Browsing Category

National

୧୯୯୩ ମୁମ୍ବାଇ ସିରିଏଲ ବ୍ଲାଷ୍ଟର ମାଷ୍ଟର ମାଇଣ୍ଡ ଗିରଫ

ଭାରତୀୟ ଅନୁସନ୍ଧାନକରୀ ଏଜେନ୍ସିକୁ ମିଳିଛି ବଡ଼ ସଫଳତା। ୨୯ ବର୍ଷ ପରେ ମୁମ୍ବାଇ ବିସ୍ଫୋରଣରେ ସାମିଲ ଆତଙ୍କବାଦୀ ଗିରଫ। ୧୯୯୩ ମୁମ୍ବାଇ ସିରିଏଲ ବିସ୍ଫୋରଣରେ ସମ୍ପୃକ୍ତ ଆତଙ୍କବାଦୀ ଆବୁ ବକ୍ରକୁ ୟୁଏଇରୁ ଗିରଫ କରିଛି…
Read More...

ବିଶ୍ୱର ଦ୍ୱିତୀୟ ଉଚ୍ଚତମ ପ୍ରତିମୂର୍ତ୍ତିର ଉନ୍ମୋଚନ କରିବେ ପ୍ରଧାନମନ୍ତ୍ରୀ ମୋଦୀ

ଶନିବାର ହାଇଦ୍ରାବାଦରେ ବିଶ୍ୱର ଦ୍ୱିତୀୟ ଉଚ୍ଚତମ ପ୍ରତିମୂର୍ତ୍ତିର ଉନ୍ମୋଚନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଆଜି ଏକାଦଶ ଶତାବ୍ଦୀର ଭକ୍ତି ଶାଖା ସାଧୁ ଶ୍ରୀ ରାମାନୁଜାଚାର୍ଯ୍ୟଙ୍କ ସ୍ମୃତିରେ ୨୧୬ ଫୁଟ ଉଚ୍ଚତା…
Read More...

ଜାମ୍ମୁ-କାଶ୍ମୀରରେ ଭୂମିକମ୍ପର ଶକ୍ତ ଝଟକା; ଭୟରେ ଦିଲ୍ଲୀବାସୀ

ପଞ୍ଜାବ ଓ ଜାମ୍ମୁ-କାଶ୍ମୀରରେ ଭୂମିକମ୍ପର ଶକ୍ତ ଝଟକା ଅନୁଭୂତ ହୋଇଛି । ଶନିବାର ସକାଳ ୯ ଟା ୪୯ ସମୟରେ ଏହି କମ୍ପନ ଅନୁଭୂତ ହୋଇଛି । ଦିଲ୍ଲୀ-ଏନସିଆର ଏବଂ ଚଣ୍ଡିଗଡ଼ରେ ମଧ୍ୟ ହାଲକା ଭୂମିକମ୍ପ ଅନୁଭୂତ ହୋଇଛି । ଫଳରେ ଲୋକେ…
Read More...

ଅଡ଼ୁଆରେ ପଞ୍ଜାବ ମୁଖ୍ୟମନ୍ତ୍ରୀ; ଅର୍ଥ ହେରଫେର ମାମଲାରେ ଭଣଜା ଗିରଫ

ପଞ୍ଜାବ ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନିଙ୍କ ପାଇଁ ବଢ଼ିଲା ଅଡୁଆ। ଅର୍ଥ ହେରଫେର ତଥା ବେଆଇନ ଖଣି ମାମଲାରେ ପ୍ରମୁଖ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପଞ୍ଜାବର ସିଏମ ଚରଣଜିତ ସିଂ ଚନ୍ନିଙ୍କ …
Read More...

ଧରାପଡିଲା ଚୀନର ସତ! ଗଲୱାନରେ ମରିଥିଲେ ୩୮ ଚୀନ ସୈନିକ

ଜୁନ ୨୦୨୦ରେ ପୁର୍ବ ଲଦାଖର ଗଲୱାନ ଉପତ୍ୟାକାରେ ଚୀନ ଓ ଭାରତୀୟ ସୈନ୍ୟବାହିନୀ ମଧ୍ୟରେ ହିଂସାତ୍ମକ ପରିସ୍ଥିତି ସୃଷ୍ଟି ହୋଇଥିଲା । ଯେଉଁଥିରେ ଚୀନର ୩୮ ପିଏଲ୍ଏ ସୈନିକଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ପ୍ରାୟ ଦେଢ଼ ବର୍ଷ…
Read More...

