Browsing Category
International
ସେହେବାଜଙ୍କ ସାମ୍ନାରେ ମୋଦିଙ୍କୁ ଟ୍ରମ୍ପଙ୍କ ପ୍ରଶଂସା
ଓଡ଼ିଆ ନ୍ୟୁଜ୍: ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରଶଂସା କଲେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ୍ । ଐତିହାସିକ ଗାଜା ଶାନ୍ତି ଚୁକ୍ତି ସ୍ବାକ୍ଷର ଅବସରରେ ଭୂରି ଭୂରି ପ୍ରଶଂସା କଲେ । ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କ…
Read More...
Read More...
ପଣବନ୍ଦୀଙ୍କୁ ମୁକ୍ତ କଲା ହମାସ
ଓଡ଼ିଆ ନ୍ୟୁଜ୍: ୨ ବର୍ଷ ପରେ ଇସ୍ରାଏଲୀ ପଣବନ୍ଦୀଙ୍କୁ ମୁକ୍ତ କଲା ହମାସ। ଐତିହାସିକ ଶାନ୍ତି ଚୁକ୍ତି ପୂର୍ବରୁ ହମାସର ବଡ଼ ପଦକ୍ଷେପ। ଇସ୍ରାଏଲ-ଗାଜା ସୀମାରେ ପ୍ରଥମ ବ୍ୟାଚ୍ ପଣବନ୍ଦୀଙ୍କୁ ମୁକ୍ତ କଲା। ଇସ୍ରାଏଲରେ ଆଜି…
Read More...
Read More...
୩ ବିଶିଷ୍ଟ ଅର୍ଥନୀତିଜ୍ଞଙ୍କୁ ନୋବେଲ ପୁରସ୍କାର
ଓଡ଼ିଆ ନ୍ୟୁଜ୍: ଅର୍ଥନୀତି ବିଜ୍ଞାନରେ ୩ ବିଶିଷ୍ଟ ଅର୍ଥନୀତିଜ୍ଞଙ୍କୁ ନୋବେଲ ପୁରସ୍କାର।ଜୋଏଲ ମୋକିର, ଫିଲିପ ଅଘିଓନ, ପିଟର ହୋୱିଟଙ୍କୁ ନୋବେଲ୍। ଅର୍ଥନୈତିକ ଅଭିବୃଦ୍ଧି ବ୍ୟାଖ୍ୟା ପାଇଁ ଜୋଏଲ ମୋକିରଙ୍କୁ…
Read More...
Read More...
ପାକିସ୍ତାନ ଉପରେ ଆଫଗାନିସ୍ତାନର ଆକ୍ରମଣ
ଓଡ଼ିଆ ନ୍ୟୁଜ୍: ପାକିସ୍ତାନ ଉପରେ ଆଫଗାନିସ୍ତାନ ସେନାର ଭୟଙ୍କର ଆକ୍ରମଣ। ତାଲିବାନ୍ ଓ ପାକ୍ ସେନା ମଧ୍ୟରେ ପ୍ରବଳ ଗୁଳି ବିନିମୟ। ୧୨ ପାକିସ୍ତାନୀ ସୈନିକ ନିହତ ହୋଇଥିବା ସୂଚନା।କୁନାର ଓ ହେଲମାଣ୍ଡ ପ୍ରଦେଶ ସମେତ ଡୁରାଣ୍ଡ…
Read More...
Read More...
ଚୀନ ଉପରେ ଆମେରିକାର ୧୦୦% ଅତିରିକ୍ତ ଟାରିଫ ଘୋଷଣା
ଓଡ଼ିଆ ନ୍ୟୁଜ୍: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଆଉ ଏକ ଟାରିଫ୍ ବୋମା । ଚୀନ୍ ଉତ୍ପାଦ ଉପରେ ଲଗାଇଲେ ଅତିରିକ୍ତ ଶହେ ପ୍ରତିଶତ ଶୁଳ୍କ । ନଭେମ୍ବର ୧ ତାରିଖରୁ ଲାଗୁ ହେବ ନୂଆ ଟାରିଫ୍ଚ । ଆମେରିକାର ବାଣିଜ୍ୟ…
Read More...
Read More...
