Browsing Category
International
ଥମୁନି ଚୀନ ତାଇୱାନ ବିବାଦ, ସୀମାରେ ବଢୁଛି ଉତ୍ତେଜନା
ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : ବଢୁଛି ଚୀନ ତାଇୱାନ ବିବାଦ। ତାଇୱାନ ସୀମାରେ ଚୀନ୍ର ଯୁଦ୍ଧାଭ୍ୟାସକୁ ନେଇ ସେହି ଅଞ୍ଚଳରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି। ତାଇୱାନ ରାଷ୍ଟ୍ରପତି ସାଇ ଇଙ୍ଗ-ୱେନ୍ ଆମେରିକା ଗସ୍ତରେ…
Read More...
Read More...
ତଳକୁ ଖସିଲେ ଏଲନ ମସ୍କ
ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : ଧନୀ ତାଲିକାରୁ ତଳକୁ ଖସିଲେ ଏଲନ ମସ୍କ। ଫୋର୍ବ୍ସ ୨୦୨୩ର ବିଲେନିୟର୍ସଙ୍କ ତାଲିକା ଜାରି କରିଛି। ଟେସ୍ଲା ଏବଂ ଟ୍ବିଟରର ମୁଖ୍ୟ ଏଲନ ମସ୍କ ସଂପତ୍ତି ହରାଇବାରେ ଦ୍ବିତୀୟ ସ୍ଥାନରେ ଏବଂ ଆମାଜନର…
Read More...
Read More...
ରଏଟର୍ସ ସର୍ଭେ: ଆଗାମୀ ନିର୍ବାଚନରେ ବାଇଡେନଙ୍କୁ ଟପିଯାଇପାରନ୍ତି ଟ୍ରମ୍ପ
ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ପ୍ରକାଶ ପାଇଛି ଆମେରିକାର ଭରସାଯୋଗ୍ୟ ରିପୋର୍ଟ ପ୍ରଦାନକାରୀ ସଂସ୍ଥା ଥମସନ୍ ରଏଟର୍ସ ଫାଉଣ୍ଡେସନ୍ ର ସର୍ଭେ ରିପୋର୍ଟ । ରିପୋର୍ଟରେ ଏତେ ବାଦ ବିବାଦ ଭିତରେ କମିନି ଆମେରିକାର…
Read More...
Read More...
ପାଣିରେ ପରମାଣୁ ଆକ୍ରମଣ କରିବା ପାଇଁ ଡ୍ରୋନ୍ ପରୀକ୍ଷା କରୁଛି ଉତ୍ତର କୋରିଆ
ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ବର୍ଷ ବର୍ଷ ଧରି ଆଣବିକ ପରୀକ୍ଷଣ ହେତୁ ବିଶ୍ୱ ଗଣମାଧ୍ୟମର ଶୀର୍ଷରେ ରହିଆସିଥିବା ଉତ୍ତର କୋରିଆ ବର୍ତ୍ତମାନ ଏକ ନୂତନ ଅସ୍ତ୍ର ପ୍ରସ୍ତୁତ କରିଛି। ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନଙ୍କ ନେତୃତ୍ୱରେ…
Read More...
Read More...
ପାକିସ୍ତାନରେ ମଇଦା ଓ ଅଟାକୁ ନେଇ ହଙ୍ଗାମା
ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଗରିବ ପାକିସ୍ତାନରେ ଖାଦ୍ୟର ଅଭାବ ଦେଖାଦେଇଛି ଜ୍ଝ ଲୋକମାନେ ମଇଦା ପାଇବା ପାଇଁ ଅନେକ କିଲୋମିଟର ଲମ୍ବା ଧାଡିରେ ଠିଆ ହେବାକୁ ବାଧ୍ୟ ହେଉଛନ୍ତି ଜ୍ଝ ମଇଦା ପାଇଁ ସଂଗ୍ରାମ ମୃତ୍ୟୁକୁ ଆସିଛି। ଏଥି…
Read More...
