ଘଷିପୁରା ନିର୍ବାଚନ ମଣ୍ଡଳୀରେ ସୋମ୍ୟଙ୍କୁ ବିରୋଧ କଲେ ବିଜେପି କର୍ମୀ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଘଷିପୁରା ନିର୍ବାଚନ ମଣ୍ଡଳୀରେ ସୋମ୍ୟଙ୍କୁ ବିରୋଧ କଲେ ବିଜେପି କର୍ମୀ | ଗତ କାଲି ମୁଣ୍ଡେଇଲେ ଆଜି ଗୋ ଵ୍ୟାକ ର ନାରା | ସୋମ୍ୟ ପଟ୍ଟନାୟକ ଘଷିପୁରା ରୁ ବିଜେପି ପାର୍ଥି ହେବା ନେଇ ଲାଗିରହିଥିବା କଳ୍ପନା ଜଳ୍ପନା ଉପରେ ଆଜି ଦେଖିବାକୁ ମିଳିଛି ଏକ ଟୁଇଷ୍ଟ |

ଘୋଦ ବିଜେପି ଦଳର ବୁଟ ଏଜେଣ୍ଟ ମାନେ ଦେଓଗାଁ କୁଶଳେଶ୍ୱର ମହାପ୍ରଭୁଙ୍କ ମନ୍ଦିର ସମ୍ପୂଖରେ ସୋମ୍ୟ ପଟ୍ଟନାୟକ ଗୋ ବ୍ୟାକ ନାରା ଦେଇଛନ୍ତି | ଗତକାଲି ସୋମ୍ୟ ପଟ୍ଟନାୟକ ଘଷିପୁରା ନିର୍ବାଚନ ମଣ୍ଡଳୀ ଗସ୍ତରେ ଆସିବା ପରେ ଘଷିପୁରାରେ ବିଜେପିରୁ ପାର୍ଥି ହେବା ନେଇ ଚର୍ଚ୍ଚା ହୋଇଥିଲା |

ଏହାକୁ ନେଇ ଆଜି ଘଷିପୁରା ନିର୍ବାଚନ ମଣ୍ଡଳୀ ର ଶତାଧିକ ବିଜେପି କର୍ମୀ ମାନେ ବିରୋଧ କରିବା ସହ ଘଷିପୁରା ନିର୍ବାଚନ ମଣ୍ଡଳୀରେ ଯୋଗ୍ୟ ବିଜେପି ପାର୍ଥି ଘୋଷଣା କରିବା ପାଇଁ ଦାବି କରିଛନ୍ତି ।

Leave A Reply

Your email address will not be published.