କୁନିପିଲାର ସାରେଗାମାପା… ଦେଖନ୍ତୁ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ

ଭୁବନେଶ୍ୱର(ଓଡ଼ିଆ ନ୍ୟୁଜ୍‌): ବୟସ ମାତ୍ର ଦୁଇ କି ତିନି ବର୍ଷ ହେବ । ଠିକ୍ ଭାବରେ ପାଟି ଫିଟିନି କି ନିଜ ହାତରେ ଖାଇବି ଶିଖିନଥିବ। କିନ୍ତୁ ଏହି କୁନି ପିଲାଟି ସବୁ ତାଳକୁ ଭଲ ଭାବରେ ବୁଝି ଯାଇଛି । ବାପାଙ୍କ ସହ ତାଳ ଦେଇ…
Read More...

ମଝି ସମୁଦ୍ରରେ ବୁଡିଲା ମାଛମରା ଟ୍ରଲର, ୧୩ ମତ୍ସ୍ୟଜୀବୀଙ୍କୁ ସୁରକ୍ଷିତ ଉଦ୍ଧାର କଲା କୋଷ୍ଟଗାର୍ଡ

ରାଜନଗର(ଓଡ଼ିଆ ନ୍ୟୁଜ୍‌): ମଝି ସମୁଦ୍ରରେ ବଡ ଅଘଟଣ । ବୁଡିଗଲା ମାଛମରା ଟ୍ରଲର । ସମୁଦ୍ରକୁ ମାଛ ଧରିବାକୁ ଯାଇ ଗତକାଲିଠୁ ନିଖୋଜ ଥିଲା ଟ୍ରଲର । ତେବେ ସେଥିରେ ଥିବା ୧୩ ମତ୍ସ୍ୟଜୀବୀଙ୍କୁ ଆଜି ସୁରକ୍ଷିତ ଭାବେ ଉଦ୍ଧାର…
Read More...

ଖୋଲିଲା ସ୍କୁଲ, ଆଜିଠୁ କ୍ଲାସ ରୁମ୍ ପାଠପଢା

ଭୁବନେଶ୍ୱର(ଓଡ଼ିଆ ନ୍ୟୁଜ୍‌): ୧୧ ଦିନିଆ ଖରା ଛୁଟି ପରେ ଆଜିଠୁ ଖୋଲିଲା ରାଜ୍ୟର ସମସ୍ତ ସ୍କୁଲ । ଆଜିଠୁ ଛାତ୍ରଛାତ୍ରୀଙ୍କ କ୍ଲାସ ରୁମ୍ ପାଠପଢା ଆରମ୍ଭ ହୋଇଛି । ପୂର୍ବ ପରି ୧୦ଟାରୁ ଅପରାହ୍ଣ ୪ଟା ପର‌୍ୟ୍ୟନ୍ତ…
Read More...

୩୦୦ ବର୍ଷର ପୁରୁଣା ମସଜିଦର ସୁରକ୍ଷା ପାଇଁ ଆଗେଇ ଆସିଲେ ହିନ୍ଦୁ

ଲକ୍ଷ୍ନୌ(ଓଡ଼ିଆ ନ୍ୟୁଜ୍ ): ଭାଇଚାରାର ଦେଶ ଭାରତ । ଏଠି ବିଭିନ୍ନ, ବିଭିନ୍ନ ସମ୍ପ୍ରଦାୟର ଲୋକ ବସବାସ କରନ୍ତି । ହେଲେ ମନ୍ଦିର-ମସଜିଦ ଓ ହିନ୍ଦୁ-ମୁସଲମାନକୁ କିଛି ନ୍ୟସ୍ତସ୍ୱାର୍ଥ ବ୍ୟକ୍ତି ରାଜନୀତି କରୁଛନ୍ତି । ଫଳରେ…
Read More...

୧୦୦ ଟଙ୍କା ମାରିଲେ ଏଟିଏମ୍ରୁ ବାହାରୁଛି ୫୦୦ ଟଙ୍କା

ମହାରାଷ୍ଟ୍ର(ଓଡ଼ିଆ ନ୍ୟୁଜ୍‌): ୧୦୦ ଟଙ୍କା ମାରିଲେ ଏଟିଏମ୍ରୁ ବାହାରୁଛି ୫୦୦ ଟଙ୍କା । ଏକଥା ଶୁଣିଲେ ନିଶ୍ଚିତ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିପାରେ । ହଁ ଆଜ୍ଞା କଥାଟି ସତ,ସାଧାରଣତଃ ଏଟିଏମ୍ରେ ଆମେ ଯେତିକି ଟଙ୍କା ଟାଇପ୍ କରୁ…
Read More...