ମାରିଆ କୋରିନାଙ୍କୁ ନୋବେଲ ଶାନ୍ତି ପୁରସ୍କାର
ଓଡ଼ିଆ ନ୍ୟୁଜ୍: ଘୋଷଣା ହୋଇଛି ୨୦୨୫ ପାଇଁ ନୋବେଲ ଶାନ୍ତି ପୁରସ୍କାର। ଏଥିପାଇଁ ନୋବେଲ କମିଟି ଭେନେଜୁଏଲାର ମାରିଆ କୋରିନା ମଚାଡ଼ୋଙ୍କୁ ଚୟନ କରାଯାଇଛି । ଦେଶର ସତ୍ତାବାଦୀ ତଥା ଏକଛତ୍ରବାଦୀ ସତ୍ତା ବିରୋଧରେ ଲୋକଙ୍କ ଅଧିକାର…
Read More...
Read More...
ଲାସଲୋ କ୍ରାଷ୍ଣାହୋରକାଇଙ୍କୁ ସାହିତ୍ୟରେ ନୋବେଲ
ଓଡ଼ିଆ ନ୍ୟୁଜ୍: ଚଳିତ ବର୍ଷ ପାଇଁ ଲାସଲୋ କ୍ରାଷ୍ଣାହୋରକାଇଙ୍କୁ ସାହିତ୍ୟରେ ନୋବେଲ।ହଙ୍ଗେରୀର ଗୃହଯୁଦ୍ଧ, ଆତଙ୍କବାଦ ଓ କ୍ଷମତା ଲଢେଇ ମଧ୍ୟରେ ଜାରି ରଖିଥିଲେ ସାହିତ୍ୟ।ସାମଗ୍ରିକ ଅବଦାନ ପାଇଁ ହଙ୍ଗେରିଆନ ଲେଖକଙ୍କୁ ନୋବେଲ…
Read More...
Read More...
ଇସ୍ରାଏଲ-ଗାଜା ଯୁଦ୍ଧ ଶେଷ !
ଓଡ଼ିଆ ନ୍ୟୁଜ୍: ଇସ୍ରାଏଲ-ଗାଜା ମଧ୍ୟରେ ପ୍ରଥମ ପର୍ଯ୍ୟାୟ ଶାନ୍ତି ଚୁକ୍ତି ସ୍ବାକ୍ଷରିତ। ଶାନ୍ତି ଚୁକ୍ତି ସ୍ବାକ୍ଷରିତ ନେଇ ଘୋଷଣା କଲେ ଡୋନାଲ୍ଡ ଟ୍ରମ୍ପ।ଇସ୍ରାଏଲ-ଗାଜା ମଧ୍ୟରେ ଦୁଇ ବର୍ଷ ଧରି ଚାଲିଥିବା ଯୁଦ୍ଧର ହେବ…
Read More...
Read More...
ଜାପାନରେ ଭୂକମ୍ପ ଝଟକା
ଓଡ଼ିଆ ନ୍ୟୁଜ୍: ଜାପାନର ହୋଂସୁ ପୂର୍ବ ଉପକୂଳରେ ଶକ୍ତିଶାଳୀ ଭୂମିକମ୍ପ । ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୬.୦ ରେକର୍ଡ । ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର (NCS) ପକ୍ଷରୁ ଏକ ବିବୃତ୍ତିରେ କୁହାଯାଇଛି ଶନିବାର…
Read More...
Read More...
ଫିଲିପାଇନ୍ସରେ ଶକ୍ତିଶାଳୀ ଭୂକଂପ ଝଟ୍କା; ୨୬ ମୃତ
ଓଡ଼ିଆ ନ୍ୟୁଜ୍: ଫିଲିପାଇନ୍ସରେ ଶକ୍ତିଶାଳୀ ଭୂକଂପ ଝଟ୍କା; ୨୬ ମୃତ, ୧୫୦ ଆହତ । ଉପକୂଳ ସହର ବୋଗୋରେ ୬.୯ ତୀବ୍ରତାର ଭୂକଂପ ଝଟ୍କା । ଭୁଶୁଡ଼ିଲା ଅନେକ ବଡ଼ ବଡ଼ କୋଠା; ଉଦ୍ଧାର କାର୍ଯ୍ୟ ଜାରି । ପ୍ରକୃତିର ଭୟଙ୍କର କୋପ…
Read More...
Read More...