Browsing Category

National

ସୀମା ବିବାଦର ସମାଧାନ ପାଇଁ ଆଜି ଭାରତ ଓ ଚୀନ ମଧ୍ୟରେ ହେବ ମିଲିଟାରୀ କମାଣ୍ଡରସ୍ତରୀୟ ବୈଠକ

ଓଡ଼ିଆ ନ୍ୟୁଜ (ବ୍ୟୁରୋ) : ଆଜି ଭାରତ ଓ ଚୀନ ମଧ୍ୟରେ ହେବ  ମିଲିଟାରୀ କମାଣ୍ଡରସ୍ତରୀୟ ବୈଠକ । ଭାରତୀୟ ସୀମାରେ ଥିବା ଚୁସୁଲ ମୋଲଡା- ବର୍ଡର ପଏଂଟରେ ଆୟୋଜିତ ହେବ ଏହି ବୈଠକ। ଏହା ଭାରତ ଓ ଚୀନ ମଧ୍ୟରେ ଏଲଏସି ସୀମା…
Read More...

ଆଜି ସନ୍ଧ୍ୟା ୭ଟାରେ ଦେଶକୁ ସମ୍ବୋଧିତ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ରାତି ପାହିଲେ ଦେଶ ପାଳିବ ୭୭ତମ ସ୍ୱାଧୀନତା ଦିବସ । ସେଥିପାଇଁ ଆଜି ରାଷ୍ଟ୍ରପତି ଦୌପଦୀ ମୁର୍ମୁ ଦେଶକୁ ସମ୍ବୋଧିତ କରିବେ। ରାଷ୍ଟ୍ରପତି ଭବନ ପକ୍ଷରୁ ରବିବାର ଏକ ବୟାନରେ କୁହାଯାଇଛି କି…
Read More...

ମୋଦୀଙ୍କ ବିରୋଧରେ ପ୍ରିୟଙ୍କା ଲଢିଲେ, ପ୍ରିୟଙ୍କା ଜିତିବେ: ସଞ୍ଜୟ ରାଉତ

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ପୁଣି ଏକ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି ଶିବସେନା(ଉଦ୍ଧବ ଠାକରେ ଗ୍ରୁପ) ନେତା ସଞ୍ଜୟ ରାଉତ, କହିଛନ୍ତି ଯଦି ବାରାଣସୀ ଆସନରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ କଂଗ୍ରେସ ମହାସଚିବ…
Read More...

ଭୟଙ୍କର ବର୍ଷାରେ ୭ ମୃତ

ଓଡ଼ିଆ ନ୍ୟୁଜ (ବ୍ୟୁରୋ) : ଭୟଙ୍କର ବର୍ଷାରେ ରାତି ଅଧରେ ଚାଲିଗଲା ୭ ଜୀବନ । ଏପରି ଏକ ଅଘଟଣ ଗତକାଲି ରାତିରେ ହିମାଚଳ ପ୍ରଦେଶର ସୋଲାନରେ ଘଟିଛି । ଗତ ୨୪ ଘଣ୍ଟା ହେଲା ନିକଟସ୍ଥ ହିମାଚଳପ୍ରଦେଶ ଓ ଉତ୍ତରାଖଣ୍ଡରେ ଲଗାଣ…
Read More...

ରାଜସ୍ଥାନରରେ ଭୟଙ୍କର ସଡ଼କ ଦୁର୍ଘଟଣା, ଗୋଟିଏ ପରିବାରରେ ୭ ମୃତ

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ରାଜସ୍ଥାନରରେ ଭୟଙ୍କର ସଡ଼କ ଦୁର୍ଘଟଣା। ବସ୍ ଓ ଭ୍ୟାନ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଯୋଗୁ ଗୋଟିଏ ପରିବାରର ୭ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ୨ ଜଣ ଆହତ ହୋଇଛନ୍ତି। ରାଜସ୍ଥାନର ନବଗଠିତ…
Read More...

