ପଶ୍ଚିମବଙ୍ଗରେ ବିସ୍ଫୋରଣ: ୭ ମୃତ

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): କୋଲକାତାରେ ପୁଣି ବିସ୍ଫୋରଣ । ପଶ୍ଚିମବଙ୍ଗର ଦତ୍ତପୁକୁରରେ ଥିବା ଏକ ବାଣ କାରଖାନାରେ ରବିବାର ବିସ୍ଫୋରଣ ହୋଇଛି। ଏଥିରେ ୭ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ସ୍ଥାନୀୟ ବାସିନ୍ଦାଙ୍କ ମତରେ…
Read More...

ନୁହ ହିଂସା: ପଡ଼ୋଶୀ ରାଜ୍ୟର ଅଧିକାରୀଙ୍କୁ ସାହାଯ୍ୟ ମାଗିଲା ପୋଲିସ

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ହରିୟାଣା ନୁହରେ ଘଟିଥିବା ସାମ୍ପ୍ରଦାୟିକ ହିଂସା ଦିନକୁ ଦିନ ବଢିବାରେ ଲାଗିଛି । ସେଥିପାଇଁ ନୁହ ହିଂସା ପରେ ହରିୟାଣା ପୋଲିସ ପାଦେ ପାଦେ ସତର୍କତା ଅବଲମ୍ୱନ କରୁଛି । ନୁହରେ ପୁଣି ଥରେ ଜଳାଭିଷେକ…
Read More...

ଜେଲରେ ସୁଇମିଂ ପୁଲ ଦାବି କରୁଛନ୍ତି ସତ୍ୟେନ୍ଦ୍ର ଜୈନ

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ସତ୍ୟେନ୍ଦ୍ର ଜୈନଙ୍କ ଅଡ଼ୁଆ ଦିନକୁ ଦିନ ବଢିବାରେ ଲାଗିଛି । ଏହାରି ଭିତରେ ଆମ୍ ଆଦମୀ ପାର୍ଟି ନେତା ତଥା ଦିଲ୍ଲୀର ପୂର୍ବତନ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ମଧ୍ୟବର୍ତ୍ତୀକାଳୀନ ଡାକ୍ତରୀ ଜାମିନର…
Read More...

ସେପ୍ଟେମ୍ବରରୁ ବଢିବ କ୍ଷୀରର ମୂଲ୍ୟ

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ମୁମ୍ବାଇରେ ମହଙ୍ଗା ମାଡ଼ ଲୋଗଙ୍କୁ ଅସ୍ତବ୍ୟସ୍ତ କରିଦେଲାଣି । ଆସନ୍ତା ମାସରୁ ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇ ମହଙ୍ଗା ମାଡର ଶିକାର ହେବାକୁ ଯାଉଛି। ସେପ୍ଟେମ୍ବରରେ ୧ରୁ ସହରରେ କ୍ଷୀରର ମୂଲ୍ୟ…
Read More...

ସମରାଭ୍ୟାସ ବେଳେ ଆମେରିକା ବାୟୁସେନାର ଚପର କ୍ରାସ୍

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଆମେରିକାର ବାୟୁସେନାକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସୁଛି । ଆମେରିକା ବାୟୁସେନା ଚପର କ୍ରାସ୍ ହୋଇଥିବା ଖବର ମିଳିଛି । ରବିବାର ଅଷ୍ଟ୍ରେଲିଆ ଚାଲୁଥିବା ସୈନ୍ୟ ଅଭ୍ୟାସ ବେଳେ ଏହି ହେଲିକପ୍ଟର…
Read More...

‘ଲାଲ ଡ଼ାଏରୀ’କୁ ପ୍ରବଳ ଭୟ କରନ୍ତି ଅଶୋକ ଗେହଲଟ୍: ଅମିତ ଶାହା

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଲାଲ ଡାଏରୀକୁ ନେଇ ପୁଣି ସରଗରମ ରାଜସ୍ଥାନ ରାଜନୀତି । ‘ଲାଲ ଡ଼ାଏରୀ’କୁ ପ୍ରବଳ ଭୟ କରନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ । ରାଜସ୍ଥାନ ଗଙ୍ଗାପୁରରେ ଏକ କୃଷକ ସମ୍ମିଳନୀରେ ଗୃହମନ୍ତ୍ରୀ…
Read More...

ଟ୍ରମ୍ପଙ୍କୁ କଟାକ୍ଷ କରି ଏମିତି କହିଲେ ଜୋ ବାଇଡେନ୍?

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଟ୍ରମ୍ପଙ୍କୁ ନେଇ ଆମେରିକା ରାଜନୀତି ଏବେ ଉଠୁଛି ପଡ଼ୁଛି । ଏହାରି ଭିତରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ହ୍ୟାଣ୍ଡସମ କହି କଟାକ୍ଷ କଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ।…
Read More...

ଚନ୍ଦ୍ରଯାନ-୩ ପରେ ଆସନ୍ତା ସପ୍ତାହରେ ଲଞ୍ଚ ହେବ ଗଗନଯାନ

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଚନ୍ଦ୍ରଯାନ-୩ର ସଫଳତା ପରେ ପୁଣି ଆଉ ଏକ ରେକର୍ଡ ଲକ୍ଷରେ ଇସ୍ରୋ । ଚନ୍ଦ୍ରଯାନର ସଫଳତା ପରେ ଲଞ୍ଚ ହେବ ଗଗନଯାନ । ସୂର୍ୟ୍ୟ ଉପରେ ଅଧିକ ଗବେଷଣା ପାଇଁ ଆସନ୍ତା ସେପ୍ଟେମ୍ବର ପ୍ରଥମ ସପ୍ତାହରେ ଲଞ୍ଚ…
Read More...

୨୦୨୪ରେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବେ ରାହୁଲ ଗାନ୍ଧୀ: ଆଶୋକ ଗେହଲଟ୍

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): କଂଗ୍ରେସର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କିଏ? ତାକୁ ନେଇ ଲୋକଙ୍କ ମନରେ ନାନା ପ୍ରଶ୍ନ ରହିଛି । ଏହାରି ଭିତରେ ଏହାକୁ ନେଇ ଏକ ବଡ଼ ବୟାନ ଦେଇଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ । ଆସନ୍ତା…
Read More...

ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା କଳିଙ୍ଗ ଉତ୍କଳ ଏକ୍ସପ୍ରେସ୍

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଆଉ ଏକ ରେଳ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ଟ୍ରେନ୍ । ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛି ପୁରୀ-ଋଷକେଷ କଳିଙ୍ଗ ଉତ୍କଳ ଏକ୍ସପ୍ରେସ । ଛତିଶଗଡର ବିଳାସପୁର ଜଙ୍କସନଠାରୁ ମାତ୍ର ଅଳ୍ପ ଦୂରରେ ଏଭଳି…
Read More...