Browsing Category

National

ସାଂସଦ ପଦ ଫେରି ପାଇବା ପରେ ଆଜି ୱାୟନାଡ ଯିବେ ରାହୁଲ ଗାନ୍ଧୀ

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ସାଂସଦ ପଦ ଫେରି ପାଇବା ପରେ ଆଜି ରାହୁଲ ଗାନ୍ଧୀ ଦୁଇ ଦିନିଆ ଓ୍ବାନିଜ ସଂସଦୀୟ କ୍ଷେତ୍ର ୱାୟନାଡ ଗସ୍ତରେ ଯିବେ। ନିକଟରେ ଲୋକ ସଭାର ସଦସ୍ୟତା ଫେରିପାଇବା ପରେ ଏହା କଂଗ୍ରେସ ନେତାଙ୍କ ପ୍ରଥମ…
Read More...

ବିରୋଧୀ ମେଣ୍ଟ ‘ଇଣ୍ଡିଆ’ ବୈଠକରେ ସାମିଲ ହେବେ ଜୟନ୍ତ ଚୌଧୁରୀ

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଜାତୀୟ ରାଜନୀତିରେ ଏବେ ଏନଡିଏ ଓ ଇଣ୍ଡିଆକୁ ନେଇ ଖୁବ୍ ଜୋରରେ ଚର୍ଚ୍ଚା । ଏହାରି ଭିତରେ ଏକ ବଡ଼ ଖବର ଆସିଛି, ଜୟନ୍ତ ଚୌଧୁରୀଙ୍କ ପାର୍ଟି ରାଷ୍ଟ୍ରୀୟ ଲୋକ ଦଳ(ଆରଏଲଡି) ଗୁରୁବାର ଏନଡିଏରେ ସାମିଲ…
Read More...

ରବିଦାସ ମନ୍ଦିରର ଭିତ୍ତିପ୍ରସ୍ତର ସ୍ଥାପନା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ରବିଦାସ ମନ୍ଦିରର ଭିତ୍ତିପ୍ରସ୍ତର ସ୍ଥାପନା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ସାଗର ଜିଲ୍ଲାର ସନ୍ଥ ରବିଦାସ ମନ୍ଦିରର ଭିତ୍ତି ପ୍ରସ୍ତର ସ୍ଥାପନ…
Read More...

ନିଜକୁ ଗୁଳି ମାରି ଜୀବନ ହାରିଲେ ସିଆରପିଏଫ ଯବାନ

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ନିଜକୁ ଗୁଳି ମାରି ଜୀବନ ହାରିଲେ ଭାରତୀୟ ଯବାନ୍ । ଶୁକ୍ରବାର ବିଳମ୍ବିତ ରାତ୍ରରେ ଜମ୍ମୁ ଓ କଶ୍ମୀରର ପୁଲ୍‌ୱାମା ଜିଲ୍ଲାରେ ଏକ ଚେକ୍‌ ପଏଣ୍ଟ୍‌ରେ ପହରା ଦେଉଥିବା ଜଣେ ‘ସିଆର୍‌ପିଏଫ୍‌’ ଯବାନ…
Read More...

ଦିଲ୍ଲୀର ବିଦ୍ୟାଳୟକୁ ମୋବାଇଲ ନେଇ ଆସିପାରିବେ ନାହିଁ ଛାତ୍ରଛାତ୍ରୀ

ନୂଆଦିଲ୍ଲୀ(ଆମ ଟିଭି): ରାଜଧାନୀରେ ବିଦ୍ୟାଳୟ ଗୁଡ଼ିକରେ ଲାଗୁ ହେଲା ନୂଆ ନିୟମ । ଏଣିକି ଦିଲ୍ଲୀ ବିଦ୍ୟାଳୟକୁ ଯେଉଁ ଛାତ୍ରଛାତ୍ରୀ ବିଦ୍ୟାଳୟକୁ ସ୍ମାଟ ଫୋନ ନେଇ କି ଆସୁଛନ୍ତି ଏବେ ସେମାନଙ୍କୁ ବାରଣ କରାଯିବ । କାରଣ ଦିଲ୍ଲୀ…
Read More...