ରୁଦ୍ରପ୍ରୟାଗ ଜିଲ୍ଲାରେ ଭୟଙ୍କର ଭୂସ୍ଖଳନ, ଗଲା ୫ ଜୀବନ

ଓଡ଼ିଆ ନ୍ୟୁଜ (ବ୍ୟୁରୋ) :  ରୁଦ୍ରପ୍ରୟାଗ ଜିଲ୍ଲାରେ ଭୟଙ୍କର ଭୂସ୍ଖଳନ ହୋଇଛି । ଏଥିରେ କାର୍‌ ପ‌ୋତି ହୋଇପଡ଼ିବାରୁ ଗୁରୁବାର ରାତିରେ  ୫ଜଣ କେଦାନାଥ ଯାତ୍ରୀ ପ୍ରାଣ ହରାଇଥିବା କଥା ‘ନିଉଜ୍‌ ଏଜେନ୍‌ସି ପିଟିଆଇ’…
Read More...

ନିଖୋଜ ବିଜେପି ନେତ୍ରୀ ସାନା ଖାନ୍‌ଙ୍କୁ ମାରି ନଈରେ ଫିଙ୍ଗି ଦେଇଛନ୍ତି ସ୍ବାମୀ!

ଓଡ଼ିଆ ନ୍ୟୁଜ (ବ୍ୟୁରୋ) :  'ବିଜେପି’ ସଂଖ୍ୟାଲଘୁ ୟୁନିଟ୍‌ର ମୁଖ୍ୟା ସାନା ଖାନ୍‌ଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା କଥା ଜବଲପୁର ପୁଲିସ କହିଛି। ଗତ ସପ୍ତାହରୁ ନିଖୋଜ ହୋଇଯାଇଥିଲେ ସନା । ମିଳିତ ଅଭିଯାନ ଚଳାଇ…
Read More...

ବିଜେପି ଅରାଜକତା ଆଗରେ ମୁଣ୍ଡ ନୁଆଁଇଛି : ମମତା ବାନାର୍ଜୀ

ଓଡ଼ିଆ ନ୍ୟୁଜ (ବ୍ୟୁରୋ) :  କେନ୍ଦ୍ର ସରକାର ଗୁରୁବାର  ମୁଖ୍ୟ ନିର୍ବାଚନ କମିଶନର ଓ ନିର୍ବାଚନ କମିଶନମାନଙ୍କ ଚୟନ ପାଇଁ ରାଜ୍ୟସଭାରେ ଏକ ବିଲ୍ ଆଗତ କରିଛନ୍ତି। ଏହାକୁ ନେଇ କେନ୍ଦ୍ର ସରକାରଙ୍କୁ ବିରୋଧୀ ଦଳମାନେ ଟାର୍ଗେଟ୍…
Read More...

ଦିଲ୍ଲୀ ସେବା ବିଲକୁ ମଞ୍ଜୁରୀ ଦେଲେ ରାଷ୍ଟ୍ରପତି

ଓଡିଆ ନ୍ୟୁଜ୍ (ବ୍ୟୁରୋ) : ଦିଲ୍ଲୀ ସେବା ବିଲକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ ମିଳିଛି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅନୁମୋଦନ ପାଇବା ପରେ ‘ଦିଲ୍ଲୀ ସେବା ଅଧିନିୟମ’ ସମେତ ସଂସଦର ମୌସୁମୀ ଅଧିବେଶନରେ ପାରିତ…
Read More...

ଜାମ୍ମୁ-କାଶ୍ମୀରରେ ଉଡ଼ିବ ମିଗ୍-୨୯ ଯୁଦ୍ଧ ବିମାନ

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଜାମ୍ମୁ-କାଶ୍ମୀରରେ ଉଡ଼ିବ ଯୁଦ୍ଧ ବିମାନ । ଭବିଷ୍ୟତର ନିରାପତ୍ତାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ଭାରତୀୟ ବାୟୁସେନା ଏକ ବଡ ନିଷ୍ପତ୍ତି ନେଇଛି। ଜାମ୍ମୁ କାଶ୍ମୀର ଭଳି ରଣନୈତିକ କ୍ଷେତ୍ରରେ…
Read More...