୬ମାସ ହେଲା ସାତକୋଶିଆର ଏକମାତ୍ର ବାଘୁଣୀ ନିଖୋଜ, ଜୀବିତ ନା ମୃତ ନେଇ ବଢିଲା ସନ୍ଦେହ

ଅନୁଗୋଳ(ଓଡ଼ିଆ ନ୍ୟୁଜ୍‌): ଗୁରୁବାର ଦିନ ଠାରୁ ସାତକୋଶିଆ ଅଭୟାରଣ୍ୟରେ ଆରମ୍ଭ ହୋଇଛି ବାଘ ଗଣନା । ପ୍ରି-ମନସୁନ ପୂର୍ବରୁ ସାଧାରଣତଃ ସାତକୋଶିଆ ଅଭୟାରଣ୍ୟରେ ଆରମ୍ଭ ହୋଇଥାଏ ବାଘ ଗଣନା। ଏହି ଗଣନା ଏକ ସପ୍ତାହ ଧରି ଚାଲିବ ।…
Read More...

‘ଦିଲ୍ଲୀ ପୋଲିସ ମୋ ଲୁଗା ଚିରିଦେଲେ’ ସାଂସଦ କହିଥିବା ଭିଡିଓ ସେୟାର କଲେ ଶଶୀ ଥରୁର୍‌

ନୂଆଦିଲ୍ଲୀ(ଓଡ଼ିଆ ନ୍ୟୁଜ୍‌): ଦିଲ୍ଲୀରେ କଂଗ୍ରେସ କର୍ମୀମାନେ ପ୍ରତିବାଦ କରୁଥିବା ବେଳେ ବୁଧବାର ଦିନ ଦିଲ୍ଲୀ ପୁଲିସ ପୋଷାକପତ୍ର ଚିରି ପକାଇବା ସହ ଜଣେ ଅପରାଧୀଙ୍କ ଭଳି ବ୍ୟବହାର କରିଥିବା କହି ଭିଡିଓ ମାଧ୍ୟମରେ ଦିଲ୍ଲୀ…
Read More...

ଆପଣ ଜାଣନ୍ତିକି ଗୁଗଲରେ କଣ ସର୍ଚ୍ଚ କରନ୍ତି ଅଧିକାଂଶ ଯୁବତୀ, ରିପୋର୍ଟରୁ ଜଣାପଡ଼ିଲା ଏମିତି…

ଭୁବନେଶ୍ୱର(ଓଡ଼ିଆ ନ୍ୟୁଜ୍‌): ଏଇ ସ୍ମାର୍ଟଫୋନ୍ ଯୁଗରେ ସବୁ ସମୟରେ ହାତ ପାହାନ୍ତାରେ ଅତି ସହଜରେ ସବୁକିଛି ଉପଲବ୍ଧ ହୋଇପାରୁଛି । ଆମେ ବୁଝିପାରୁନଥିବା ୱାର୍ଡର ଅର୍ଥ ହେଉ କି ଖାଦ୍ୟ ଡେଲିଭରି ହେଉ ଇଣ୍ଟରନେଟ ଦ୍ୱାରା…
Read More...

ହେୟଜ୍ଞାନ କରନ୍ତୁନି, ଲକ୍ଷଣ ଥିଲେ ତୁରନ୍ତ ଟେଷ୍ଟ କରାନ୍ତୁ: ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର(ଓଡ଼ିଆ ନ୍ୟୁଜ୍‌): ଦୀର୍ଘଦିନର ବ୍ୟବଧାନ ପରେ ଦେଶରେ ପୁଣି ଥରେ ମୁଣ୍ଡ ଟେକିବା ଆରମ୍ଭ କଲାଣି କରୋନା। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୨,୨୧୩ ନୂଆ କରୋନା ମାମଲା ଚିହ୍ନଟ ହୋଇଛି। ସେହିପରି ରାଜ୍ୟରେ କରୋନା ଏବେ ୨…
Read More...

ବଢିଲା ନୂଆ ଏଲପିଜି ଗ୍ୟାସ୍ ସଂଯୋଗ ଦର, ଚିନ୍ତାରେ ଖାଉଟି

ନୂଆଦିଲ୍ଲୀ(ଓଡ଼ିଆ ନ୍ୟୁଜ୍‌): ହାଣ୍ଡିଶାଳରେ ପୁଣି ପଡ଼ିଲା ଚଡ଼କ । ଗୋଟେପଟେ ଘରୋଇ ଅତ୍ୟାବଶ୍ୟକୀୟ ସ।ମଗ୍ରୀ ଓ ରନ୍ଧନ ଗ୍ୟାସ ସିଲିଣ୍ଡର ଦର ଅହେତୁକ ଭାବେ ବଢିଥିବାବେଳେ ଏପଟେ ଆଜିଠୁ ବଢିଛି ନୂଆ ଗ୍ୟାସ୍ ସଂଯୋଗ ଦର । ଏହି…
Read More...