ଓଡ଼ିଆ ନ୍ୟୁଜ୍: ସାଂସଦ ଦେବାଶିଷ ସାମନ୍ତରାୟଙ୍କ କଥାକୁ ସମର୍ଥନ କଲେ ଭୂପିନ୍ଦର ସିଂ।’ଗତ ନିର୍ବାଚନ ସମୟରେ ବିଜୁ ପଟ୍ଟନାୟକଙ୍କ ପୋଷ୍ଟର ଦେଖିବାକୁ ମିଳିଲାନି’।ନୂଆପଡ଼ା ଉପନିର୍ବାଚନରେ ସମାନ କଥା ଦେଖିବାକୁ ମିଳିଲା: ଭୂପିନ୍ଦର।’ବିଜୁ ପଟ୍ଟନାୟକଙ୍କୁ ହଟାଯିବା ପରଠୁ ବିଜେଡିର ପରାଜୟ ଆରମ୍ଭ ହୋଇଛି’।ବିଜୁଙ୍କୁ ଛାଡ଼ି ବିଜେଡିର ପରିକଳ୍ପନା ସମ୍ଭବ ନୁହେଁ: ଭୂପିନ୍ଦର।’ନୂଆପଡ଼ା ପ୍ରାର୍ଥୀ ଚୟନ ସମୟରେ କାହାର ମତାମତ ନିଆଗଲାନାହିଁ’।ଏବେ ଉତ୍ତରାଧିକାରୀର କିଛି ଆବଶ୍ୟକତା ନାହିଁ: ଭୂପିନ୍ଦର।’ନବୀନ ପଟ୍ଟନାୟକ ଦଳର ନେତୃତ୍ବ ନିଅନ୍ତୁ, ସେ ସବୁ କିଛି ବୁଝନ୍ତୁ’।
ଗତ ନିର୍ବାଚନ ସମୟରେ ବିଜୁ ପଟ୍ଟନାୟକଙ୍କ ପୋଷ୍ଟର ଦେଖିବାକୁ ମିଳିଲାନି ।ନୂଆପଡ଼ା ଉପନିର୍ବାଚନରେ ସମାନ କଥା ଦେଖିବାକୁ ମିଳିଲା । ବିଜୁ ପଟ୍ଟନାୟକଙ୍କୁ ହଟାଯିବା ପରଠୁ ବିଜେଡିର ପରାଜୟ ଆରମ୍ଭ ହୋଇଛି । ବିଜୁଙ୍କୁ ଛାଡ଼ି ବିଜେଡିର ପରିକଳ୍ପନା ସମ୍ଭବ ନୁହେଁ । ନୂଆପଡ଼ା ପ୍ରାର୍ଥୀ ଚୟନ ସମୟରେ କାହାର ମତାମତ ନିଆଗଲାନାହିଁ । ଏବେ ଉତ୍ତରାଧିକାରୀର କିଛି ଆବଶ୍ୟକତା ନାହିଁ । ନବୀନ ପଟ୍ଟନାୟକ ଦଳର ନେତୃତ୍ବ ନିଅନ୍ତୁ, ସେ ସବୁ କିଛି ବୁଝନ୍ତୁ ବୋଲି କହିଛନ୍ତି ଭୂପିନ୍ଦର ସିଂ ।