ଜୁଲାଇ ୪ରୁ ଓଜେଇଇ: ୱେବସାଇଟ୍ରେ ଉପଲବ୍ଧ ହେଲା ଆଡମିଟ୍ କାର୍ଡ

ଭୁବନେଶ୍ୱର(ଓଡ଼ିଆ ନ୍ୟୁଜ୍‌): ଜୁଲାଇ ୪ ତାରିଖର ଅନୁଷ୍ଠିତ ହେବ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ବା ଓଜେଇଇ। ଯାହା ୮ ତାରିଖରେ ସରିବ । ଓଜେଇଇ ୱେବସାଇଟ୍ରେ ଆଡମିଟ୍ କାର୍ଡ ରହିଛି। ଦରଖାସ୍ତ ନମ୍ବର ଓ ଜନ୍ମ ତାରିଖ ଦେଇ…
Read More...

ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଲାଗି ରହିବ ବର୍ଷା

ଭୁବନେଶ୍ବର(ଓଡ଼ିଆ ନ୍ୟୁଜ୍‌): ଓଡ଼ିଶାରେ ସକ୍ରିୟ ରହିଛି ମୌସୁମୀ ବାୟୁ । ଫଳରେ ଆସନ୍ତା ୫ ଦିନ ପର‌୍ୟ୍ୟନ୍ତ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବର୍ଷାର ପ୍ରଭାବ ଲାଗି ରହିବାର ସମ୍ଭାବନା ରହିଛି। କିଛି ଜିଲ୍ଲାରେ ପ୍ରବଳ ବର୍ଷା…
Read More...

ରାତି ପାହିଲେ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା: ରଥଖଳାକୁ ବିଜେ ହେଲା ଆଜ୍ଞାମାଳ

ପୁରୀ(ଓଡ଼ିଆ ନ୍ୟୁଜ୍‌): ରାତି ପାହିଲେ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା । ଏଥିପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ଏହିୁ କ୍ରମରେ ରଥ ପ୍ରସ୍ତୁତ ଓ ପଥ ବି ପ୍ରସ୍ତୁତ । ରଥଖଳାକୁ ବିଜେ ହେଲା ଆଜ୍ଞାମାଳ। ଶ୍ରୀମନ୍ଦିରରେ ସକାଳ ଧୂପ…
Read More...

ଗୋବିନ୍ଦ ସାହୁକୁ ମିଳିଲା ଅନ୍ତରୀଣ ଜାମିନ: ୨ ସପ୍ତାହ ପାଇଁ ଜାମିନ ମଞ୍ଜୁର କଲେ ହାଇକୋର୍ଟ

କଟକ(ଓଡ଼ିଆ ନ୍ୟୁଜ୍‌): ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁକୁ ମିଳିଲା ଅନ୍ତରୀଣ ଜାମିନ । ୨ ସପ୍ତାହ ପାଇଁ ଗୋବିନ୍ଦ ସାହୁକୁ ଅନ୍ତରୀ ଜାମିନ ପ୍ରଦାନ କରିଛନ୍ତି ହାଇକୋର୍ଟ । ନିଜ…
Read More...

ଦେବଦଳନରେ ଜନ୍ମବେଦୀକୁ ଯାଇଥାନ୍ତି ଦେବୀ ସୁଭଦ୍ରା, ଜାଣନ୍ତୁ ଏହାର ବିଶେଷତ୍ୱ..

ପୁରୀ(ଓଡ଼ିଆ ନ୍ୟୁଜ୍‌): ସାମ୍ୟ ଓ ମୈତ୍ରୀର ପ୍ରତୀକ ଶ୍ରୀଜଗନ୍ନାଥ ଓ ବଳଦେବଙ୍କ ଗେହ୍ଲି ଭଉଣୀ ଦେବୀ ସୁଭଦ୍ରା । ଯେଉଁ ରଥରେ ବିରାଜମାନ କରି ସେ ମାଉସୀ ଘର ବୁଲିଯାଆନ୍ତି ସେ ରଥର ନାମ ଦେବଦଳନ ବା ଦର୍ପଦଳନ । ମହାପ୍ରଭୁ…
Read More...

