ତ୍ରୀ ନିଯୁକ୍ତ। ମୁଖ୍ୟମନ୍ତ୍ରୀ ଭାବେ ନିଯୁକ୍ତି ଦେଲେ ରାଜ୍ୟପାଳ। କାଲି ସକାଳ ୧୦ଟାରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ବିଜୟ।ଚେନ୍ନାଇର ନେହରୁ ଷ୍ଟାଡିୟମରେ ହେବ ଶପଥ…
Read More...

ଅଗ୍ନି ମିସାଇଲ୍‌ର ସଫଳ ପରୀକ୍ଷଣ

ଓଡ଼ିଆ ନ୍ୟୁଜ୍: ଅବଦୁଲ କଲାମ ଦ୍ବୀପରୁ ଅତ୍ୟାଧୁନିକ ଅଗ୍ନି ମିସାଇଲ୍‌ର ସଫଳ ପରୀକ୍ଷଣ। MIRV ଦକ୍ଷତା ଥିବା ଅଗ୍ନି ମିସାଇଲ୍‌ର ସଫଳ ପରୀକ୍ଷଣ। ଏହି କ୍ଷେପଣାସ୍ତ୍ରକୁ ଏକାଧିକ ପେଲୋଡ୍ ସହିତ ଉଡ଼ାଣ ପରୀକ୍ଷଣ। ଏବେ ଗୋଟିଏ…
Read More...

ବାଲିପାଟଣା ହତ୍ୟା ଘଟଣା, ଆଇନ ଶୃଙ୍ଖଳା ପରିସ୍ଥିତିର କଲେ ସମୀକ୍ଷା ମୁଖ୍ୟମନ୍ତ୍ରୀ

ଓଡ଼ିଆ ନ୍ୟୁଜ୍: ବାଲିପାଟଣାରେ ଜିଆରପି କନଷ୍ଟେବଳ ସୌମ୍ୟରଞ୍ଜନ ସ୍ୱାଇଁଙ୍କୁ କଙ୍ଗାରୁ କୋର୍ଟ ମାଧ୍ୟମରେ ହତ୍ୟା ପରେ ଏହାକୁ ଅତି ଗମ୍ଭୀରତାର ସହ ଗ୍ରହଣ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏନେଇ ଲୋକସେବା ଭବନରେ ଆଇନ…
Read More...

ଲେଫ୍ଟନାଣ୍ଟ ଜେନେରାଲ୍ ସୁବ୍ରମଣି ନୂଆ CDS

ଓଡ଼ିଆ ନ୍ୟୁଜ୍: ନୂଆ ଚିଫ୍ ଅଫ୍‌ ଡିଫେନ୍ସ ଷ୍ଟାଫ୍, CDS ନିଯୁକ୍ତ କଲେ କେନ୍ଦ୍ର ସରକାର। ଅବସରପ୍ରାପ୍ତ ଲେଫ୍ଟନାଣ୍ଟ ଜେନେରାଲ୍ ଏନ୍.ଏସ୍ ରାଜା ସୁବ୍ରମଣି ନୂଆ CDS। CDS ସହ ସାମରିକ ବ୍ୟାପାର ବିଭାଗର ସଚିବ ଭାବେ ମଧ୍ୟ…
Read More...

ଶପଥ ନେଲେ ଶୁଭେନ୍ଦୁ ଅଧିକାରୀ

ଓଡ଼ିଆ ନ୍ୟୁଜ୍: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଶୁଭେନ୍ଦୁ ଅଧିକାରୀ। ବେଙ୍ଗଲର ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀ ଭାବେ ନେଲେ ଶପଥ। ପଦ ଓ ଗୋପନୀୟତାର ଶପଥ ପାଠ କରାଇଲେ ରାଜ୍ୟପାଳ। ଶପଥ ଗ୍ରହଣ ଉତ୍ସବରେ ସାମିଲ…
Read More...