Browsing Category

National

ଗୁଜରାଟରେ ଭୂକମ୍ପ ଝଟକା

ଓଡ଼ିଆ ନ୍ୟୁଜ୍: ଗୁଜରାଟରେ ଭୂକମ୍ପ ଅନୁଭୂତ ହୋଇଛି । ଯାହାର ତୀବ୍ରତା ୪.୪ ରହିଛି । ଭୂକମ୍ପ ପ୍ରାୟ ଭୋର ୪ ଟା ୩୦ମିନିଟ୍ ସମୟରେ ଅନୁଭୂତ ହୋଇଥିବା ଜଣାପଡିଛି । ଯାହାଦ୍ବାରା ଭୟରେ ଲୋକମାନେ ଘରୁ ବାହାରକୁ ବାହାରି ଯାଇଥିଲେ…
Read More...

କର୍ଣ୍ଣାଟକ ଚିତ୍ରଦୁର୍ଗରେ ଭୟଙ୍କର ବସ୍‌ ଦୁର୍ଘଟଣା, ୧୨ମୃତ

ଓଡ଼ିଆ ନ୍ୟୁଜ୍: କର୍ଣ୍ଣାଟକ ଚିତ୍ରଦୁର୍ଗରେ ଭୟଙ୍କର ବସ୍‌ ଦୁର୍ଘଟଣା।ଭୟଙ୍କର ବସ୍‌ ଦୁର୍ଘଟଣାରେ ୧୨ ଜଣଙ୍କର ମୃତ୍ୟୁ। ୨୦ରୁ ଅଧିକ ଆହତ ହୋଇଥିବା ସୂଚନା।ହିରିୟୁର ନିକଟରେ ହୁତୁ ହୁତୁ ହୋଇ ଜଳିଗଲା ବସ୍‌।କଣ୍ଟେନର ସହ ଧକ୍କା…
Read More...

ଭାରତ-ପାକିସ୍ତାନ ଟକ୍କର, ବୋଲିଂ କରିବ ଭାରତ

ଓଡ଼ିଆ ନ୍ୟୁଜ୍: ୧୯ ବର୍ଷରୁ କମ୍ ଏସିଆ କପ୍ ଫାଇନାଲ୍ ମୁକାବିଲା। ଟସ୍ ଜିତି ଭାରତର ବୋଲିଂ ନିଷ୍ପତ୍ତି, ପ୍ରଥମେ ବ୍ୟାଟିଂ କରିବ ପାକିସ୍ତାନ। ଭାରତୀୟ ଦଳ ଅପରିବର୍ତ୍ତିତ, ପାକିସ୍ତାନ ଟିମ୍‌ରେ ଗୋଟିଏ…
Read More...

ହାତୀପଲଙ୍କ ଉପରେ ମାଡ଼ିଗଲା ରାଜଧାନୀ ଏକ୍ସପ୍ରେସ

ଓଡ଼ିଆ ନ୍ୟୁଜ୍: ହାତୀପଲଙ୍କ ଉପରେ ମାଡ଼ିଗଲା ଟ୍ରେନ । ରାଜଧାନୀ ଏକ୍ସପ୍ରେସ ଧକ୍କାରେ ୮ ହାତୀ ମୃତ । ଆସାମ ହୋଜାଇ ଜିଲ୍ଲାରେ ଭୟଙ୍କର ଦୁର୍ଘଟଣା ଘଟିଛି । ହାତୀକୁ ଧକ୍କା ଦେଇ ଟ୍ରାକ୍ରୁ ଖସିଲା ୫ଟି ବଗି ।…
Read More...

T-20 ବିଶ୍ୱକପ୍ ପାଇଁ ଭାରତୀୟ ଦଳ ଘୋଷଣା

ଓଡ଼ିଆ ନ୍ୟୁଜ୍: T-20 ବିଶ୍ୱକପ୍ ପାଇଁ ଭାରତୀୟ ଦଳ ଘୋଷଣ।ବାଦ୍‌ ପଡ଼ିଲେ ODI ଓ ଟେଷ୍ଟ ଅଧିନାୟକ ଶୁବମନ ଗିଲ୍‌।ପ୍ରଥମ କରି T-20 ବିଶ୍ବକପ ଦଳର ନେତୃତ୍ବ ନେବେ ସୂର୍ଯ୍ୟ କୁମାର।ଅଲରାଉଣ୍ଡର ଅକ୍ଷର ପଟେଲ ନୂଆ…
Read More...

