ବିଜେପି ପ୍ରାର୍ଥୀ ଘୋଷଣାକୁ ନେଇ ବିଜେପି କର୍ମୀମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଘସିପୁରା ନିର୍ବାଚନ ମଣ୍ଡଳୀ ପାଇଁ ବିଜେପି ପ୍ରାର୍ଥୀ ଘୋଷଣାକୁ ବିରୋଧ କରି ଆଜି ବିଜେପି କର୍ମୀମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ,କର୍ମୀ ସମ୍ମିଳନୀ କରି କାର୍ଯ୍ୟକର୍ତ୍ତାଙ୍କୁ ବୁଝାଇଲେ ପୂର୍ବତନ ବିଜେପି ବିଧାୟକ ପ୍ରାର୍ଥୀ ପୁଥିୀରାଜ |

ଘସିପୁରା ନିର୍ବାଚନ ମଣ୍ଡଳୀ ପାଇଁ ବିଜେପି ପ୍ରାର୍ଥୀ ଘୋଷଣାକୁ ବିରୋଧ କରି ଆଜି ବିଜେପି କର୍ମୀମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ,କର୍ମୀ ସମ୍ମିଳନୀ କରି କାର୍ଯ୍ୟକର୍ତ୍ତାଙ୍କୁ ବୁଝାଇଲେ ପୂର୍ବତନ ବିଜେପି ବିଧାୟକ ପ୍ରାର୍ଥୀ ପୁଥିୀରାଜ କୁଅଁର | ବିଜେପି ଦଳର କର୍ମୀ ମାନେ ଶୀଘ୍ର ପାର୍ଥି ଘୋଷଣା ପାଇଁ ଦାବି କରିଛନ୍ତି | ଅନ୍ୟ ଦଳର ପାର୍ଥି ଘୋଷଣା ହୋଇଥିବା ବେଳେ, ବିଜେପି ଏ ପର୍ଯ୍ୟନ୍ତ ଘଷିପୁରା ରେ ପାର୍ଥି ଘୋଷଣା କରୁ ନଥିବା ରୁ ଆଜି ବିଜେପି କର୍ମୀ ସମ୍ବିଳନୀ ହୋଇଥିଲା |

ଦଳର ସଭାପତି ମନମୋହନ ସାମଲଙ୍କୁ ପୁଥିରାଜ କୁଅଁର ସଂଗଠନ ବିଷୟରେ ଅବଗତ କରାଇଛନ୍ତି | ଅଧର୍ୟ୍ଯ ନ ହୋଇ ଦଳର ଘୋଷଣା କୁ ଅପେକ୍ଷା କରିବା ପାଇଁ କର୍ମୀ ମାନଙ୍କୁ ବୁଝାଇଥିଲେ ।

Leave A Reply

Your email address will not be published.