ସର୍ବଦଳୀୟ ବୈଠକରେ ସହମତି, ଦିନକୁ ୬ ଘଣ୍ଟା ଚାଲିବ ଗୃହକାର୍ଯ୍ୟ

ଭୁବନେଶ୍ୱର(ଓଡ଼ିଆ ନ୍ୟୁଜ୍‌): ବିଧାନସଭା ଅଧିବେଶନ ପାଇଁ ସରିଲା ସର୍ବଦଳୀୟ ବୈଠକ । ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କ ଅଧ୍ୟକ୍ଷତାରେ ହୋଇଥିଲା ସର୍ବଦଳୀୟ ବୈଠକ । ଏଥିରେ ବିରୋଧି ଦଳ ଉପନେତା ବିଷ୍ଣୁ ସେଠୀ, ବିରୋଧି ଦଳ…
Read More...

ବଡ଼ ଠାକୁର ବଳଦେବଙ୍କ ରଥ ତାଳଧ୍ୱଜ, ଜାଣନ୍ତୁ ଏହାର ସ୍ୱତନ୍ତ୍ରତା..

ଭୁବନେଶ୍ୱର(ଓଡ଼ିଆ ନ୍ୟୁଜ୍‌): ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ବି ପ୍ରସ୍ତୁତ ଆଉ ପଥ ବି ପ୍ରସ୍ତୁତ । କେବଳ ଅପେକ୍ଷା ମହାପ୍ରଭୁଙ୍କୁ। ନୀଳକନ୍ଦରରୁ ବାହାରି ତାଳଧ୍ୱଜ ରଥରେ ବସି ୯ ଦିନ ପାଇଁ ମାଉସୀଘର ବୁଲିଯିବେ ବଡ଼…
Read More...

ଜୁଲାଇ ୨ରୁ ମୌସୁମୀ ଅଧିବେଶନ, ଆଜି ସର୍ବଦଳୀୟ ବୈଠକ

ଭୁବନେଶ୍ୱର(ଓଡ଼ିଆ ନ୍ୟୁଜ୍‌): ଆସନ୍ତା ଜୁଲାଇ ୨ରୁ ବିଧାନସଭା ମୌସୁମୀ ଅଧିବେଶନ । ତେବେ ଏହା ଜୁଲାଇ ୨ରୁ ଆରମ୍ଭ ହୋଇ ଅଗଷ୍ଟ ୪ ତାରିଖ ପର୍ଯ୍ୟନ୍ତ ଚାଲିବ । ୨୪ଟି କାର୍ଯ୍ୟ ଦିବସ ଥିବା ଅଧିବେଶନକୁ ସୁରୁଖୁରୁରେ ଶେଷ କରିବା…
Read More...

ରଥରେ ହେଲା କନା ମଣ୍ଡଣି , ଆଜି ପ୍ରଭା ସ୍ଥାପନ

ପୁରୀ(ଓଡ଼ିଆ ନ୍ୟୁଜ୍‌) : ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାକୁ ମାତ୍ର ଆଉ ଗୋଟିଏ ଦିନ ବାକି। ଏହି କ୍ରମରେ ୩ ରଥରେ ନିର୍ମାଣ ସେବକମାନେ ଦେଉଛନ୍ତି ଶେଷ ସ୍ପର୍ଶ। ମଙ୍ଗଳବାର କୋଠସୁଆଁସିଆ ସେବକମାନେ ରଥ ପ୍ରସ୍ତୁତିରେ…
Read More...

ଆଜି ମହାପ୍ରଭୁଙ୍କ ନବଯୌବନ ଦର୍ଶ, ଶ୍ରୀମନ୍ଦିରରେ ଭକ୍ତଙ୍କ ଗହଳି

ପୁରୀ(ଓଡ଼ିଆ ନ୍ୟୁଜ୍‌): ଅନବସର ଗୁପ୍ତନୀତି ପରେ ଆଜି ମହାପ୍ରଭୁଙ୍କ ନବଯୌବନ ଦର୍ଶନ । ଅଣସର ଘରେ ନାନାଦି ନୀତି ପରେ ଜ୍ୱରରେ ପଡ଼ିଥିବା ମହାପ୍ରଭୁ ସମ୍ପୂର୍ଣ୍ଣ ସୁସ୍ଥ ହେବା ପରେ ମଙ୍ଗଳବାର ବିଳମ୍ବିତ ରାତିରେ ମହାପ୍ରଭୁଙ୍କ…
Read More...