ଆଜି ପୁଣି ଦିଲ୍ଲୀରେ ୧୦୦ ବିମାନ ବାତିଲ

ଓଡ଼ିଆ ନ୍ୟୁଜ୍: ଘନ କୁହୁଡ଼ି ପାଇଁ ଦିଲ୍ଲୀରେ ଆଜି ପୁଣି ୧୦୦ରୁ ଊର୍ଦ୍ଧ୍ବ ବିମାନ ବାତିଲ। ଅନ୍ତର୍ଜାତୀୟ ଇନ୍ଦିରା ଗାନ୍ଧି ବିମାନବନ୍ଦରରେ ଉଡ଼ାଣ ବାତିଲ। ଆସିବାକୁ ଥିବା ୬୬ ଓ ଛାଡ଼ିବାକୁ ଥିବା ୬୩ ବିମାନର ଉଡ଼ାଣ…
Read More...

ବ୍ୟାଟିଂ କରୁଛି ଭାରତ

ଓଡ଼ିଆ ନ୍ୟୁଜ୍: ଅହମ୍ମଦାବାଦରେ ଭାରତ-ଦକ୍ଷିଣ ଆଫ୍ରିକା ପଞ୍ଚମ ଟି ଟ୍ବେଣ୍ଟି। ଟସ୍ ଜିତି ଦକ୍ଷିଣ ଆଫ୍ରିକାର ବୋଲିଂ ନିଷ୍ପତ୍ତି, ପ୍ରଥମେ ବ୍ୟାଟିଂ କରିବ ଭାରତ।ବୁମ୍‌ରା, ୱାଶିଂଟନ୍ ସୁନ୍ଦର, ସଞ୍ଜୁ ସାମସନ୍ ଫେରିଲେ।…
Read More...

ସୁକମାରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୩ ମାଓବାଦୀ ନିହତ

ଓଡ଼ିଆ ନ୍ୟୁଜ୍: ଛତିଶଗଡ଼ ସୁକମାରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୩ ମାଓବାଦୀ ନିହତ ହୋଇଥିବାର ଖବର ମିଳିଛି। ଉଭୟ ପକ୍ଷଙ୍କ ମଧ୍ୟରେ ଏବେ ବି ଜାରି ରହିଛି ଗୁଳି ବିନିମୟ। ସୁକମା ଗୋଲାପଲ୍ଲୀ ଥାନା ଅନ୍ତର୍ଗତ ଜଙ୍ଗଲରେ…
Read More...

ପ୍ରଦୂଷଣ ସାର୍ଟିଫିକେଟ ନଥିଲେ ତେଲ ମିଳିବନି

ଓଡ଼ିଆ ନ୍ୟୁଜ୍: ବାୟୁ ପ୍ରଦୂଷଣ ମୁକାବିଲା ପାଇଁ ଦିଲ୍ଲୀ ସରକାରଙ୍କ ନୂଆ ନିୟମ। ଏଣିକି ପ୍ରଦୂଷଣ ସାର୍ଟିଫିକେଟ ନ ଦେଖାଇଲେ ଟାଙ୍କିରେ ତେଲ ମିଳିବନି। କେବଳ ଆମ୍ବୁଲାନ୍ସ,ଅଗ୍ନିଶମ ଓ ପୋଲିସ ବିଭାଗର ଗାଡିକୁ ମିଳିବ…
Read More...

୩୪ ମାଓବାଦୀଙ୍କ ଆତ୍ମସମର୍ପଣ

ଓଡ଼ିଆ ନ୍ୟୁଜ୍: ମାଲକାନଗିରି ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲା ପୁଲିସ ନିକଟରେ ୩୪ ଜଣ ନକ୍ସଲ ଆତ୍ମସମର୍ପଣ କରିଛନ୍ତି। ହିଂସା ଓ ଜଂଗଲ ଛାଡି ମୁଖ୍ୟ ଧାରାରେ ଯୋଡି ହୋଇଛନ୍ତି। ସରକାର ଏମାନଙ୍କ ମୁଣ୍ଡରେ ୮୪ ଲକ୍ଷ ଟଂକାର…
Read More...