Browsing Category

#Odianews

ନିଜ ମାଟିରୁ ପାକିସ୍ତାନକୁ ଚେତାବନୀ ଦେଲେ ପ୍ରଧାନମନ୍ତ୍ରୀ

ଓଡ଼ିଆ ନ୍ୟୁଜ୍: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦାହୋଦରେ ଅନେକ ପ୍ରକଳ୍ପର ଉଦଘାଟନ କରିଛନ୍ତି। ଏହି ଅବସରରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରି ସେ କହିଛନ୍ତି, ଆଜି ଦେଶ ହତାଶାରୁ ବାହାରି ଆସିଛି ଏବଂ ଆତ୍ମବିଶ୍ୱାସର…
Read More...

ପାକିସ୍ତାନୀ ପାଇଁ ଗୁପ୍ତଚରୀ, CRPF ଯବାନ ଗିରଫ

ଓଡ଼ିଆ ନ୍ୟୁଜ୍: ପାକିସ୍ତାନ ପାଇଁ ଗୁପ୍ତଚରୀ କରିବା ପଡ଼ିଲା ମହଙ୍ଗା। ପାକ୍‌- ସ୍ପାଏ ନେଇ CRPF ଯବାନଙ୍କୁ ଗିରଫ କରାଯାଇଛି। ଦିଲ୍ଲୀରୁ ଗିରଫ କରିଛି NIA।ସୂଚନାଯୋଗ୍ୟ, ଜାତୀୟ ତଦନ୍ତ ସଂସ୍ଥା (NIA) ଦିଲ୍ଲୀରୁ ଜଣେ CRPF…
Read More...

ରଥଯାତ୍ରା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ନିମନ୍ତ୍ରଣ

ଓଡ଼ିଆ ନ୍ୟୁଜ୍: ରଥଯାତ୍ରା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପୁରୀକୁ ନିମନ୍ତ୍ରଣ କରାଯାଇଛି। ମୋଦିଙ୍କୁ ନିମନ୍ତ୍ରଣ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି। ସମସ୍ତ କେନ୍ଦ୍ରମନ୍ତ୍ରୀ, NDA ଶାସିତ ରାଜ୍ୟ…
Read More...

ଭୁଶୁଡ଼ିଲା ଖୋର୍ଦ୍ଧା-ବଲାଙ୍ଗୀର ନିର୍ମାଣାଧୀନ ରେଳ ଟନେଲ୍

ଓଡ଼ିଆ ନ୍ୟୁଜ୍: ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପର ନିର୍ମାଣାଧୀନ ଟନେଲ୍‌ରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଅଡେଣିଗଡ଼ ନିକଟରେ କୌଣସି କାରଣରୁ ଏହି ଟନେଲ୍‌ ଭୁଶୁଡ଼ି ପଡ଼ିଥିବା ସୂଚନା ମିଳିଛି। ଏହି ଘଟଣା ଫଳରେ ପ୍ରାୟ ୩୦ ମିଟର…
Read More...

ଏଣିକି ଠିକ ସମୟରେ ଅଫିସ ଆସିବେ କର୍ମଚାରୀ, ୪ ଘଣ୍ଟାରୁ କମ୍ ହେଲେ କାଟିବ ଗୋଟିଏ ଦିନର ଛୁଟି

ଓଡ଼ିଆ ନ୍ୟୁଜ୍: ଓଡ଼ିଶା ଗ୍ରାମୀଣ ଉନ୍ନୟନ ବିଭାଗ କର୍ମଚାରୀଙ୍କ ହାଜିରା ରେକର୍ଡ ବାୟୋମେଟ୍ରିକ ମେସିନ ଜରିଆରେ ବାଧ୍ୟତାମୂଳକ କରିଛି ଏବଂ ସମସ୍ତ କର୍ମଚାରୀଙ୍କୁ ସନ୍ଧ୍ୟା ୫:୩୦ ପୂର୍ବରୁ ଅଫିସ ଛାଡ଼ିବାକୁ ନିଷେଧ…
Read More...