ଏଭଳି କୌଣସି ଆପ୍ସ ଡାଉନଲୋଡ଼ କରି ନିଜଲାଗି ବିପଦକୁ ଡାକି ଆଣନ୍ତୁ ନାହିଁ I

ମାତିଛନ୍ତି ଅନଲାଇନ ଲୁଟେରା I ଲୋକଙ୍କୁ ଦେଉଛନ୍ତି ଧମକ I ଏଭଳି ଲୋକଙ୍କ ଥାରୁନିଜକୁ ଦୁରେଇ ରଖନ୍ତୁ I ଏମାନଙ୍କ କଥାକୁ ବିଶ୍ୱାସ କରି ହରାନ୍ତୁ ନାହିଁ ନିଜର ମୂଲ୍ୟବାନ ଧନ ସମ୍ପତ୍ତି I ବିଭିନ୍ନ ପ୍ରକାରର ଆକର୍ଷଣୀୟ ଅଫର ଓ…
Read More...

ଦିଲ୍ଲୀ କୋର୍ଟରେ ବିସ୍ଫୋରଣ; ଲ୍ୟାପଟପ୍ ବ୍ୟାଗରୁ ମିଳିଲା IED, ଦେଖନ୍ତୁ ଫଟୋ

ରାଜଧାନୀ ଦିଲ୍ଲୀର ରୋହିଣୀ କୋର୍ଟରେ ଆଜି ସକାଳେ ବିସ୍ଫୋରଣ ହୋଇଛି । କୋର୍ଟ କାର୍ଯ୍ୟ ଚାଲିଥିବା ବେଳେ ଲ୍ୟାଟପ୍ ବ୍ୟାଗ ବିସ୍ଫୋରଣ ହୋଇଥିଲା । ବିସ୍ଫୋରଣ ଶବ୍ଦ ଶୁଣି ହଇଚଇ ସୃଷ୍ଟି ହୋଇଥିଲା । ବିସ୍ଫୋରଣରେ ଜଣେ ବ୍ୟକ୍ତି…
Read More...

ଏଣିକି ପାଣିରେ ଚାଲିବ ଗାଡ଼ି, ସରିଲା ପେଟ୍ରୋଲ ଆଉ ଡିଜେଲ ଯୁଗ

ଖୁବଶୀଘ୍ର ପେଟ୍ରୋଲ ଓ ଡିଜେଲ ଯୁଗ ସରିବାକୁ ଯାଉଛି । ଜନସାଧାରଣଙ୍କୁ ଆଉ ତୈଳ ଦର ବୃଦ୍ଧି ନେଇ ଚିନ୍ତା କରିବାକୁ ପଡ଼ିବ ନାହିଁ । ପେଟ୍ରୋଲ ଓ ଡିଜେଲର ବିକଳ୍ପ ଭାବେ ବର୍ତ୍ତମାନ ପାଣିର ବ୍ୟବହାର କରାଯିବ । ଫଳରେ ସାଧାରଣ…
Read More...

ଓମିକ୍ରନ ଆକ୍ରାନ୍ତଙ୍କ ସମ୍ପର୍କରେ ଆସି ୫ ଲୋକ ପଜିଟିଭ୍

କରୋନାରନୂଆ ଭାରିଆଣ୍ଟ ‘ଓମିକ୍ରନ’ ଭାରତରେ ପ୍ରବେଶ କରିସାରିଛି । କର୍ଣ୍ଣାଟକରେ ଏହାର ୨ଟି ମାମଲା ସାମ୍ନାକୁ ଆସିଛି, କିନ୍ତୁ ଏହାରି ମଧ୍ୟରେ କଣ୍ଟ୍ରାକ୍ଟ ଟ୍ରେସିଂରୁ ଆଶ୍ଚର୍ଯ୍ୟଜନକ ତଥ୍ୟର ଖୁଲାସା ହୋଇଛି । କୁହାଯାଇଛି ଯେ…
Read More...

ସଙ୍ଗରୋଧରେ ରହିବେ ବିଦେଶ ଫେରନ୍ତା

କରୋନାର ନୂଆ ଭାରିଆଣ୍ଟ ଓମିକ୍ରନକୁ ନେଇ କେନ୍ଦ୍ର ସରକାର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଏଣିକି ବିଦେଶ ଫେରନ୍ତା ମାନେ ୧୦ ଦିନିଆ କ୍ୱାରେଣ୍ଟାଇନ୍ ରହିବେ । ବିଦେଶ ଫରେନ୍ତାଙ୍କ ଉପରେ ସ୍ୱତନ୍ତ୍ର ନଜର…
Read More...