Read More...
ଜାପାନର ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ
ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଜାପାନରୁ ଏକ ବଡ଼ ଖବର ଆସି ପହଞ୍ଚୁଛି । ଗୁରୁବାର (ଏପ୍ରିଲ ୭) ଜାପାନର ସାମରିକ ହେଲିକପ୍ଟର ସମୁଦ୍ରରେ ଖସିପଡିଛି। ହେଲିକପ୍ଟରରେ ୧୦ ଜଣ ଲୋକ ଥିଲେ।
ଜାପାନର ପ୍ରତିରକ୍ଷା ମନ୍ତ୍ରୀ ୟାସୁକାଜୁ…
Read More...
Read More...
ପୁଟିନଙ୍କୁ ଘାରିଛି ହତ୍ୟା ଭୟ
ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଗତ ଏକ ବର୍ଷ ଧରି ୟୁକ୍ରେନ ଏବଂ ଋଷ ମଧ୍ୟରେ ଯୁଦ୍ଧ ଚାଲିଛି। ଏହି ସମୟରେ ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ତାଙ୍କ ହତ୍ୟାକୁ ନେଇ ଚିନ୍ତିତ ଅଛନ୍ତି। ଏକ ରିପୋର୍ଟ ଅନୁଯାୟୀ, ସେ ନିଜ ଜୀବନ…
Read More...
Read More...
ମୋଦିଙ୍କ ଚେତାବନୀ ପାଇଁ ଭୟରେ ଥରହର ପାକିସ୍ତାନ
ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : ପାକିସ୍ତାନକୁ ଭାରତ ଚଳିତ ବର୍ଷ ଆରମ୍ଭରୁ ଏକ ନୋଟିସ୍ ଜାରି କରିଥିଲା। ଏହି ନୋଟିସ୍ ମାଧ୍ୟମରେ ସିନ୍ଧୁ ଜଳ ସନ୍ଧି(ଆଇଡବ୍ଲୁଟି)ରେ ସଂଶୋଧନ କରିବା କଥା କହିଥିଲା। ୬୨ ବର୍ଷ ଇତିହାସରେ ଏହା…
Read More...
Read More...
ଭାରତର ଆର୍ଥିକ ବ୍ୟବସ୍ଥାକୁ ପ୍ରଶଂସା କଲା ପାକିସ୍ତାନ
ଓଡ଼ିଆ ନ୍ୟୁଜ(ବ୍ୟୁରୋ): ଆଜିକାଲି ପାକିସ୍ତାନ ବହୁତ ଖରାପ ପରିସ୍ଥିତିର ସମ୍ମୁଖୀନ ହେଉଛି। ପରିସ୍ଥିତି ଏପରି ଯେ ଏଠାକାର ଲୋକଙ୍କୁ ଚାଉଳ ଏବଂ ମଇଦା ପାଇଁ ସଂଘର୍ଷ କରିବାକୁ ପଡିବ। ଏଭଳି ପରିସ୍ଥିତିରେ ପାକିସ୍ତାନର ପୂର୍ବତନ…
Read More...
Read More...
ଖାଦ୍ୟ ପାଇଁ ଛଟପଟ ହେଉଛି ପାକିସ୍ତାନ: ଠେଲାପେଲାରେ ଗଲାଣି ୧୬ ଜଣଙ୍କ ଜୀବନ
ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଖାଦ୍ୟ ପାଇଁ ଡହଳ ବିକଳ ହେଉଛନ୍ତି ପାକିସ୍ତାନବାସୀ । ଦେଶର ଅର୍ଥନୀତି ତଳିତଳାନ୍ତ ହୋଇସାରିଥିବା ବେଳେ, ରାଜନୈତିକ ହଟଚମଟ ବି ଥମିବାର ନାଁ ନେଉନି । ହେଲେ ଗରିବ ଜନସାଧାରଣଙ୍କର ସେଥିରେ ରୁଚି…
Read More...
Read More...