ମୋଦୀ ଡିଗ୍ରୀ ମାମଲାରେ ଅରବିନ୍ଦ କେଜ୍ରିୱାଲ ଓ ସଞ୍ଜୟ ସିଂଙ୍କୁ ଝଟକା

ନୂଆଦିଲ୍ଲୀ(ଆମ ଟିଭି): ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଅଡ଼ୁଆ ଦିନକୁ ଦିନ ବଢିବାରେ ଲାଗିଛି । ଏହାରି ଭିତରେ ମୋଦୀ ଡିଗ୍ରୀ ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଓ ଆପ ସାଂସଦ ସଂଜୟ…
Read More...

ହାୱାଇ ଦ୍ୱୀପ ଜଙ୍ଗଲରେ ଭୟଙ୍କର ଅଗ୍ନିକାଣ୍ଡ: ୬୭ଜଣଙ୍କ ଗଲାଣି ଜୀବନ

ନୂଆଦିଲ୍ଲୀ(ଆମ ଟିଭି): ଆମେରିକାର ହାୱାଇ ଦ୍ୱୀପ ଜଙ୍ଗଲରେ ଲାଗିଛି ଭୟଙ୍କର ଅଗ୍ନି । ଏହାଫଳରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ସୂଚନା ମିଳିଛି । ମିଳିଥିବା ସୂଚନା ଅନୁଯାୟୀ, ବର୍ତ୍ତମାନ ସୁଦ୍ଧା ୬୭ ଜଣଙ୍କ ଜୀବନ ଗଲାଣି ।…
Read More...

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଖିବେ ଗଦ୍ଦର-୨ ଫିଲ୍ମ

ନୂଆଦିଲ୍ଲୀ(ଆମ ଟିଭି): ବଲିଉଡ ଫିଲ୍ମ ଗଦ୍ଦର-୨କୁ ନେଇ ଏବେ ସବୁଠି ଚର୍ଚ୍ଚା । ଏହାରି ଭିତରେ ଏହାକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି । ବଲିଉଡ୍ ଫିଲ୍ମ ‘ଗଦ୍ଦର-୨’ ଦେଖିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତି…
Read More...

ଆଜି ଭାରତ-ୱେଷ୍ଟଇଣ୍ଡିଜ୍ ୪ର୍ଥ ଦିନିକିଆ ମୁକାବିଲା

ନୂଆଦିଲ୍ଲୀ(ଆମ ଟିଭି): ଆଜି ଭାରତ-ୱେଷ୍ଟଇଣ୍ଡିଜ୍ ୪ର୍ଥ ଦିନିକିଆ । କର ବା ମର ସ୍ଥିତିରେ ଭାରତ । ମ୍ୟାଚ ଜିତି ସିରିଜ ବରାବର କରିବା ଲକ୍ଷ୍ୟରେ ଟିମ ଇଣ୍ଡିଆ । ଫ୍ଲୋରିଡାର ଲୌଡରହିଲ୍‌ଠାରେ ଏହି ମ୍ୟାଚ୍‌ ଭାରତୀୟ ସମୟ…
Read More...

ଅଗଷ୍ଟ ୧୩ରୁ ୧୫ ଯାଏ ‘ହର ଘର ତ୍ରିରଙ୍ଗା’ ଅଭିଯାନରେ ସାମିଲ ହେବାକୁ ଆହ୍ବାନ ଦେଲେ ପ୍ରଧାନମନ୍ତ୍ରୀ ମୋଦି

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଗଷ୍ଟ ୧୩ରୁ ୧୫ ଯାଏ ‘ହର ଘର ତିରଙ୍ଗା’ ଅଭିଯାନରେ ସାମିଲ ହେବାକୁ ସବୁ ଭାରତୀୟଙ୍କୁ ଆହ୍ବାନ ଦେଇଛନ୍ତି। ଏନେଇ ଟୁଇଟ୍ କରି ମୋଦି କହିଛନ୍ତି, ଜାତୀୟ…
Read More...