ବିଶ୍ବର ସର୍ବବୃହତ ଚତୁର୍ଥ ଅର୍ଥନୈତିକ ଦେଶ ହେଲା ଭାରତ

ଓଡ଼ିଆ ନ୍ୟୁଜ୍: ବିଶ୍ବର ଚତୁର୍ଥ ସର୍ବବୃହତ ଅର୍ଥନୈତିକ ଦେଶ ହେଲା ଭାରତ । ଜାପାନକୁ ପଛରେ ପକାଇ ଭାରତ ହେଲା ଚତୁର୍ଥ ଦେଶ । ବିଶ୍ବର ଚତୁର୍ଥ ସର୍ବବୃହତ ଅର୍ଥନୈତିକ ଦେଶ ହେଲା ଭାରତ । ନିତି ଆୟୋଗ ସିଇଓଙ୍କ ବଡ଼ ସୂଚନା ।…
Read More...

ଓଡ଼ିଶାକୁ ଆସୁଛି ବଡ ବର୍ଷା

ଓଡ଼ିଆ ନ୍ୟୁଜ୍: ଓଡ଼ିଶାରେ ଜାରି ରହିଛି ପ୍ରାକ୍‌ ମୌସୁମୀ ବର୍ଷା  । ଚାରିଆଡ଼େ ମେଘୁଆ ବାଦଲ, କେଉଁଠି ଝିପିଝିପି, ଆଉ କେଉଁଠି ଅସରାଏ ଲେଖାଏଁ ବର୍ଷା ।ଅନୁମାନ କରାଯାଉଛି, କେରଳ ଭଳି ଓଡ଼ିଶାକୁ ମଧ୍ୟ ଆଗୁଆ ଆସିବ ମୌସୁମୀ ।…
Read More...

ଆଫଗାନିସ୍ତାନ୍‌ରେ ଭୂକମ୍ପ ଝଟକା

ଓଡ଼ିଆ ନ୍ୟୁଜ୍: ଆଫଗାନିସ୍ତାନ୍‌ରେ ଭୂକମ୍ପ ଝଟକା । ଆଜି ସକାଳେ, ଆଫଗାନିସ୍ତାନରେ ଭୂମିକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୨ ମାପ କରାଯାଇଥିଲା। ଏହି ଭୂମିକମ୍ପ ଭୂମିରୁ ୧୩୫ କିଲୋମିଟର ତଳେ ଘଟିଥିଲା।…
Read More...

ପୋଖରୀରେ ବୁଡ଼ି ଜଣେ ନାବାଳକ ମୃତ

ଓଡ଼ିଆ ନ୍ୟୁଜ୍: ପାଟଣାଗଡ଼ ବ୍ଲକ ମରୁଆଁ ଓ ତାଲପଦର ଗରାର ମଧ୍ୟରେ ଥିବା ପୋଖରୀରେ ବୁଡ଼ି ଜଣେ ନାବାଳକର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ସକାଳୁ ଘରୁ ବାହାରି ନାବାଳକଟି ପୋଖରୀକୁ ଗାଧୋଇବା ପାଇଁ ଯାଇଥିଲା। ସେଠାରେ ନାବାଳକ…
Read More...

ତେଜ ପ୍ରତାପଙ୍କୁ ଦଳରୁ ବିଦାକଲେ ଲାଲୁ

ଓଡ଼ିଆ ନ୍ୟୁଜ୍: ତେଜ ପ୍ରତାପ ଏବଂ ଅନୁଷ୍କା ମାମଲାରେ ଆର୍‌ଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ତାଙ୍କ ବଡ଼ ପୁଅ(ତେଜ ପ୍ରତାପ)ଙ୍କ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଏବେ ତେଜ ପ୍ରତାପଙ୍କ ସାନ ଭାଇ ତଥା…
Read More...